Latest Odisha News

BREAKING NEWS

ରଥଯାତ୍ରା ନୀତି ନିର୍ଘଣ୍ଟ: ପୂର୍ବାହ୍ନ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ; ଅପରାହ୍ନ ୪ଟାରେ ରଥଟଣା

ପୁରୀ : ରାତି ପାହିଲେ  ରଥଯାତ୍ରା।  ଚଳଚଞ୍ଚଳ  ଶ୍ରୀକ୍ଷେତ୍ର । ଭକ୍ତଙ୍କ ଗହଳିରେ ପଡୁଛି ଉଠୁଛି ବଡଦାଣ୍ଡ ।   ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ରଥଯାତ୍ରା ପାଇଁ ନୀତିନର୍ଘଣ୍ଟ…

ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଲେ ଭବାନୀ ଦେବୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ଫେନ୍ସର ଭବାନୀ ଦେବୀ ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଚୀନର ବୁକ୍ସିରେ ଅନୁଷ୍ଠିତ ଏହି ଚାମ୍ପିୟନଶିପରେ ଭବାନୀ ବ୍ରୋଞ୍ଜ ପଦକ ଜିତିଥିଲେ । ପୂର୍ବରୁ କୌଣସି ଭାରତୀୟ ଏଥିରେ ପଦକ ଜିତି ନ ଥିଲେ । ସେମିଫାଇନାଲରେ ଭବାନୀ ଦେବୀ…

ସୁରକ୍ଷା ଲୋଡ଼ିିଲେ ‘ଆଦିପୁରୁଷ’ର ଲେଖକ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବିବାଦ ଲାଗିରହିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ମୁମ୍ବାଇ ପୋଲିସର ସୁରକ୍ଷା ଲୋଡିଛନ୍ତି । ନିଜ ଜୀବନ ଉପରେ ବିପଦ…

ବିଶ୍ୱକପ ପୂର୍ବରୁ ଭାରତ ଖେଳିବ ୬ ସିରିଜ, ୨୨ ମୁକାବିଲା

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଭାରତୀୟ କ୍ରିକେଟ ଟିମର ସଦସ୍ୟ ଏବେ ବିଶ୍ରାମ କରୁଛନ୍ତି । ତେବେ ଏହା ପରେ ସେମାନଙ୍କ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ବିଶ୍ୱକପ ପୂର୍ବରୁ ଭାରତ ୬ ସିରିଜରେ ୨୨ଟି ମୁକାବିଲାରେ…

ସବୁଠୁୁ ପ୍ରାଚୀନ ମରୁଭୂମି: ଯେଉଁଠି ଦେବତାଙ୍କର ପାଦଚିହ୍ନ ଦେଖିବାକୁ ମିଳେ

ଦକ୍ଷିଣ ଆଫ୍ରିକା: ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଦେବତାମାନଙ୍କର ପାଦଚିହ୍ନ ମିଳିଥାଏ । ପ୍ରତ୍ୟକ ରାତିରେ ଦେବତାମାନେ ନାଚିଥାନ୍ତି । ଏହାକୁ ହୁଏତ ଅନେକ ବିଶ୍ୱାସ କରିବେ ନାହିଁ । କିନ୍ତୁ ପ୍ରକୃତରେ ଏମିତି ଏକ ମରୁଭୂମି ଅଛି, ଯେଉଁଠାରେ ଦେବତାମାନଙ୍କ ପାଦଚିହ୍ନ ଦେଖିବାକୁ ମିଳେ…

ବାହାନଗା ଟ୍ରେନ ଟ୍ରାଜେଡି: ସିଲ ହେଲା ଷ୍ଟେଶନ ସିଗନାଲ ଜେଇଙ୍କ ଘର

ବାଲେଶ୍ୱର: ବାହାନଗା ଷ୍ଟେଶନ ସିଗନାଲ ଜେଇଙ୍କ ଘର ସିଲ ହୋଇଛି ।  ବାଲେଶ୍ୱର ଜିଲ୍ଲା ସୋରଠାରେ ଥିବା ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘର ସିଲ୍  କରାଯାଇଛି । ଜେଇ ଏଠାରେ ଭଡ଼ା ଘରେ ରହୁଥିଲେ । ଏହ ଭଡା ଘରକୁ ଜିଆରପି ପୋଲିସ ଉପସ୍ଥିତିରେ ସିବିଆଇ ପକ୍ଷରୁ ସିଲ୍ କରାଯାଇଛି । ସିଲ…

ସରିଲା ନବଯୗେବନ ଦର୍ଶନ; ମହାବାହୁଙ୍କ ଅପେକ୍ଷାରେ ସିଂହଦ୍ୱାରରେ ଉଭା ତିନି ରଥ

ପୁରୀ:ରାତି ପାହିଲେ ରଥଯାତ୍ରା । ସଜେଇ ହୋଇ ରହିଛି ତିନି ରଥ । ବଡ ଦାଣ୍ଡରେ ବଢିଲାଣି ଭକ୍ତଙ୍କ ଗହଳଚହଳ ।  ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।   ଆଜ୍ଞାମାଳ  ଧରି ରଥଖଳାକୁ ଆସିଥିଲେ ସେବାୟତ । ରଥଖଳାରେ ତିନି…

ଆସୁଛି ମୌସୁମୀ; ୨ରୁ ୩ ଦିନ ମଧ୍ୟରେ ଛୁଇଁପାରେ ଓଡ଼ିଶା ଉପକୂଳ

ଭୁବନେଶ୍ବର:ଖୁବ ଆସୁଛି ମୌସୁମୀ । ମାତ୍ର ୨ରୁ ୩ ଦିନ ମଧ୍ୟର ଓଡ଼ିଶା ଛୁଇଁବ । ଭିଜିବ ମାଟି । ତାତିରୁ ମିଳିବ ତ୍ରାହି । ଏମିତି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସିମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର କରିବା ପାଇଁ…

ମୁମ୍ବାଇରେ ଧୁମଧାମର ସହ ରଜପର୍ବ ପାଳିଲେ ପ୍ରବାସୀ ଓଡ଼ିଆ

ମୁମ୍ବାଇ: ମୁମ୍ବାଇରେ ପାଳିତ ହୋଇଯାଇଛି ଓଡ଼ିଶାର ଗଣପର୍ବ ରଜପର୍ବ। ସ୍ୱାଭିମାନୀ ଓଡିଆ ୱୋମେନ୍ସ ୱାର୍ଲ୍ଡ ସଂଗଠନ ପକ୍ଷରୁ ମୁମ୍ବାଇ ବୋରିଭଲି ସ୍ଥିତ ରହେଜା ଇଷ୍ଟେଟରେ ରଜପର୍ବକୁ ଧୁମଧାମର ସହ ପାଳନ କରାଯାଇଛି। ରବିବାର ଦିନ ୧୧ଟାରୁ ଆରମ୍ଭ ହୋଇଥିଲା ବିଶେଷ କାର୍ଯ୍ୟକ୍ରମ। ଯୁବ ଓ ବୃଦ୍ଧଙ୍କ…