Latest Odisha News

BREAKING NEWS

ଇନ୍ଦ୍ରଧନୁ ସାପ : ଦେଖିବାକୁ ସୁନ୍ଦର, ଜାଣନ୍ତୁ ଏହା କେତେ ବିପଜ୍ଜନକ

ନ୍ୟୁୟର୍କ: ଦୁନିଆରେ ଅନେକ ସାପ ଅଛନ୍ତି । ଆଉ ସେ ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । କିଙ୍ଗ କୋବ୍ରା ପରି ଅନେକ ସାପ ଏତେ ବିପଜ୍ଜନକ ଯେ, ଯଦି ସେମାନେ ମଣିଷକୁ କାମୁଡ଼ନ୍ତି, ତେବେ କିଛି ମିନିଟ୍‌ରେ ମଣିଷର ମୃତ୍ୟୁ ହେବା ନିଶ୍ଚିତ । କିନ୍ତୁ…

୭୭ ବର୍ଷ ବୟସରେ ଜେଜେମା’ଙ୍କ ଅନନ୍ୟ ବିବାହ

ନ୍ୟୁୟର୍କ: ଆଜିକାଲି ଲୋକମାନେ ବିଭିନ୍ନ ଉପାୟରେ ବିବାହ କରିବା ଆରମ୍ଭ କରିଛନ୍ତି । ଅଧିକାଂଶ ନିଜ ପସନ୍ଦରେ ବିବାହ କରିବାକୁ ପସନ୍ଦ କରୁଛନ୍ତି । ସେହିପରି ଏବେ ଲୋକମାନେ ଏକାକୀ ବିବାହ କରୁଥିବା ଏକପ୍ରକାର ଟ୍ରେଣ୍ଡ୍ ପାଲଟିଛି । ଜଣେ ଆମେରିକୀୟ ଜେଜେମା ମଧ୍ୟ ସମାନ କାର୍ଯ୍ୟ କରି ଏବେ ଖୁବ୍…

ଟାଇଗର-୩’ର ସୁଟିଂ ସେଟ୍‌ରେ ଆହତ ହେଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ୍ ତଥା ସୁପରଷ୍ଟାର ସଲମାନ ଖାନ ଏବେ ତାଙ୍କ ନୂଆ ଚଳଚ୍ଚିତ୍ର ‘ଟାଇଗର-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ସୁଟିଂ ଚାଲିଥିବା ବେଳେ ସଲମାନ ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପାଞ୍ଚ କିଲୋ ଓଜନର ଡମ୍ବଲ ଉଠାଇ…

୨ ହଜାର ମୂଲ୍ୟର ନୋଟ୍ ଫେରାଇ ନେବ ଆରବିଆଇ, ୩୦ ସେପ୍ଟେମ୍ବର ପୂର୍ବରୁ କରାଇ ନିଅନ୍ତୁ ଜମା

ମୁମ୍ବାଇ: ବଜାରରୁ ହଟିବ ୨ ହଜାର ମୂଲ୍ୟର ନୋଟ୍ । ୨୦୧୮-୧୯ରୁ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରି ଦେଇଥିବା ବେଳେ ଏବେ ବଜାରରୁ ଫେରାଇ ନେବାକୁ ଘୋଷଣା କରିଛି । ଆରବିଆଇର ଘୋଷଣା ଅନୁସାରେ, ୨ ହଜାର ମୂଲ୍ୟର ବୈଧ ରହିବ କିନ୍ତୁ ତାକୁ ସର୍କୁଲେସନରୁ ବାହାର କରି ଦିଆଯିବ ।…

ଗୋଲାପି ହ୍ରଦରେ ଚାଲୁଛି ଟ୍ରେନ୍‌: ଏହା ଅସଲି ନା ନକଲି ଲୋକେ ଦ୍ୱନ୍ଦ୍ୱରେ

ସାଇବେରିଆ: ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ପ୍ରଥମ ଦେଖାରେ ନକଲି ମନେ ହୋଇଥାଏ । କିନ୍ତୁ ତାହା ପ୍ରକୃତରେ ବାସ୍ତବ ହୋଇଥାଏ । ଏବେ ସୋସିଆଲ ମିଡ଼ିଆରେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାଇବେରିଆର ଏକ ହ୍ରଦ ମଝିରେ ଟ୍ରେନ୍…

