Latest Odisha News

BREAKING NEWS

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଦାବି, ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ସୋମବାର ଦିନ ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୦୨୨ ଅକ୍ଟୋବର ୧୫ରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ କନିଷ୍ଠ ଶିକ୍ଷକ ମଧ୍ୟ ନିୟମିତ…

ସୋଆକୁ ନୂଆଦିଲ୍ଲୀରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆୟୋଜିତ ଏଚ୍‌ଆର୍ ଇଣ୍ଡିଆ ନ୍ୟାସ୍‌ନାଲ୍ ଏଚ୍‌ଆର୍ କନ୍‌ଫରେନ୍ସରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ…

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ୧୦ ଦିନିଆ ସମର୍‌ କ୍ୟାମ୍ପ ଉଦ୍‌ଯାପିତ

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ରବିବାର ଉଦ୍‌ଯାପିତ ହୋଇଯାଇଛି । ମେ ୫ ତାରିଖରେ ସୋଆ କ୍ୟାମ୍ପସ-୨…

ସମ୍ ହସ୍ପିଟାଲ୍‌ରେ ‘ଜାତୀୟ ଫୋରେନ୍‌ସିକ୍ ମେଡିସିନ୍ ଡେ’ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ‘ଜାତୀୟ ଫୋରେନ୍‌ସିକ୍ ମେଡିସିନ୍ ଡେ’ ପାଳିତ ହୋଇଯାଇଛି । ଶୁକ୍ରବାର ଏକ ନିରନ୍ତର ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମରେ ଫୋରେନ୍‌ସିକ୍ ମେଡିସିନ୍…

ଲୋକସେବା ଭବନ ପାଇଁ ଜାଲ୍ ପାସ୍, ଆଇଟି ପ୍ରୋଗ୍ରାମରଙ୍କ ସହ ନକଲି ଅଧିକାରୀ ଗିରଫ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁଖ୍ୟ କାର୍ଯ୍ୟାଳୟ ଲୋକସେବା ଭବନ ମଧ୍ୟକୁ ପରିଚୟ ପତ୍ର ବିନା ପ୍ରବେଶ ଅସମ୍ଭବ । କିନ୍ତୁ ଆପଣ ଲୋକସେବା ଭବନକୁ ପ୍ରବେଶ କରି ପାରିବେ ଜାଲ୍ ପାସ୍ ନେଇ । ଜାଲ୍ ପାସରେ ଲୋକସେବା ଭବନକୁ ପ୍ରବେଶ କରୁଥିବା ଜଣେ ନକଲି ସମବାୟ ଅଧିକାରୀଙ୍କ ସହ ଜାଲ୍ ପାସ୍ ଦେଇଥିବା…

ଶୁଭମନଙ୍କ ଶତକ, ହାଇଦ୍ରାବାଦ ସମ୍ମୁଖରେ ୧୮୯ ରନର ଟାର୍ଗେଟ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ଗୁଜରାଟ ଟାଇଟନ୍ସର ଶୁଭମନ ଗିଲ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିସ୍ଫୋରକ ଶତକ ମାରିଛନ୍ତି । ତାଙ୍କ ଶତକ ବଳରେ ଗୁଜରାଟ ୧୮୯ ରନର ଟାର୍ଗେଟ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ସେ ୫୮ ବଲରେ ୧୩ ଚୌକା ଓ ଗୋଟିଏ ଛକା ସହାୟତାରେ ୧୦୧ ରନ…

ଗ୍ଲାମରର୍ସ କୁଶଳୀ ମହିଳା ଶ୍ରମିକ, ୩୦ ପୁରୁଷଙ୍କ ମଧ୍ୟରେ ଏକାକୀ କାମ କରନ୍ତି

ମେଲବୋର୍ଣ୍ଣ: ଆଜିକାଲି ମହିଳାମାନେ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଛନ୍ତି । ଏମିତି କିଛି କାମ ଅଛି, ଯାହା କେବଳ ପୁରୁଷମାନେ କରିଥାନ୍ତି । ଆଉ ଯଦିସେଇ କାମକୁ ଜଣେ ମହିଳା କରେ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଜଣେ ଗ୍ଲାମରର୍ସ ମହିଳା ନିର୍ମାଣ ଶ୍ରମିକ ଭାବେ କାମ କରି ଏବେ ଖୁବ୍…

ଭୁବନେଶ୍ୱରରୁ ଦୁବାଇ ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିଲା ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଭୁବନେଶ୍ୱରରୁ ଦୁବାଇ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି । ୧୭୦ ଯାତ୍ରୀଙ୍କୁ ନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଉଡ଼ାଣ କରିଛି ଇଣ୍ଡିଗୋ…

୧୫ ସହରରେ ୪୨ ଉପରେ ପାରଦ, ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର/କାମାକ୍ଷାନଗର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରବଳ ଖରାରେ ସିଜୁଥିବା ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ଆଜି ରାଜ୍ୟର ୧୫ ସହରରେ ପାରଦ ୪୨ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବଲାଙ୍ଗିରରେ ରାଜ୍ୟର ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ପାରଦ…

ବିଜେପି ହାତରୁ ଖସୁଛି କ୍ଷମତା ! ୨୦୨୪ରେ ଶକ୍ତିଶାଳୀ ହେବେ କି ବିରୋଧୀ ?

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ହାତରୁ ଆଉ ଏକ ରାଜ୍ୟ ଖସିଛି । ଏବେ ୧୫ ରାଜ୍ୟରେ ସରକାରରେ ଅଛି ବିଜେପି । ବହୁମତ ସହ ୬ ରାଜ୍ୟରେ ବିଜେପି କ୍ଷମତାରେ ଥିବା ବେଳେ ୯ ରାଜ୍ୟରେ ସହଯୋଗୀ ଦଳ ସହ ସରକାର ଚଳାଉଛି । ଉତ୍ତର-ପୂର୍ବ ରାଜ୍ୟରେ ବିଜେପିର ସର୍ବାଧିକ…