ଏଏସ୍ଓ ନିଯୁକ୍ତିରେ ଅନିୟମିତତା: ଓପିଏସ୍ସିର ମେରିଟ୍ ଲିଷ୍ଟ୍ ଖାରଜ କଲେ ହାଇକୋର୍ଟ
କଟକ: ଏଏସ୍ଓ ପରୀକ୍ଷାରେ ଅନିୟମିତତା ନେଇ ଆଜି ଓଡ଼ିଶା ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି। ଏଥିରେ ଓପିଏସ୍ସିର ମେରିଟ୍ ଲିଷ୍ଟ୍ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ୨ ମାସ ମଧ୍ୟରେ ପୁଣିଥରେ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାରେ…