ଟିଏମ୍ସି ଜନସଭା ଚାଲିଥିବା ବେଳେ ହେଲା ବଜ୍ରାଘାତ, ଜଣେ ମୃତ୍ୟୁ, ୫୦ ଆହତ
କୋଲକାତା: ରାଜନୈତିକ ସଭା ଚାଲିଥିବା ବେଳେ ହେଲା ବଜ୍ରାଘାତ। ୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ। ବୈଠକ ସମୟରେ ବର୍ଷା ସହ ବଜ୍ରାଘାତ ହେବାରୁ ଏହି ଦୁଃଖଦ ଘଟଣା ଘଟିଛି ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ…