ଫାଇନାଲ ମ୍ୟାଚ୍ ପୂର୍ବରୁ ଖେଳାଳୀଙ୍କୁ ରାଜନେତାଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ : ବିଶ୍ବକପ୍ କ୍ରିକେଟର ଆଜି ଗ୍ରାଣ୍ଡ ଫିନାଲେ । ଆଉ କିଛି ଘଣ୍ଟା ପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢେଇ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ହାଇଭୋଲଟେଜ୍ ଟକ୍କର । ସମଗ୍ର ବିଶ୍ବବାସୀଙ୍କ ପାଇଁ ଆଜିର ଦିନ ହେଉଛି ଏକ ସ୍ମରଣୀୟ ଦିନ । ଯାହାକୁ ନେଇ ସାରା…