Latest Odisha News

BREAKING NEWS

ଅଧା ରହିଗଲା ଜଗା ଦର୍ଶନ

ଭୁବନେଶ୍ୱର: ଅଧା ରହିଗଲା ଜଗା ଦର୍ଶନ । ଟ୍ରେନ ଦୁର୍ଘଟଣା ଯୋଗୁ ତାଙ୍କ ପରିବାର ସଦସ୍ୟ ଏବେ ହସପିଟାଲରେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ନୀଳାମ୍ବର ପାତ୍ର ତାଙ୍କ ପରିବାର ସଦସ୍ୟକୁ ନେଇ କେତେ ଖୁସିରେ ପୁରୀ ବାହାରିଥିଲେ । ସମସ୍ତେ ବାଲେଶ୍ୱରରୁ କରମଣ୍ଡଳ ଏସ୍କପ୍ରେସରେ ଚଢିଥିଲେ ।…

ଟ୍ରେନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇବା ନେଇ ସୂଚନା ଦେଲା ରେଳବାଇ

ଭୁବନେଶ୍ୱର: ବଢିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା  । ଦିନ ୨ଟା ସୁଦ୍ଧା ଆସିଥିବା ତଥ୍ୟ ଦେଇଛି ରେଳ ବିଭାଗ । ଏହି ସମୟ ସୁଦ୍ଧା ମୃତ୍ୟୁ ସଂଖ୍ୟା ଏବେ   ୨୮୮କୁ ବୃଦ୍ଧି ପାଇଛି ।   ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ ମଧ୍ୟ ୫୬ ଜଣଙ୍କ ଅବସ୍ଥା…

ଜାମିନ ମିଳିବା ସତ୍ୱେ ପତ୍ନୀଙ୍କୁ ଭେଟି ପାରିଲେନି ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିବା ସତ୍ୱେ ସେ ତାଙ୍କ ପତ୍ନୀଙ୍କୁ ଭେଟି ପାରି ନାହାନ୍ତି । ଶନିବାର ସକାଳେ ପତ୍ନୀ ସୀମାଙ୍କୁ ଭେଟବା ପାଇଁ ସିସୋଡିଆ ଘରେ ପଂହଚିଥିଲେ । ମାତ୍ର ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ…

ବାହାନଗାର ଭୟଙ୍କର ଟ୍ରେନ ଟ୍ରାଜେଡିରେ ସାରା ବିଶ୍ୱ ସ୍ତବ୍ଧ; ସବୁଠି ଶୋକର ଛାୟା

ଭୁବନେଶ୍ୱର: ଶୁକ୍ରବାର ସେଇ କାଳ ରାତିରେ ଘଟିଗଲା ଭୟଙ୍କର ଦୁର୍ଘଟଣା । ଗୋଟିଏ ନୁହେଁ ତିନୋଟି ଟ୍ରେନ ଏକ ସଙ୍ଗରେ ଦୁର୍ଘଟଣାଗ୍ରସ୍ତ ହେଲେ । ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଦୁର୍ଘଟଣାର ସେ ଭୟଙ୍କର ଦୃଶ୍ୟ । ଏ ଦୃ୍ଶ୍ୟ ଖାଲି ସ୍ଥାନୀୟ ବାସିନ୍ଦା ନୁହେଁ, ସାରା ବିଶ୍ୱବାସୀଙ୍କ ହୃଦୟକୁ…

ଦୁର୍ଘଟଣାସ୍ଥଳରୁ ମେଡିକାଲ୍ ଯାଇ ଆହତଙ୍କୁ ଭେଟିଲେ ପିଏମ୍ ମୋଦି, କହିଲେ ‘ଛାଡ଼ ପାଇବେନି ଦୋଷୀ’

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର ଓ ମରାମତି କାର୍ଯ୍ୟର ସମୀକ୍ଷା ପରେ ପିଏମ୍ ମୋଦି ବାଲେଶ୍ୱର ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ମେଡିକାଲରେ ଆହତଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଡାକ୍ତର, ରୋଗୀଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ସଠିକ ତଥ୍ୟ ପ୍ରଦାନକୁ ନେଇ ଦୁର୍ଘଟଣାସ୍ଥଳରେ ମୁହାଁମୁହିଁ ହେଲେ ଅଶ୍ୱିନୀ-ମମତା

