Latest Odisha News

BREAKING NEWS

ପରଲୋକରେ ଜୁନୁନ ଓ ବୁନିଆଦ ଆକ୍ଟର ମଙ୍ଗଲ ଧୀଲନ

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଟିଭି ଓ ବଲିଉଡ୍ ଦୁନିଆର ଲୋକପ୍ରିୟ ଅଭିନେତା ମଙ୍ଗଲ ଧୀଲନ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି ।  ମଙ୍ଗଲ ଦୀର୍ଘଦିନ ଧରି କ୍ୟାନ୍ସର ଆକ୍ରାନ୍ତ ହୋଇଥିଲେ । ତାଙ୍କୁ  ଲୁଧିଆନା ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ସେଠାର ଆଜି …

ସକାଳୁ ସକାଳୁ ଗୁଳୁଗୁଳି, ତାତିରେ ଛଟପଟ ସାରା ଓଡ଼ିଶା

ଭୁବନେଶ୍ୱର: ସକାଳୁ ସକାଳୁ ଗୁଳୁଗୁଳି ସାଙ୍ଗକୁ ତାତି । ଛଟପଟ ସାରା ଓଡ଼ିଶା । ସକାଳୁ ସକାଳୁ ଆଜି ରାଜଧାନୀ ତାପମାତ୍ରା   ୩୨ ଉପରେ ଥିଲାବେଳେ ଆଦ୍ରତା ୬୬ ପ୍ରତିଶତ ଥିଲା । ସାଢ ୧୧ଟା ବେଳକୁ ୩୮ ଡିଗ୍ରୀ ଟପି ଯାଇଥିଲା । ତେବେ ଏ ଖରାଗରମରୁ ୪ ଦିନ ଯାଏ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ…

ଡିଜିଟାଲ ପେମେଣ୍ଟରେ ଭାରତ ନମ୍ବର ୱାନ୍, ଟପ୍ ୫ ରେ ଏମାନେ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟରେ ବିଶ୍ୱକୁ ପଛରେ ପକାଇ ନମ୍ବ ୱାନ ହେଲା ଭାରତ। ଭାରତରେ ଡିଜିଟାଲ୍ ପେମେଣ୍ଟ ଯେଉଁ ଧାରାରେ ବଢ଼ିଛି ସେଥିରେ ବିଶ୍ୱର ସବୁ ଦେଶ ପଛରେ ପଡ଼ିଯାଇଛନ୍ତି। ସରକାରୀ ସୂଚନା ଅନୁସାରେ, ୨୦୨୨ରେ ବିଶ୍ୱରେ ହୋଇଥିବା ମୋଟ ଡିଜିଟାଲ୍ ପେମେଣ୍ଟର ୪୬ ପ୍ରତିଶତ ରିୟଲ ପେମେଣ୍ଟ…

ଟ୍ରେନ ଦୁର୍ଘଟଣାର ୧୦ ଦିନ; ଚିହ୍ନଟ ହୋଇନି ୮୧ ଶବ, ବାହାନଗାରେ ଆଜି ସାମୁହିକ ମୁଣ୍ଡନ ଓ ଦଶାହ କାର୍ଯ୍ୟକ୍ରମ 

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ଆଜି ୧୦ମ ଦିନ ।  ଅର୍ଥାତ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କର ୧୦ ଦିନ ବିତିଗଲାଣି । ତଥାପି ଅନେକ ଶବ ଚିହ୍ନଟ ହୋଇନି । ଭୁବନେଶ୍ୱର ଏମ୍ସରେ କଣ୍ଟେନରେ ରହିଛି ଶବ । ୮୧ଟି ଶବକୁ ଏ ଯାଏ ଚିହ୍ନଟ କରାଯାଇନି । ଗୋଟିଏ ଗୋଟିଏ ଶବ ଉପରେ ଏକାଧିକ ଦାବିଦାର…

ଅଭୁଲା ଗୀତ : ମନ ମାରି ଦେ’ନା

ସଙ୍ଗୀତ : ଶ୍ରୀକୁମାର ଗୀତ ଗୀତ : ନରସିଂହ ମହାପାତ୍ର ଗାୟନ : ମହମ୍ମଦ ସିକନ୍ଦର ଆଲାମ୍‌, ସିପ୍ରା ବୋଷ ଚଳଚ୍ଚିତ୍ର :  ବନ୍ଧନ, ୧୯୬୯ ମନ ମାରି ଦେ’ନା ନାୟକ: ନା ନା ନା ରେ ମନ ମାରି ଦେ’ନା ନା ନା ନା ରେ ମନ ମାରି ଦେ’ନା ତୁ ମନ ମାରିଲେ ଜଳେ ମୋ ଦୁନିଆ ତୁ ମନ ମାରିଲେ ଜଳେ ମୋ…

