Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀକୁ କ୍ଷମା ମିଳିଛି, ତେଣୁ ୟାସିନ ମଲ୍ଲିକ ମାମଲାକୁ ପୁନଃ ବିଚାର କରାଯାଉ: ମେହେବୁବା…

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ସଜା କାଟୁଥିବା ୟାସିନ ମଲ୍ଲିକଙ୍କ ଉପରେ ଦୟା ଦେଖାଇଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତୁ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍‌ତୀ। ୟାସିନ ବିରୋଧରେ ଲାଗିଥିବା ମାମଲାରେ ଦଣ୍ଡ କୋହଳ କରାଯାଉ ଓ ମାମଲାର ପୁନର୍ବିଚାର କରାଯାଉ ବୋଲି ସେ ଦାବି…

ଶିଶୁ ଗପ : ସମୟର ମୂଲ୍ୟ

କୁଞ୍ଜ ବିହାରୀ ସାହୁ ଏବେ ଯେମିତି ଖରାର ତାତି ବଢ଼ୁଛି, ଦଣ୍ଡେ ଠିଆହେଲେ ଦେହରୁ ଗମଗମ ଝାଳ ବାହାରିପଡ଼ୁଛି । ଧଇଁସଇଁ ଲାଗୁଛି । ପିଲାଏ ଦେଶର ଭବିଷ୍ୟତ । ହେଲେ ଖରା ତାତିରେ ସିଝି ସିଝି କେମିତି ବା ପିଲାଏ ସ୍କୁଲକୁ ଯିବେ ! ସେଥିପାଇଁ ସରକାର ଛୁଟି ଘୋଷଣାକଲେ । ସ୍କୁଲ ବନ୍ଦ । ପାଠପଢା…

ନୂଆ ସଂସଦ ଭବନ ଲୋକାର୍ପିତ; ଐତିହାସିକ ‘ସେଙ୍ଗୋଲ୍’ ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଝଲୁସୁଛି ନୂଆ ସଂସଦ ଭବନ । ଆଜି ବହୁ ପ୍ରତୀକ୍ଷିତ ନୂଆ ପାର୍ଲାମେଣ୍ଟ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୋମପୂଜା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ଐତିହାସିକ ‘ସେଙ୍ଗୋଲ୍‌’ ସ୍ଥାପନ କରିଛନ୍ତି। ଆଜି ସକାଳେ ବିଧିବିଧାନ…

ଭାରତକୁ ବିଦ୍ୟୁତ୍ ବିକ୍ରି କରିବା ଆରମ୍ଭ କଲା ନେପାଳ

କାଠମାଣ୍ଡୁ: ଗତାକାଲି ଠାରୁ(ମେ ୨୭) ଭାରତକୁ ବିଦ୍ୟୁତ ବିକ୍ରି କରିବା ଆମ୍ଭ କଲା ନେପାଳ। ଶନିବାର ଠାରୁ ୬୦୦ ମେଗାୱାଟ୍ ଆୱର ଇଲେକ୍ଟ୍ରିସିଟି ବିକ୍ରି କରିବା ଆରମ୍ଭ କରିଛି ପଡ଼ୋଶୀ ଦେଶ। ମୌସୁମୀ ଆସିବା ପୂର୍ବରୁ ନେପାଳରେ ଅଧିକ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଗଲାଣି। ‘ରନ୍‌ ଅପ୍‌ ଦ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୮)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଆରେ ବୀରା”, ଡାକଟେ ଶୁଣି ବୀରା ବୁଲିପଡ଼ି ଚାହିଁଲାବେଳକୁ ପ୍ୟାଚା୍ ପକେଟ୍ ଭିତରେ ହାତ ପୁରାଇ ଉଦାସ ମୁହଁରେ ରୋହାନ୍‌ ଠିଆ ହୋଇଛି । ‘ଓଃ! ବୀରା କାନ୍ଦିକାନ୍ଦି ବେହାଲ ହୋଇଯାଇଛି କି ନା, ଦେଖିବାକୁ…

