ସୁଖ ସମୃଦ୍ଧିର ପ୍ରତୀକ ଲାଫିଙ୍ଗ ବୁଦ୍ଧ, ଜାଣନ୍ତୁ ଘରର କେଉଁ ସ୍ଥାନରେ ରଖିବେ …
ଭୁବନେଶ୍ଵର: ବାସ୍ତୁଶାସ୍ତ୍ର ଅନୁଯାୟୀ ପେଙ୍ଗସୁଇରେ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକତା ବଢାଇବା ପାଇଁ ଅନେକ ଉପାୟ ମାନ ଉଲ୍ଲେଖ କରାଯାଇଛି । ଏହି ପେଙ୍ଗସୁଇ ସହ ଜଡିତ ଅନେକ ଗୁଡିଏ ଜିନିଷ ମଧ୍ୟ ବ୍ୟବହାରରେ ଆସିଥାଏ । ଯେପରିକି ଘରେ ଲାଫିଙ୍ଗ ବୁଦ୍ଧ ରଖିବାର ପରମ୍ପରା ରହିଛି ।…