Latest Odisha News

BREAKING NEWS

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା; ପ୍ରଥମ ଦିନରେ ଖାଦ୍ୟ ଯୋଗାଣ-ସମବାୟ ଓ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର:ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ସରକାର ସେତିକି ତତ୍ପର ହୋଇ ଉଠୁଛି । ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ପରେ ଏବେ ମୁଖ୍ୟମନ୍ତ୍ରୀ ବାହାରିଛନ୍ତି ବିଭାଗୀୟ ସମୀକ୍ଷା ପାଇଁ । ଆଜିଠୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବିଭାଗୀୟ ସମୀକ୍ଷା ମେ’ ୨୨ରୁ ଆରମ୍ଭ…

ଯମୁନୋତ୍ରୀ ଯାତ୍ରା ବେଳେ ପୁଣି ୨ ଶ୍ରଦ୍ଧାଳୁଙ୍କ ହୃଦଘାତରେ ମୃତ୍ୟୁ; ମୃତ୍ୟୁ ସଂଖ୍ୟା ୧୮ ଛୁଇଁଲା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଯମୁନୋତ୍ରୀ ଯାତ୍ରା ସମୟରେ ପୁଣି ଦୁଇ ଜଣ ଶ୍ରଦ୍ଧାଳୁଙ୍କ ହୃଦଘାତରେ ମୃତ୍ୟୁ। ଉତ୍ତରାଖଣ୍ଡ ପୁଲିସ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଏହି ସୂଚନା ଦେଇଛି। ଗତ ମାସ ଠାରୁ ୪ ଧାମ ଯାତ୍ରା ଆମ୍ଭ ହୋଇଥିବା ବେଳେ ଏହାକୁ ମିଶାଇ ମୋଟ ୧୮ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇ…

ପଦ ଓ ଗୋପନୀୟତାର ଶପଥ ନେଲେ ତିନି ନୂଆ ମନ୍ତ୍ରୀ

ଭୁବନେଶ୍ୱର: ସରିଲା କଳ୍ପନା ଜଳ୍ପନା । ସାମ୍ନାକୁ ଆସିଲା ଲନୂଆ ମନ୍ତ୍ରୀଙ୍କ ନାଁ । ଆଜି ଭବ୍ୟ ସମାରୋହ ମଧ୍ୟରେ ଶପଥ ନେଇଛନ୍ତି ତିନି ନୂଆ ମନ୍ତ୍ରୀ । ତିନି ନୂଆ ମନ୍ତ୍ରୀଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । ତେବେ କାହାକୁ କେଉଁ ବିଭାଗ ମିଳିବ ତାହା ଜଣା ପଡିନାହିଁ । ରାଜ୍ୟପାଳ ପ୍ରଫେସର…

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି କଟିବା ଘଟଣା: ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ବିଜେପି

ବାରିପଦା: ଆଜି ସକାଳୁ ସକାଳୁ ଶୂନ ଶାନ ବାରିପଦା। ଦୋକାନ ବଜାର ବନ୍ଦ। ୧୨ ଘଣ୍ଟା ପାଇଁ ବନ୍ଦ ରହିଛି ମୟୂରଭଞ୍ଜ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍‌ ପାଇଁ ବିଜୁଳି କଟିବା ଘଟଣାର ପ୍ରତିବାଦରେ ଆଜି…

ଗାଇସିଲେଟ୍ ଥାନା ଅଧିକାରୀ ବୀରବରଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ଭିଜିଲାନ୍ସ ଜାଲରେ ଫସିଲେ ଥାନା ବାବୁ। ଘର ଓ ଅଫିସ୍‌ରେ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତ ଭିଜିଲାନ୍ସ ସ୍କାନରରେ ଆସିଛନ୍ତି। ସୋମବାର ସକାଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୨)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ୟା’ପରେ ବୀରା ଦୋକାନ ସାରା ବୁଲୁଥାଏ, ଆଉ ତା’ପଛେ ପଛେ ଅନ୍ୟମାନେ । ପ୍ରାୟ ଦେଢ଼ଘଚାା ପରେ ଗୁଡ଼ାଏ ଜିନିଷ କିଣି ସେମାନେ ସେଠାରୁ ବାହାରିଲେ । ବାହାରକୁ ଆସି ବୀରା ତା' ଯୋତା ଲେସ୍ ବାନ୍ଧିବାକୁ ନଇଁ ପଡ଼ିଲା…

ଗଳ୍ପ : ବାପା

ସ୍ମୃତି ପଟ୍ଟନାୟକ ସୂର୍ଯ୍ୟଙ୍କ ଚାରିପଟରେ ପୃଥିବୀ ଦିନ ରାତି ଘୁରିଲା ପରି, ବାପାମାନେ ବି ଘୁରି ବୁଲନ୍ତି ଦିନ ଓ ରାତି ନିଜ ସନ୍ତାନର ଚାରିପାଖରେ ଭଲମନ୍ଦରେ ସାମିଲ୍ ହେବା ପାଇଁସ୍ମୃତି ପଟ୍ଟନାୟକ । ମୁଁ ଛୋଟ ଥିଲା ବେଳେ ବାପା ଜଗନ୍ନାଥ ପୁର ଗାଁରେ ଚକବନ୍ଦୀ ଅଫିସର୍ ଥିଲେ,…

ଭାଷା ଭାଗବତ : ଉଭୟ ପ୍ରକାର ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଙଞଣନମ ପାଂଚ ବର୍ଣ ହୁଏ ନାସିକ୍ୟ ଉଚ୍ଚାରଣ ° ହେଲେ ତହିଁର ସୂଚକ ସହଜ ହେବ ଲେଖାତକ ଙ୍‌କ ହୁଏ ଯେବେ °କ ଅନାବଶ୍ୟକ ହୁଏ ଙ୍କ କରିଲେ °କ ଓ ଙ୍କ ତୁଳନା ସ୍ପଷ୍ଟତା ପଡ଼ିଯାଏ ଜଣା ସଂକ୍ରାମକ କି ସଙ୍କ୍ରାମକ ଉଭୟ ଥରଟେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା କରିବାର ସୌଭାଗ୍ୟ ଯିଏ ଥରେ ଲାଭ କରିଥାଏ, ସେ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ମନେକରେ। ଆଜି ସେହିପରି କିଛି ଭାଗ୍ୟବାନ ସେବକଙ୍କ ବିଷୟରେ ଜାଣିବା। ପ୍ରଥମେ ଜାଣିବା…

ଲେଡ଼ି ଇଲେକ୍ଟ୍ରିସିଆନଙ୍କୁ ମିଳୁନି ବୟଫ୍ରେଣ୍ଡ

ଚୀନ୍‌: ଆଜିକାଲି ପ୍ରତ୍ୟେକ ମହିଳା ଚାକିରି ହେଉ ବା ବ୍ୟବସାୟ କରିବାକୁ ପସନ୍ଦ କରୁଛନ୍ତି । ଏମିତି କିଛି କାମ ଅଛି କେବଳ ପୁରୁଷମାନେ କରିଥାନ୍ତି । ଯଦି କୌଣସି ମହିଳା ସେହି କାମ କରେ ସମାଜ ତାକୁ ହୀନ ନଜରରେ ଦେଖିଥାଏ । କିନ୍ତୁ ଏବେ ଜଣେ ଯୁବତୀ ଇଲେକ୍ଟ୍ରିସିଆନ ଭାବେ କାମ କରି ଚର୍ଚ୍ଚାକୁ…