ରାଷ୍ଟ୍ରପତିଙ୍କ ଦ୍ୱାରା ବାଦାମପାହାଡ଼ ରେଲୱେ ଷ୍ଟେସନରୁ ତିନୋଟି ନୂତନ ଟ୍ରେନ୍ ଶୁଭାରମ୍ଭ
ଭୁବନେଶ୍ୱର: ନଭେମ୍ବର ୨୧ ତାରିଖ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଦାମପାହାଡ଼ ରେଳ ଷ୍ଟେସନ ଠାରୁ ତିନୋଟି ନୂତନ ଟ୍ରେନ ବାଦାମପାହାଡ଼-ଟାଟାନଗର ମେମୁ, ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଏବଂ ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ୍ ସବୁଜ ପତାକା ଦେଖାଇ…