ପ୍ରକୃତିର ବିସ୍ମୟ: ଗଛରୁ ଝରଣା ଭଳି ଅନବରତ ବହିଚାଲିଛି ପାଣି
ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ସ୍ଥାନରେ ଚମତ୍କାର ଜିନିଷ ସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ସମ୍ଭବ ହୁଏନାହିଁ । ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଗଛରୁ ଅନବରତ ଭାବେ ପାଣି ପ୍ରବାହିତ ହେଉଛି । ଲୋକମାନେ…