ମୁମ୍ବାଇରେ ପ୍ରଦୂଷଣ ହ୍ରାସ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ, ଦୀପାବଳୀରେ ବାଣ ଫୁଟାଇବା ନେଇ ସମୟ ଧାର୍ଯ୍ୟ
ମୁମ୍ବାଇ: ଶୀତ ପୂର୍ବରୁ ବୟୂ ପ୍ରଦୂଷଣ ଦିଲ୍ଲୀ ଏନସିଆର ରୁ ମୁମ୍ବାଇ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଜୀବନକୁ କଷ୍ଟସାଧ୍ୟ କରିଦେଇଛି । ଏହି ଅଞ୍ଚଳର ବାୟୁରେ ବିଷାକ୍ତ ଦ୍ରବ୍ୟ ଯୋଗୁଁ ଲୋକମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ଏଭଳି ପରିସ୍ଥିତିରେ ବମ୍ବେ ହାଇକୋର୍ଟ ଏହି ଘଟଣା ଉପରେ…