Latest Odisha News

BREAKING NEWS

‘2024 ନିର୍ବାଚନ’, ବିଜେପିଠୁ ଲୋକସଭା ସିଟ ଛଡାଇନେବେ ବିରୋଧୀ !

ଭୁବନେଶ୍ୱର: ବିଜେପି ଓ ବିରୋଧୀଙ୍କ ନଜର ୨୦୨୪ ସାଧାରଣ ନିର୍ବାଚନ ଉପରେ। ଦେଶରେ କ୍ଷମତାକୁ ନେଇ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ବିଜେପିକୁ ହରାଇବାକୁ ହେଲେ ଆଞ୍ଚଳିକ ସ୍ତରରେ ନିଜ ଭିତରେ ଲଢେଇ ନ କରି ବିରୋଧୀ ଦଳଗୁଡିକ ମଧ୍ୟରେ ଯିଏ ଯେଉଁଠି ଦୃଢ଼ ଅଛି ସେ ସେଠି…

ୟୁପିଏସ୍‌ସି ସଦସ୍ୟ ନିଯୁକ୍ତ ହେଲେ ଓଡ଼ିଆ ଆଇଏଏସ୍‌ ଅଫିସର ବିଦ୍ୟୁତ ବିହାରୀ ସ୍ୱାଇଁ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି)ର ନୂଆ ସଦସ୍ୟ ନିଯୁକ୍ତ ହେଲେ ଗୁଜରାଟ କ୍ୟାଡର ଓଡ଼ିଆ ଆଇଏଏସ୍ ଅଫିସର ବିଦ୍ୟୁତ୍ ବିହାରୀ ସ୍ୱାଇଁ। ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ ପଦବିରେ ନିଯୁକ୍ତି ଦେଇଛନ୍ତି। ସୂଚନା ଥାଉକି ବିଦ୍ୟୁତ…

ଅର୍ଜୁନ ତେନ୍ଦୁଲକରଙ୍କୁ କାମୁଡିଲା କୁକୁର

ମୁମ୍ବାଇ: ଆଇପିଏଲ ୨୦୨୩ ଅବସରରେ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ କୁକୁର କାମୁଡି ଦେଇଛି । ଅର୍ଜୁନ ଏ ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି । ବୋଲିଂ ଆର୍ମରେ କୁକୁର କାମୁଡିଥିବାରୁ ତାଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେଥିପାଇଁ ମଙ୍ଗଳବାର ଲକ୍ଷ୍ନୌ…

‘ରାଜସ୍ଥାନ ରାଜନୀତି’, ପାଇଲଟଙ୍କୁ ପିସିସି ସଭାପତି ଅଫର !

ଭୁବନେଶ୍ୱର: ରାଜସ୍ଥାନରେ କଂଗ୍ରେସକୁ ପାଇଲଟ ଅଡୁଆ। ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବରୁ ଲଢେଇ କରି ବିଫଳ ହୋଇଥିବା ପାଇଲଟ ଏବେ ନିର୍ବାଚନ ପୂର୍ବରୁ ଗେହଲଟ ସରକାର ବିରୋଧରେ ଖୋଲାଖୋଲି ବିଦ୍ରୋହ କରୁଛନ୍ତି। ଦୁର୍ନୀତି ପ୍ରସଙ୍ଗକୁ ନେଇ ପ୍ରଥମେ ଦିନିକିଆ ଅନଶନ ଓ ଏବେ ପାଞ୍ଚଦିନିଆ…

ଏମିତି ଏକ ସହର: ଯେଉଁଠି ରୁହନ୍ତି ମାତ୍ର ୪ ଜଣ

ବ୍ରିଟେନ୍‌: ଆଜିକାଲି ଅଧିକାଂଶ ଲୋକ ରୋଜଗାର ସନ୍ଧାନରେ ସହରମୁହାଁ ହେଉଛନ୍ତି । ଏମିତି କି ଗାଁ ଛାଡ଼ି ସହରରେ ରହିବାକୁ ଇଛା କରୁଛନ୍ତି । କାରଣ ଗାଁ ଅପେକ୍ଷା ସହରରେ ଅନେକ ସୁବିଧାସୁଯୋଗ ମିଳିଥାଏ । ଆପଣ ଯାହା ଚାହିଁବେ ହାତପାହାନ୍ତାରେ ମିଳିଯାଏ । ସେଥିଲାଗି ବିଭିନ୍ନ ସହରଗୁଡ଼ିକରେ ଲୋକଙ୍କ…

କଂଗ୍ରେସର ଦୁଇ ତିନି ଫର୍ମୁଲା, ସିଦ୍ଦରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଙ୍କ ଛିଡୁନି। ଯାହାକୁ ନେଇ କର୍ଣ୍ଣାଟକ ସମେତ ଦେଶବ୍ୟାପୀ ଚର୍ଚ୍ଚା। ବିଭିନ୍ନ ରାଜ୍ୟରେ କଂଗ୍ରେସର ଏଭଳି ସ୍ଥିତି ପାଇଁ ଦଳ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ଯେଉଁ କାରଣ ପାଇଁ ମଧ୍ୟପ୍ରଦେଶରେ ଜିତି ସରକାର ଗଢ଼ିଥିଲେ ମଧ୍ୟ…

୧୭ ବର୍ଷ ହେଲାଣି କୋଲ୍‌ଡ ଡ଼୍ରିଙ୍କ୍‌ସ ପିଇ ବଞ୍ଚିଛନ୍ତି ବ୍ୟକ୍ତି : ତଥାପି ପୂରା ଫିଟ୍‌

ଇରାନ୍‌: କୋଲଡ଼ ଡ଼୍ରିଙ୍କ୍‌ସ ଅଧିକ ପିଇଲେ ଶରୀର ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି । ଏହି ପାନୀୟଗୁଡ଼ିକ କେବଳ ପାଟିକୁ ସ୍ୱାଦ ଦେଇଥାଏ ଆଉ କୌଣସି ଲାଭ ଦେଇ ନ ଥାଏ । ବେଶୀ କୋଲଡ଼ ଡ଼୍ରିଙ୍କ୍‌ସ ପିଇଲେ ମେଦବହୁଳତା ସହ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଇରାନର ଜଣେ ବ୍ୟକ୍ତି…

ଆରମ୍ଭ ହେଲା ‘ଖତ୍‌ରୋଁ କେ ଖିଲାଡି’: ପ୍ରଥମେ ଷ୍ଟଣ୍ଟ ଦେଖି ଡ଼ରିଗଲେ ଅଭିନେତା ରୋହିତ

ମୁମ୍ବାଇ: ଲୋକପ୍ରିୟ ଟିଭି ଶୋ ‘ଖତ୍‌ରୋଁ କେ ଖିଲାଡି ସିଜିନ୍‌୧୩ ନିକଟରେ ଆରମ୍ଭ ହୋଇଛି । ଏହି ଶୋକୁ ପ୍ରଶଂସକମାନେ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କାରଣ ଏହି ଶୋକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ଏହ ଶୋରେ ଟିଭି ଏବଂ ସିନେମା ଜଗତର ଜଣାଶୁଣା ସେଲିବ୍ରିଟିମାନେ ରୋହିତ ଶେଟ୍ଟୀଙ୍କ…

ସଙ୍କଟରେ ବଲିଉଡ: ୬ ମାସରେ ବନ୍ଦ ହୋଇପାରେ ୫୦ ଥିଏଟର୍ସ

ମୁମ୍ବାଇ: କରୋନା ମହାମାରୀ ପରଠାରୁ ବଲିଉଡର ମାତ୍ରାଧିକ କ୍ଷତି ଘଟିବାରେ ଲାଗିଛି । ହାତ ଗଣତି ଫିଲ୍ମ ଛାଡିଦେଲେ ବକ୍ସ ଅଫିସରେ ଅଧିକ ଫିଲ୍ମ ଫ୍ଲପ ହେଉଛି । ଏହା ବ୍ୟତୀତ ପିଭିଆର ଓ ଆଇନକ୍ସରେ ଫିଲ୍ମ ଦେଖିବା ମଧ୍ୟବିତ ପରିବାର ଉପରେ ଚାପ ପକାଇଛି । ଦର୍ଶକ ହଲଠାରୁ ଦୂରେଇବାରେ ଲାଗିଛନ୍ତି ।…

ଅଜବ ଜୀବ: ଦେଖିବାକୁ ମୂଷା ପରି, ଆହାର କେବଳ ଫୁଲ ପାଖୁଡ଼ା

ଅଷ୍ଟ୍ରେଲିଆ: ଦୁନିଆରେ ଅଜବ ଜୀବ ଅଛନ୍ତି । ଅନେକ ଜୀବଙ୍କୁ ଦେଖିବେ ଯାହା ଏତେ ଅଦ୍ଭୁତ ଯେ ଆପଣ ସେମାନଙ୍କ ବିଷୟରେ ପୂର୍ବରୁ ଶୁଣି ନ ଥିବେ କି ଜାଣି ନ ଥିବେ । ଏହିପରି ଗୋଟିଏ ପଶୁ ହେଉଛି ହନି ପୋସମ୍ । ଏହା ଦେଖିବାକୁ ଠିକ୍‌୍ ମୂଷା ପରି । ହେଲେ ଏହା ମୂଷା ନୁହେଁ । ଏହି ଅଦ୍ଭୁତ ଜୀବର ଏକ…