ଗୁଲାମଙ୍କ ବହିରେ ଲୁଲୁ କଥା, ଭାବବିହ୍ୱଳ ହେଲେ ଝିଅ ଉପାସନା ମହାପାତ୍ର
ଭୁବନେଶ୍ୱର: ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ବହିରେ ସ୍ୱର୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ସ୍ମୃତି ଚାରଣ ହୋଇଛି। କିଭଳି ଲୁଲୁ ଗୁଲାମଙ୍କୁ ମହାବାତ୍ୟା ସମୟରେ ସ୍ବାଗତ କରିଥିଲେ ଏବଂ କିଭଳି ତାଙ୍କର ନେତୃତ୍ୱ ଥିଲା ଆଦି 'ଆଜାଦ୍' ବହିରେ ସ୍ମୃତି ଚାରଣ ହୋଇଛି। ଲୁଲୁଙ୍କ ଝିଅ…