ଆଜିଠୁ ମହାପଞ୍ଚୁକ ବ୍ରତ : ବଡ ଏକାଦଶୀରେ ଶ୍ରୀବିଗ୍ରହଙ୍କ ଲକ୍ଷ୍ମୀନାରାୟଣ ବେଶ
ପୁରୀ : ଆଜିଠୁ ଆରମ୍ଭ ହେଲା ମହାପଞ୍ଚୁକ ବ୍ରତ। ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଆଜି ବଡ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ । ମହାପ୍ରଭୂଙ୍କର ଅବକାଶ ନୀତି ପରେ ଠାକୁରଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଛି । ସେହିଭଳି ଦ୍ୱାଦଶରେ ବାଙ୍କଚୁଡା…