ଟିମ୍ ଇଣ୍ଡିଆର ବିଜୟ ମନାସି ମା’ ସୁରେଶ୍ଵରୀଙ୍କ ମନ୍ଦିରରେ ଦୀପ ଦାନ କଲେ କ୍ରିକେଟ ପ୍ରେମୀ
ସୁବର୍ଣ୍ଣପୁର: ଆଜି କ୍ରିକେଟ ବିଶ୍ବକପ୍ ର ଫାଇନାଲ ମ୍ୟାଚ । ଏହି ମହାସମରରେ ଭାରତ ତାର ବିଜୟ ଧାରା ବଜାୟ ରଖିଛି । ଆଜି ଫାଇନାଲ ରେ ୫ ଥର ବିଜୟୀ ହୋଇଥିବା କଙ୍ଗାରୁ ଦଳ ସହିତ ମୁହାଁମୁହିଁ ହେବ ଟି୍ମ ଇଣ୍ଡିଆ । ତେବେ ଟିମ୍ ଇଣ୍ଡିଆକୁ ବିଜୟୀ କରିବା ପାଇଁ ନେତା ଅଭିନେତାଙ୍କ ଠାରୁ ଆମ୍ଭ କରି…