ବାଲେଶ୍ୱର: ବାଲେଶ୍ୱର ବାହାନଗା ରେଳଷ୍ଟେଶନରେ ଭୟଙ୍କର ସ୍ଥିତି । ଶହଶହ ଶବ ରାସ୍ତା ଉପରେ । ଭୟଙ୍କର..ଦୃଦୟବିଦାରକ ଦୃଶ୍ୟ । ତଥାପି ଏ ଭୟଙ୍କର ଦୃଶ୍ୟ ଭିତରେ  ମୃତାହତଙ୍କ ଉଦ୍ଧାର କାମ ଚଲାଇଛ୍ତି ରେସକ୍ୟୁ ଟିମ । ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ବରିଷ୍ଠ ନେତା, ମନ୍ତ୍ରୀ । ଏହି ଅବସରରେ…

ଟର୍ଚ୍ଚ ଲାଇଟ୍‌ରେ ୩୦୦ ଲୋକଙ୍କୁ ଉଦ୍ଧାର କରିଛି: ଏମିତି କିଛି ବଖାଣିଲେ ସ୍ଥାନୀୟ ଯୁବକ

ଭୁବନେଶ୍ୱର: ସନ୍ଧ୍ୟା ହୋଇ ଆସୁଥିଲା । ମୁଁ ଦୁର୍ଘଟଣାସ୍ଥଳରୁ କିଛି ଦୂରରେ ଥିବା ଏକ ଦୋକାନରେ ଛିଡ଼ା ହୋଇଥିଲି । ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଲା । କ’ଣ କିଛି ଭାବିବା ଆଗରୁ ମୁଁ ଓ ସ୍ଥାନୀୟ କିଛି ଲୋକେ ଅନ୍ଧାରରେ ଦୌଡ଼ିବାକୁ ଆରମ୍ଭ କଲୁ । ସେଠାରେ ପହଞ୍ôଚ ଯେଉଁ ଦୃଶ୍ୟ ଦେଖିଲି…

ବାଲେଶ୍ୱର ସହ ୩ ଜିଲ୍ଲାରେ ଆଗାମୀ ୩ ଘଣ୍ଟାରେ ଘଡ଼ଘଡ଼ି ବର୍ଷା

ଭୁବନେଶ୍ୱର: ବାହାନଗାରେ ଶୁକ୍ରବାର ରାତିରେ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ପାଣିପାଗ ବିଭାଗର ଆଲର୍ଟ ଅନୁସାରେ, ଆଗାମୀ ୩ ଘଣ୍ଟାରେ ବାଲେଶ୍ୱର ସହ ୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ…

ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ: ସିଗନାଲ ମାନିଲାନି କରମଣ୍ଡଳ, ଅପ୍ ଲାଇନରେ ପଶି ମାଲବାହୀକୁ ପିଟିଲା

ଭୁବନେଶ୍ୱର:ଏତେବଡ ଦୁର୍ଘଟଣା କିପରି ଘଟିଲା । ଏକ ସମୟରେ ତିନି ଟ୍ରେନ ପରସ୍ପର ସହ ଧକ୍କା କେମିତି ହେଲା  ଯେଉଁଥିପାଇଁ ଚାଲିଗଲା ୨୬୧ ଜଣଙ୍କ ଜୀବନ  । ଇତି ମଧ୍ୟରେ ଉଦ୍ଧାର କାମ ଶେଷ ହୋଇଛି । ୯୦୦ରୁ ଅଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ, ୨ ଜଣ କେନ୍ଦ୍ରମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ଓ…

ଦୁର୍ଘଟଣା ପରେ ଭଦ୍ରକରୁ ୨୫୦ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଗଲା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଭଦ୍ରକ ଷ୍ଟେସନରୁ ୨୫୦ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଯାଇଛି ସ୍ୱତନ୍ତ୍ର ଟ୍ରେନ୍ । ଶୁକ୍ରବାର ବାଲେଶ୍ୱର ବାହାନଗାରେ ଏକକାଳୀନ ୩ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଫସି ରହିଥିବା ଯାତ୍ରୀଙ୍କୁ ନେଇ…