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ନୂଆ ସଂସଦ ଭବନ ପାଇଁ ଭଏସ ଓଭର ଦେଲେ ଶାହରୁଖ ଓ ଅକ୍ଷୟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଉଦ୍‌ଘଟାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ସମସ୍ତ ଧର୍ମର ପ୍ରାର୍ଥନା ସହ ନୂଆ ସଂସଦ ଭବନକୁ ସର୍ବଧର୍ମ ସମନ୍ୱୱ କରାଯାଉଛି। ସମସ୍ତେ ଉପସ୍ଥିତ ରହିଛନ୍ତି। ତେବେ ଉଦ୍‌ଘାଟନ ପୂର୍ବରୁ ନୂଆ ସଂସଦ ଭବନ ବିଷୟରେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳିଛି। ନୂଆ ସଂସଦ ଭବନ…

ନ୍ୟାୟ ଅପେକ୍ଷାରେ ଜାତିଗତ ଲଢ଼େଇ

ରବି ନାରାୟଣ ପଣ୍ଡା ମଣିପୁର ହିଂସା ଦେଶର ଜାତିଗତ ଓ ସାମାଜିକ ସମସ୍ୟାକୁ ଉଜାଗର କରିଛି । ମୁଖ୍ୟତଃ କୁକୀ ସମ୍ପ୍ରଦାୟ ଓ ମତେଇ ସମ୍ପ୍ରଦାୟ ଲୋକଙ୍କ ଭିତରେ ସଂଘର୍ଷ ବହୁ ବର୍ଷ ପୂର୍ବରୁ ଲଗାଯାଇଥିବା ଏକ ବିଷବୃକ୍ଷର ଫଳ । ଭାରତ ସରକାର ନା ଗିଳି ପାରୁଛନ୍ତି ନା କାଢି ପାରୁଛନ୍ତି । ମଣିପୁର…

ଭାଷା ଭାଗବତ : ଭାଷାର ମାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜକୁ କରିଲେ ବିଶ୍ବାସ ନିଶ୍ଚୟ ହୁଅଇ ବିକାଶ ସରଳ କଲେ ଲେଖ ଭାଷା ବଢ଼ିବ ଲୋକଂକ ଭରସା ସରଳ କଲେ ଲେଖା ଲିପି ଭାଷା ପାରିବ ଶୀଘ୍ର ବ୍ୟାପି ଜଟିଳତାରୁ ଜାତ ବାଧା ପୂରାଏ ସବୁ ଅସୁବିଧା ଭାଷା ନ କଲେ ବ୍ୟବହାର ବଢ଼େନି…

କବିତା : ପାପ ଭସ୍ମ

ଗଦାଧର ସାହୁ ତୋ ଦୀପ ଅଗ୍ନିକୁ ମୋ ପାପ ନିଅଣ୍ଟ ପୋଡି ପାଉଁଶ ହେବାକୁ, ତଥାପି ସରୁନି କେମିତି ତେଜିଛୁ ଦୀପ ଅଗ୍ନି ସଳିତାକୁ । ଜନମ ବେଳରେ କେତେ ପାପ ଥିଲା କାହାକୁ କହିଛ କୁହ, ମରଣ ବେଳକୁ କେତେ ରହିଗଲା ପାପି ଚାଲିଗଲା କୁହ । କର୍ମ କରୁ କରୁ ଯେତେ ପାପ କଲି ପୋଡେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଭିତରେ ଏମିତି କିଛି ସେବକ ଅଛନ୍ତି। ଯେଉଁମାନଙ୍କ ସେବା ଏକ ନିର୍ଦ୍ଧିଷ୍ଟ ପରିସର ପାଇଁ କରାଯାଇଛି। କାରଣ ଏହି ଭଳି ସେବା ବା ସେବକଙ୍କ ବିଷୟରେ ଆମେ…