Latest Odisha News

BREAKING NEWS

ଅଜବ ଯାଆଁଳା ଭଉଣୀ : ସବୁ କରନ୍ତି ସମାନ, ଅଲଗା ନ ହେବା ପାଇଁ ଘରେ ରଖିଲେ ଗାର୍ଲଫ୍ରେଣ୍ଡ

ଲଣ୍ଡନ: ଫିଲ୍ମରେ ଯାଆଁଳା ଭାଇ କିମ୍ବା ଭଉଣୀଙ୍କ କାର୍ଯ୍ୟକଳାପ, ଜଣକୁ କଷ୍ଟ ହେଲେ ଆଉ ଜଣଙ୍କୁ କଷ୍ଟ ହେବା, ପରସ୍ପରଠାରୁ ଦୂରେଇ ନ ରହିପାରିବା ଆଦି ନିଶ୍ଚୟ ଦେଖିଥିବେ । କିନ୍ତୁ ବାସ୍ତବ ଜୀବନରେ, ଆପଣ ଏପରି ଯାଆଁଳା ଲୋକଙ୍କୁ କ୍ୱଚିତ୍ ଦେଖିବେ, ଯେଉଁମାନେ ପରସ୍ପରର ନିକଟତର ହୋଇଥିବେ ।…

ଜାଡେଜାଙ୍କ ସ୍ପିନରେ ନାଚିଲା ହାଇଦ୍ରାବାଦ

ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୩୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଛି । ଟସ ଜିତି ଚେନ୍ନାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।…

ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ ପୂର୍ବରୁ ସୋଆରେ ମକ୍ ଜି ୨୦ ଆୟୋଜିତ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୨୭ ଓ୨୮ ଦୁଇ ଦିନ ଧରି ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକର କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଏକ ମକ୍ ଜି ୨୦ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ଅନୁଷ୍ଠାନର ୧୦୦ ଛାତ୍ରଛାତ୍ରୀ…

ବିବାହ ମଞ୍ଚରେ ବର-କନ୍ୟାଙ୍କ ମାରପିଟ୍‌: ଅତିଥି ଅବାକ୍‌

କଥାରେ ଅଛି ବିବାହ ହେଉଛି ସାତ ଜନମର ସମ୍ପର୍କ । ସେଥିଲାଗି ବିବାହ ପରେ ଉଭୟ ସ୍ୱାମୀସ୍ତ୍ରୀ ନିଜ ସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏବେ ବିବାହର ଏମିତି କିଛି ମୂହୁର୍ତ୍ତର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ଛାତ୍ରଛାତ୍ରୀଙ୍କ ୪ ଷ୍ଟାର୍ଟଅପ୍ ଆଇଡିଆ

ଭୁବନେଶ୍ୱର: ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡର ପ୍ରତିକାର ନିମନ୍ତେ ଏକ ଅଭିନବ ଷ୍ଟାର୍ଟଅପ୍ ଆଇଡିଆ ପ୍ରସ୍ତୁତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ୩ ଦିନିଆ ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…

ହାଟରେ ଚାଉଳ ବିକିବାକୁ ସାଇକେଲରେ ଯାଉଥିଲେ, ବଜ୍ରପାତରେ ଚାଲିଗଲା ଜୀବନ

ସାଲେପୁର: ବଜ୍ରପାତ ନେଲା ଜୀବନ । ସାଇକେଲ ଯୋଗେ ହାଟରେ ଚାଉଳ ବିକ୍ରି କରିବାକୁ ଯାଉଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ନେମାଳ ଥାନା କଣ୍ଟାପାରି ଗାଁର ଶୁଭେନ୍ଦୁ ଶେଖର ସାହୁ । ଶୁଭେନ୍ଦୁ ସାଇକେଲରେ ଚାଉଳ ନେଇ ନିଶ୍ଚିନ୍ତକୋଇଲା ହାଟକୁ ଯାଉଥିବା ବେଳେ ବରପଡ଼ା ବ୍ରିଜ୍ ଉପରେ…

ଝିଅର ଡେବ୍ୟୁ ଫିଲ୍ମ ଦେଖିଥିଲେ ଶ୍ୱେତା, ଖୁସିରେ କହିଲେ ମୁଁ ଗର୍ବିତ

ମୁମ୍ବାଇ: ଶ୍ୱେତା ତିୱାରୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ପ୍ରାୟତଃ ତାଙ୍କ ଚେହେରା ଏବଂ ଅଭିନୟକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ତାଙ୍କ ଝିଅ ପଲକ ତିୱାରୀ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ଆଜି ରିଲିଜ୍ ହେଇଥିବା ଫିଲ୍ମ ‘କିସି କା ଭାଇ ଭାଇ…

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇର ସମନ, ଇନସ୍ୟୁରାନ୍ସ ସ୍କାମ ମାମଲାରେ ୨୮ରେ ହେବେ…

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଶୁକ୍ରବାର ସିବିଆଇ ନୋଟିସ ଜାରି କରିଛି । ଜମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ୟକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ପଚରାଉଚରା କରିବାକୁ ସିବିଆଇ ନୋଟିସ ପଠାଇଥିବା ଜଣାପଡ଼ିଛି । ସିବିଆଇ…

ଆଇପିଏଲ: ପ୍ଲେ ଅଫ, ଫାଇନାଲ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ପ୍ଲେ ଅଫ ଓ ଫାଇନାଲ କାର୍ଯ୍ୟସୂଚୀର ଘୋଷଣା କରାଯାଇଛି । ମେ ୨୩ରୁ ୨୮ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଚେନ୍ନାଇର ଚେପକ ଷ୍ଟାଡିୟମରେ କ୍ୱାଲିଫାୟର ୧ ଓ ଏଲିମିନେଟର ମେ ୨୩ ଓ ୨୪ରେ ଖେଳାଯିବ । ମେ ୨୬ ଓ…

ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ, ବନ୍ଧା ହେଲେ ରାଜସ୍ୱ ନିରୀକ୍ଷକ

କାମାକ୍ଷାନଗର: ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ଫସିଲେ ରାଜସ୍ୱ ନିରୀକ୍ଷକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ ବିଶ୍ଵନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । ୨୦୧୮ ମସିହାରେ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଓ ଭୁବନ ତହସିଲରେ କାର୍ଯ୍ୟ କରୁଥିଲେ…