ବିଜେପିର ୨୦୨୪ କସରତ, କାଲି ବସିବ ରାଜ୍ୟ କାର୍ଯକାରିଣୀ ବୈଠକ

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିବାକୁ ଯାଉଛି । ଯାହାକୁ ନେଇ ଘରେ ଘରେ ପହଞ୍ଚିବାକୁ ଯୋଜନା କରିଛି ବିଜେପି । ଏହି ସମୟରେ ରାଜ୍ୟ ବିଜେପି ଶନିବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକିଛି । ଯେଉଁଥିରେ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହେବ । ବିଜେପିର ଯୋଜନା ଅନୁସାରେ,…

ଆରପାରିରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା ତଥା ଜ୍ୟୋତିଷାଚାର୍ଯ୍ୟ ପି ଖୁରାନାଙ୍କର ଶୁକ୍ରବାର ସକାଳେ ପଞ୍ଜାବର ମୋହାଲିରେ ପରଲୋକ ହୋଇଯାଇଛି । ଏହି ଖବରପାଇ ଅନେକ ଅଭିନେତା,ଅଭିନେତ୍ରୀ,ପ୍ରଯୋଜକ ଓ ସମ୍ପର୍କୀୟ ପହଞ୍ôଚ ପି. ଖୁରାନାଙ୍କ ଶେଷ ଦର୍ଶନ କରିଥିଲେ । ସନ୍ଧ୍ୟାରେ ଚଣ୍ଡିଗଡ଼ର…

ସାଙ୍ଗଙ୍କୁ ଡ଼ାକି ଭୋଜି ଦେଲେ: ଖାଇବା ପରେ ୨ ହଜାର ଟଙ୍କା ଲେଖାଏଁ ମାଗିଲେ

ବ୍ରିଟେନ: ବିବାହ ହେଉ ବା ଜନ୍ମ ଦିନ କି ବ୍ରତୋପନୟନ କିମ୍ବା କୌଣସି ଖୁସିରେ କେହି ଭୋଜି ଦେବାର ନାଁ ଶୁଣିଲେ ସମସ୍ତେ ଉତ୍ସାହିତ ହୁଅନ୍ତି । ଯେତେବେଳେ ଲୋକଙ୍କ ସହ ମିଶି ସୁସ୍ୱାଦୁ ଖାଦ୍ୟ ଖାଇବାର ସୁଯୋଗ ଆସେ, ସେତେବେଳେ ସମସ୍ତେ ଖୁସି ହୋଇଥାନ୍ତି । ଏପରି ଭୋଜିରେ ଖାଇବା ପରେ ଯଦି କେହି…

ଏମ୍ସ ଭୁବନେଶ୍ୱରର ନୂଆ ଅଧ୍ୟକ୍ଷ ଡକ୍ଟର ଏ. କେ ବିଷୋୟୀ

ଭୁବନେଶ୍ୱର: ଜଣାଶୁଣା କାର୍ଡିଆକ୍ ସର୍ଜନ ଡକ୍ଟର ଅକ୍ଷର କୁମାର ବିଷୋୟୀଙ୍କୁ ଭୁବନେଶ୍ୱର ଏମ୍ସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡକ୍ଟର ସୁବ୍ରତ ଆଚାର୍ଯ୍ୟଙ୍କ ସ୍ଥାନରେ ଡକ୍ଟର…

କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଭାସୁଛି ପୋକ, କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି

ଯାଜପୁର : କୋଲଡ଼ ଡ୍ରିଂକ୍ସ ପିଉଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ ! କୋଲଡ଼ ଡ୍ରିଂକ୍ସ ବୋତଲରୁ ବାହାରୁଛି ପୋକ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଗ୍ରାହକ । ଖରାଦିନେ କୋଲ୍ଡ ଡ୍ରିଙ୍କସ ପିଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ବିଶେଷ କରି ନାମୀ ଦାମୀ କମ୍ପାନୀର କୋଲ୍ଡ ଡ୍ରିଙ୍କସ୍‌…