ଅଲଗା ହେଲେ କି ଶିଳ୍ପା-ରାଜ୍! : ‘X’ରେ କଲେ ପୋଷ୍ଟ ସେୟାର
ମୁମ୍ବାଇ: ଅଲଗା ହେଲେ ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରା । ଏନେଇ ସୋସିଆଲ ମିଡିଆରେ ରାଜ ତାଙ୍କର ଅଲଗା ହେବା ଘୋଷଣା କରିଛନ୍ତି। ଯଦିଓ ସେ ଏହି ପୋଷ୍ଟରେ କାହା ବିଷୟରେ ଉଲ୍ଲେଖ କରିନାହାଁନ୍ତି । ଯାହା ପରେ ପ୍ରଶଂସକମାନେ ଚିନ୍ତିତ ହୋଇଯାଇଛନ୍ତି ।
'X'ରେ ଏକ ପୋଷ୍ଟ ସେୟାର କରି ରାଜ…