Latest Odisha News

BREAKING NEWS

ବରିଷ୍ଠ ରାଜସ୍ୱ ସହାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ, ଆୟଠୁ ଅଧିକ ୨୦୧ ପ୍ରତିଶତ ସମ୍ପତ୍ତି ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ମିଳିବା ପରେ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟରତ ରାମଚନ୍ଦ୍ର ସେନଙ୍କୁ ଭିଜିଲାନ୍ସ ଗିରଫ କରିଛି । ରାମଚନ୍ଦ୍ରଙ୍କ ଠାରୁ ଭିଜିଲାନ୍ସ ଆୟଠୁ ଅଧିକ…

ଭୟଙ୍କର ଗ୍ରୀଷ୍ମପ୍ରବାହ; ୭୨ ଘଣ୍ଟା ମଧ୍ୟରେ ୫୪ ମୃତ, ୪୦୦ ଡାକ୍ତରଖାନାରେ ଭର୍ତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରେଦଶର ବଲିୟା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ ୩ ଦିନ ମଧ୍ୟରେ ଅତିକମରେ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦୦ ଅସୁସ୍ଥଙ୍କର ଚିକିିତ୍ସା ଚାଲିଛି ।   ମାତ୍ରାଧିକ ତାତି ଓ   ଭୀଷଣ ଗ୍ରୀଷ୍ମ ପ୍ରବାହ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।  ଡାକ୍ତରଙ୍କ କହିବା…

୧୮୦ ରୁ ଅଧିକ ଦେଶ ସହ ଯୋଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଜୁନ୍ ୨୧ ହେଉଛି ବିଶ୍ୱ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘର ମୁଖ୍ୟାଳୟରେ ରହିବେ। ଯୋଗ ଦିବସରେ ଏଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।…

ପ୍ରଶାସନିକ ସେବାଠୁ ଖଣି, ବ୍ୟବସାୟ ସବୁଠି ଦକ୍ଷିଣ ଭାରତୀୟଙ୍କ ରାଜ; ଏହା ଖାଲି ସଂଯୋଗ ନା ସୁଚିନ୍ତିତ ପ୍ରୟାସ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ ଦାୟିତ୍ୱରେ ଜଣେ ହେଲେ ବି ଓଡ଼ିଆ ଅଧିକାରୀ ନାହାନ୍ତି ।  ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ ଦାୟିତ୍ୱରେ ଅଛନ୍ତି ୩ ଜଣ ଦକ୍ଷିଣ ଭାରତୀୟ ଅଫିସର । ସେତିକି ନୁହେଁ, ଆଜିର ସମୟରେ ଦକ୍ଷିଣ ଭାରତୀୟ ଉଦ୍ୟୋଗପତିମାନଙ୍କର…

ନିଜକୁ ଖୋଜି ନପାଇବାର ଯନ୍ତ୍ରଣା ହିଁ ମତେ ସାହିତ୍ୟମନସ୍କ ହେବାକୁ ବାଧ୍ୟ କଲା : ସବ୍ୟସାଚୀ ବିଷୋୟୀ

ଓଡ଼ିଆ ସାହିତ୍ୟର କବିତା ଓ ପ୍ରବନ୍ଧ ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ସବ୍ୟସାଚୀ ବିଷୋୟୀଙ୍କ ସହ ‘ସ୍ୱଳ୍ପ ଆଳାପ’…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମେଥି ପାଣି, ଅନେକ ରୋଗରୁ କରେ ରକ୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେଥି ସାଧାରଣତଃ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ମିଳିଥାଏ। ମେଥି ମଞ୍ଜି ରୋଷେଇ ପାଇଁ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଯେଉଁ ବ୍ୟକ୍ତି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମେଥି ଦାନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷଜ୍ଞ…

ରାଜଧାନୀବାସୀଙ୍କ ପାଇଁ ଆଶ୍ୱସ୍ତି: ଆଜି କମିପାରେ ତାପମାତ୍ରା

ଭୁବନେଶ୍ୱର:ଆଷାଢରେ ନିଆଁ ବର୍ଷା । ମୌସୁମୀ ଆସିବାକୁ ତଥାପି ଡେରି ଅଛି । ପ୍ରାକ ମୌସୁମୀ ବର୍ଷା ବି ନାହିଁ । ଅନ୍ୟପକ୍ଷେ ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି । ରାଜ୍ୟରେ ଆହୁରି ୩ଦିନ ତାତିରୁ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ରାଜଧାନୀବାସୀଙ୍କ…

ରାଜ୍ୟରେ ସଚିବ ଅଛନ୍ତି, ତେଣୁ ବ୍ୟୟବହୁଳ ନିର୍ବାଚନ ନହେବା ଦରକାର: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ନାଁ ନେଇ 5ଟି ସଚିବଙ୍କ କାର୍ଯ୍ୟଧାରାକୁ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଏବେର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିବା ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟି ଯାଇଛି। ତିନି ରାଜନୈତିକ ଦଳର ନେତା ଏହାକୁ ନେଇ ବୟାନବାଜି କରୁଛନ୍ତି। ଏହାରି ଭିତରେ ରାଜ୍ୟର ପୂର୍ବତନ…

ଅଭୁଲା ଗୀତ : ରକତ ଟଳମଳ ଖଇର ପାଞ୍ଚ ପଳ

ସଙ୍ଗୀତ ଓ  ଗାୟନ : ଅକ୍ଷୟ ମହାନ୍ତି ଗୀତ : ବିନୋଦିନୀ ଦେବୀ ଚଳଚ୍ଚିତ୍ର : ମଳାଜହ୍ନ ୧୯୬୫ ରକତ ଟଳମଳ ଖଇର ପାଞ୍ଚପଳ ରକତ ଟଳମଳ ଖଇର ପାଞ୍ଚ ପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ରକତ ଟଳମଳ ଖଇର ପାଞ୍ଚ ପଳ କହ ଲୋ ସାଧବାଣୀ ଏ କେଉଁ ଦେଶ ଫଳ ତୁ ହୋଇଲୁ ରାଜରାଣୀ ମୁଁ ହୋଇଲି…