Latest Odisha News

BREAKING NEWS

କବିତା : ଦଗ୍ଧ ଧରଣୀ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଆଦ୍ୟ ବୈଶାଖରେ ଦଗ୍ଧ ଧରଣୀ ଅସହ୍ୟ ନିଦାଘ ତାତି, ହନ୍ତସନ୍ତ ହୁଏ ଅସହାୟା ହୋଇ ମନେ ଭରିଥାଏ ଭିତି । ଉଦାସୀ ଆଖିରେ ହତାଶାର ଚିହ୍ନ ତୃଷାର୍ତ୍ତ ଚାତକ ପରି, ଖୋଜୁଥାଏ ନିତି ଆବେଗପଣରେ ବରଷାକୁ ଝୁରି ଝୁରି । ଅସହ୍ୟ ଦହନେ ଅପହଞ୍ଚ ଲାଗେ ଭିଜିବାର…

ହଜିଯାଉଥିବା ମଧୁ ଆଦର୍ଶ ଓ ବିଚାରଧାରା

ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଆଲେଖ୍ୟ  ସାରା ରାଜ୍ୟରେ ଅସାଧାରଣ ପ୍ରତିଭା ସଂପନ୍ନ ଆଇନଜ୍ଞ ଚରମ ଜାତୀୟତାବାଦୀ ମହାର୍ଘ ଓ ମହନୀୟ ବ୍ୟକ୍ତିତ୍ୱ ଉତ୍କଳ ଗୈାରବ ମଧୁସୂଦନଙ୍କ ଜନ୍ମ ଜୟନ୍ତୀକୁ ଆଇନଜୀବି ଦିବସ ଭାବେ ବିଭିନ୍ନ ବାର୍‌ ଆସୋସିଏସନ୍…

ଭାଷା ଭାଗବତ : କରିବା ସମୀକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜାଣଂତି ଭାଷା ପଢ଼ି ଲେଖି କିଂତୁ ସତରେ ଲେଖଂତି କି? ବୁଝିଲେ ଥରଟେ ପଚାରି ଜାଣିବା ସ୍ବଭାବ ଆମରି କଥା କହଂତି ଖୁବ୍‌ ବେଶି ନୁହଂତି ଲିଖନ ପ୍ରୟାସୀ ତେଣୁ ଏ ଭାଷାର ଅବସ୍ଥା ନେଇ ହେଉଛି ଏତେ ଚିଂତା ଶିକ୍ଷା ଗ୍ରହଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ସେଵା ଓ ସେବକ କ୍ରମରେ ଆମେ ଆଲୋଚନା ଜାରି ରଖିଛେ । ସୁଆର ଓ ମହାସୁଆର ନିଯୋଗ ବିଷୟରେ ଏହି ପରିପ୍ରେକ୍ଷୀରେ ଆଜି କିଛି ଏମିତି ସେବକଙ୍କ କଥା ଆଲୋଚନା କରିବା ଯେଉଁ…

ମିଠା ଖାଇବା ପରେ ପାଣି ପିଉଛନ୍ତି କି ?  

ମିଠା ସମସ୍ତଙ୍କର ପସନ୍ଦ । ମିଠା ଖାଇବାକୁ ସମସ୍ତେ ଭଲପାଆନ୍ତି । ଆଉ ମିଠା ଖାଇବା ପରେ ଆପଣ ପାଣି ପିଉଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ ! ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ଆମେ ଅନେକ ଭୁଲ୍‌ କରିଥାଉ । କିଛି ଲୋକ ମିଠା ଖାଇବା ପରେ ଢକଢକ କରି ପାଣି ପିଇଥାନ୍ତି । ତେବେ ଏହା ଏକ…

ଉତ୍କଳ ଗୌରବ ମଧୁସୂଦନ ଦାସ

"ପାଠ ପଢ଼ିବି ଓକିଲ ହେବି ମଧୁବାବୁ ସଙ୍ଗେ ଲଢ଼ିବି। ଜାତି ଡାକ ଶୁଣି ଛାତିଫୁଲେଇ ମୁଁ କାଳିଆ ଘୋଡ଼ାରେ ଚଢ଼ିବି ମଧୁବାବୁ ସଙ୍ଗେ ଲଢ଼ିବି ।" ପ୍ରିୟ କୁନି ପିଲାମାନେ ତୁମେମାନେ ଏ ପଦଟି ଶୁଣିଥିବ । ଉତ୍କଳ ଗୌରବ ମଧୁସୁଦାନ ଦାସଙ୍କ ବିଷୟରେ ନିଶ୍ଚୟ କିଛି ଜାଣିଥିବ । ୧୮୪୮…

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ, ମାସକୁ ୧୪ କୋଟି ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଉ ରାସ୍ତାରେ ଗାଡି କିମ୍ବା କାର ଚଳାଇବା ବେଳେ ନିୟମ ଭାଙ୍ଗିଲେ ତ୍ରାହି ନାହିଁ। କାରଣ ଭୁଲ୍ କଲେ ଜରିମାନାରୁ ମିଳିବନି ଛାଡ଼।  ଦୁର୍ଘଟଣା ହ୍ରାସ କରିବାକୁ ଯାଇ ଲୋକଙ୍କ ଉପରେ ଜରିମାନା ଲଗାଇବା ଓ ଧରପଗଡ କରିବାକୁ ଜୋର ଦେଇଛନ୍ତି ପରିବହନ କମିଶନର। ପରିବହନ କମିଶନର ବିଭିନ୍ନ…

ଭାରତୀୟ ମହିଳା ଲିଗ ଫୁଟବଲ: ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଓଡିଶା ଏଫସି

ଭୁବନେଶ୍ୱର: ଅହମ୍ମଦାବାଦାରେ ଚାଲିଥିବା ଭାରତୀୟ ମହିଳା ଫୁଟବଲ ଲିଗରେ ଓଡିଶା ଏଫସି ଗୁରୁବାର ସମ୍ପୂର୍ଣ୍ଣ ଶୈଳୀରେ ବିଜୟ ଅଭିଯାନ ଆରମ୍ଭ କରିଛି । ଓଡିଶା ୬-୦ ଗୋଲରେ ସିଆରପିଏଫ ଏଫସିକୁ ଏକତରଫା ଭାବେ ପରାସ୍ତ କରିଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ଗ୍ରେସଙ୍କୁ ହୀରୋ ଅଫ ଦି ମ୍ୟାଚ ବିବେଚିତ…

ମୋଦୀଙ୍କୁ ଖଡଗେଙ୍କ ‘ବିଷଧର ସାପ’ ମନ୍ତବ୍ୟ, ‘ଶିବଙ୍କ ନାଗରାଜ ପ୍ରତି କଂଗ୍ରେସର ଭୟ ରହିବା…

ଗୌହଟି: 'ବିଷଧର ସାପ' ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିବା ପରେ ବିଜେପି କଡା ସମାଲୋଚନା କରିଛି। ଏହି ମନ୍ତବ୍ୟ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ 'ବିଷଧର ସାପ'କୁ ଡରିବା ଆବଶ୍ୟକ…

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୯୧ ଏଫ୍‌ଏମ୍ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ

ନୂଆଦିଲ୍ଲୀ: ଆସନ୍ତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟରକୁ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଏହି ଉଦ୍‌ଘାଟନ କାର୍ଯ୍ୟ ସମ୍ପାଦିତ ହେବ । ଉଦ୍‌ଘାଟିତ ହେବାକୁ ଥିବା ପ୍ରତ୍ୟେକ ଏଫଏମ୍…