ମୋ ଜୀବନରେ ସାହିତ୍ୟ ହିଁ ଚିରସୁନ୍ଦର ସତ୍ୟ : ତେଜସ୍ଵିନୀ ପଣ୍ଡା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ତେଜସ୍ଵିନୀ ପଣ୍ଡାଙ୍କ ସହ ‘ସ୍ୱଳ୍ପ ଆଳାପ’…

ଶ୍ରୀମନ୍ଦିରରେ କୁନି ଦଇତାପତି: ମହାପ୍ରଭୁଙ୍କୁ ଓଷ ଲଗାଇ ଆରମ୍ଭ କଲେ ସେବାୟତ ଜୀବନ

ପୁରୀ: ମହାପ୍ରଭୁଙ୍କ ସେବାରେ କୁନି ଦଇତାପତି । ପିନ୍ଧିଛନ୍ତି ପାଟମକୁଟ । ମଥାରେ ଚନ୍ଦନଚିତା ।  ବାପାଙ୍କ କୋଳରେ ବସି ଆସିଛନ୍ତି କୁନି ହାତରେ ମହାପ୍ରଭୁଙ୍କ ସେବା କରିବେ ।   ଅଣସରଘରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ଓଷ ଲଗାଇ ଦେବେ । ସେଥିପାଇଁ ଶନିବାର ଶ୍ରୀମନ୍ଦିର ଆସିଛନ୍ତି…

ପିଛା ଛାଡୁନି ଦୁର୍ଘଟଣା: ପୁଣି ଏକ କୋଇଲା ବୋଝେଇ ଟ୍ରେନରେ ଲାଗିଗଲା ନିଆଁ

ଆଠଗଡ଼: କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ। ପୁଣି ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି ରାଧାକିଶୋରପୁର ରେଳ ଷ୍ଟେସନ ନିକଟରେ। କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯିବା ପରେ  ୱାଗନ୍‌ରେ ଥିବା କୋଇଲା ଜଳିବାକୁ ଲାଗିଲା । ଫଳରେ ଧୂଆଁମୟ ହୋଇଗଲା ପରିବେଶ । ଘଟଣାସ୍ଥଳରେ ଅଗ୍ନିଶମ…

୪ ମହଲା ବାଲକୋନିରୁ ଖସିପଡିଲା କୁନିଝିଅ; ପଡିଲା ତଳେ ବସିଥିବା ପଡାେଶୀଙ୍କ କୋଳରେ

ମୁମ୍ବାଇ:ଆଶ୍ଚର୍ଯ୍ୟ ଘଟଣା । ଶୁଣିଲେ ବିଶ୍ୱାସ ହେବନି । ବାରମ୍ବାର ଗୋଟିଏ ପ୍ରଶ୍ନ ଆସିବ ମନକୁ ।  ସତରେ କାହାଣୀ, ଫିଲ୍ମରେ ପଢିଥିବା, ଦେଖିଥିବା ଘଟଣା ଏମିତି ବି ସତ ହୁଏ ! ସତରେ କ’ଣ ଏହା ଭଗବାନଙ୍କ ଲୀଳା  ? ୪ ମହଲା କୋଠାରୁ ଖସିପଡିଲା ଶିଶୁଟିଏ । ହୁଏତ ଦେଖୁଥିବା ଲୋକଙ୍କ ଆଖି ବନ୍ଦ…

ମହାନାଟକର ଗୋପନ ଅଧ୍ୟାୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ 'ଅନନ୍ୟ ଶଙ୍ଖକ୍ଷେତ୍ର' ମହାପ୍ରଭୁଙ୍କ ମହାନାଟକର ପରବର୍ତ୍ତୀ ଦୃଶ୍ୟ ଆରମ୍ଭ ହୁଏ ଗୁପ୍ତ ଅଲୌକିକ ଲୀଳା ଅଣସର ନାମରେ । ଅଲୌକିକତାରୁ ଲୌକିକତାର ଶ୍ରେଷ୍ଠ ନିଦର୍ଶନ - ଅଣସର । ସେତେବେଳେ ତ୍ରିଭୂବନ ପାଳନକର୍ତ୍ତା ଜ୍ୱରରେ ପୀଡ଼ିତ ହୁଅନ୍ତି! ଶୁଣାଯାଏ…