Latest Odisha News

ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା ; ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର : ସତ୍ୟନଗର କୋଚିଂ ୟାର୍ଡ଼ରେ ଧାନବାଦ ଏକ୍ସପ୍ରେସର ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା । ଜିଆରପି ପୋଲିସକୁ ମିଳିଛି ମୃତ ମହିଳାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ମୃତ ମହିଳାଙ୍କ ବେକରେ ରହିଛି କ୍ଷତ ଚିହ୍ନ । ମହିଳାଙ୍କୁ ହତ୍ୟା କରାଯାଇଥିବା ଅନୁମାନ । ଆଜି…

ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର : ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । ସହିଦଙ୍କ ମରଶରୀର ଜନ୍ମ ମାଟିରେ ପହଞ୍ଚିବା ପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ । ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଗାଁ…

କବିତା : ପ୍ରହେଳିକା

ଗଜାନନ ମିଶ୍ର ଏତେ ପ୍ରହେଳିକା! କବି କଲମ ଅବଳ? ଯାଇ କୁହୁଡିକୁ ପଚାର, ସାକ୍ଷୀ ଜାତୀୟ ପତାକା, ଅପନ୍ତରାରେ ଜାତିଟା! ନା ଶୀତ ନା ଖରା, କେହି କାହାକୁ ଦିଅନ୍ତି ନି ଧରା! ଆଖିରୁ ଖାଲି ବହୁଛି ଧାରା। ଦେଖିଶୁଣି ହେଉଛି କି ରହି ରହିଲା ଭଳି! ଏ ମାଟି କଣ ସବୁ ଆଉ କାହାକୁ…

ଭାଷା ଭାଗବତ : ସହଯୋଗ ଲୋଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଏ ଭାଷା ହେଲେ ହେଁ ବଳିଷ୍ଠ ଲୋକେ ହିଁ କରୁଛଂତି ନଷ୍ଟ ସହିଲେ ଅଳ୍ପ ଟିକେ କଷ୍ଟ ସୁଗୁଣ ହେବ ପରିଦୃଷ୍ଟ ରହିବା ସ୍ବଭାଷା ସହିତ ନିଶ୍ଚୟ ହେବ ସର୍ବହିତ ଆମ ହାତରେ ଭବିଷ୍ଯତ ହୋଇପାରିବ ସୁରକ୍ଷିତ ଏ ନୁହେ ଜଣକିଆ କାମ ଅନେକେ କରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ପ୍ରଧାନ ସେବା ମହାସୁଆର ସେବା ବାପାଠାରୁ ପୁଅ ଏହି ସେବା ଶିକ୍ଷାକରି ବଂଶାନୁକ୍ରମିକ ଭାବରେ ଶ୍ରୀଜୀଉମାନଙ୍କ ସେବାରେ ଲାଗି ରହି ପ୍ରତିଦିନ ପ୍ରତି ଧୂପରେ ଉପସ୍ଥିତ…

ପେଟ କମାଇବାକୁ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି ୪ ପ୍ରକାର ପାନୀୟ

ସମସ୍ତଙ୍କ ଚିନ୍ତାର କାରଣ ହେଉଛି ମୋଟାପଣ ବା ଓଜନ ବୃଦ୍ଧି । ଦୈନନ୍ଦିନ ଜୀବନ ଶୈଳୀରେ ସଠିକ୍‌ ଖାଦ୍ୟପେୟ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକ । ବେଳେବେଳେ ଆମ ଖାଦ୍ୟପେୟରେ ଅନିୟମିତତା ଦେଖାଦେଲେ ଶରୀରରେ କୁପ୍ରଭାବ ପକାଇଥାଏ । ଆଉ ଖାଦ୍ୟପେୟ ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।…

ପିଲାଙ୍କ ଖରା ଛୁଟିର କିଭଳି ସଦ ଉପଯୋଗ ହେବ, ଏକାଠି ଆଲୋଚନା କଲେ ଅଭିଭାବକ-ଶିକ୍ଷକ

ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ପୂର୍ବରୁ ଛୁଟି ଘୋଷଣା ହୋଇଛି। ତେଣୁ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ଉପରେ ଅଧିକ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି। ଯାହାକୁ ନେଇ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା କରିବା ପାଇଁ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ…

ଶ୍ରୀମନ୍ଦିର ଫାଇଲ ହଜିନି, ସୁରକ୍ଷିତ ଅଛି: ସ୍ପଷ୍ଟୀକରଣ ଦେଲା ଆଇନ ବିଭାଗ

ପୁରୀ: ହଜିଯାଇଥିବା ଫାଇଲ ମିଳିଲା । ସୁରକ୍ଷିତ ଅବସ୍ଥାରେ ମିଳିଲା । ଏକଥା ସ୍ପଷ୍ଟ କରିଛନ୍ତି ରାଜ୍ୟ ଆଇନ ବିଭାଗ । ଫାଇଲ ହଜିବା ଘଟଣାରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଆଇନ ବିଭାଗ ପକ୍ଷରୁ ଏକଥା କୁହାଯାଇଛି । ଆଜି ବିଳମ୍ବିତ ରାତ୍ରିରେ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ…

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବଦଳି ସୁପାରିସକୁ ପ୍ରତ୍ଯାହାର କଲେ କଲେଜିୟମ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପାଇଁ ସୁପାରିସକୁ ସୁପ୍ରିମକୋର୍ଟ କଲେଜିୟମ ପ୍ରତ୍ୟାହାର କରିନେଇଛନ୍ତି। ୬ ମାସ ହେଲା କେନ୍ଦ୍ର ସରକାର ଏହି ସୁପାରିସ ଉପରେ କୌଣସି ନିଷ୍ପତ୍ତି ନେଇ ନଥିଲେ। ଏପ୍ରିଲ ୧୯ରେ ପ୍ରଧାନ…

ମ୍ୟାଲେରିଆ ଓ ଡାଇରିଆ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କଲେ ସରକାର

ଭୁବନେଶ୍ୱର: ବର୍ଷା ଋତୁ ପୂର୍ବରୁ ମ୍ୟାଲେରିଆ ଓ ଡାଇରିଆ ରୋଗର ସମ୍ଭାବ୍ୟ ବୃଦ୍ଧି ନେଇ ଓଡ଼ିଶା ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏସବୁ ରୋଗକୁ ରୋକିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର…