ବିଦ୍ୟୁତ କାଟ ହେଉନି, ପାୱାର ଲାଇନ ଟ୍ରିପ ହେଉଛି-ମନ୍ତ୍ରୀ
ଭୁବନେଶ୍ୱର: ଖରା ଦିନରେ ବିଦ୍ୟୁତ କାଟ ହେବ ନାହିଁ । ସରକାର ଏମିତି ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟବାସୀଙ୍କୁ । ହେଲେ ଖରାଦିନ ଆରମ୍ଭରୁ ବିଦ୍ୟୁତ କାଟ ନାକେଦମ କରି ଦେଲାଣି । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିବାବେଳେ ରାଜ୍ୟ ସରକାର କହିଛନ୍ତି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଉଛି…