Latest Odisha News

BREAKING NEWS

ରାଜଧାନୀରେ ୪୨ ଟପିଲା ତାପମାତ୍ର; ଆହୁରି ୨ ଦିନ କଲବଲ କରିବ ଗ୍ରୀଷ୍ମଲହରୀ

ଭୁବନେଶ୍ୱର:ରାଜଧାନୀ ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ । ପୂର୍ବାହ୍ନ ୧୧ଟାରୁ ତାପମାତ୍ରା ୪୦ ପାର କରିଛି । ସକାଳ ସାଢ ୮ଟା ସୁଦ୍ଧା ରାଜଧାନୀ ଭବନେଶ୍ୱର ତାପମାତ୍ରା ୩୨.୬ ଡିଗ୍ରୀ ଥିଲା । ଏହାପରେ ତାପମାତ୍ରା ବୃଦ୍ଧି ପାଇ ପୂର୍ବାହ୍ନ ସାଢେ ୧୧ଟା ବେଳକୁ ୪୦.୪ ରେ ପହଞ୍ଚିଥିଲା ।  ତାପରେ…

ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ ନାମାଙ୍କନ ଦାଖଲ କଲେ ଦୀପାଳି

ଝାରସୁଗୁଡା: ଝାରସୁଗୁଡା ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସମର୍ଥକଙ୍କ ଗହଣରେ  ଉପଜିଲ୍ଲାପାଳ ଅଫିସ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମେ’ ୧୦ ତାରିଖ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ସେମାନଙ୍କର…

ମହାରାଷ୍ଟ୍ର ରାଜନୀତି ସରଗରମ ! ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର

ମହାରାଷ୍ଟ୍ର : ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ମଙ୍ଗଳବାର ଚର୍ଚ୍ଚା ଜୋର ଧରିବା ପରେ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । କୁହାଯାଉଛି ଏନସିପି ବିଧାୟକ ଅଜିତ ପାୱାର ତାଙ୍କ ଦଳର ପ୍ରାୟ ୩୦-୪୦ ବିଧାୟକଙ୍କ ସହ ବିଜେପି-ସିନ୍ଦେ ସରକାରରେ ସାମିଲ ହେବେ। ଏହି…

ପରୀକ୍ଷା ଚାଲିଥିବାବେଳେ ଖସି ପଡିଲା ଫ୍ୟାନ

କଟକ: କଟକ ଜିଲ୍ଲା ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣ । ପରୀକ୍ଷା ଚାଲିଥିବାବେଳେ ଖସିପଡିଲା ଫ୍ୟାନ । ଫ୍ୟାନ ତଳେ ବସିଥିବା  ୨ ଛାତ୍ରଙ୍କ ଉପରେ ଏହା ଛିଡ଼ିପଡ଼ିଥିବା ଜଣାପଡ଼ିଛି । ଫଳରେ ଉଭୟେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି…

ସ୍ୱଳ୍ପ ଗଳ୍ପ : କୃଷ୍ଣଚୂଡ଼ାର ରଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୪ କୃଷ୍ଣଚୂଡ଼ାର ଗୋଟିଏ ସୁନ୍ଦର ନାଆଁ ଅଛି ଇଂରେଜୀରେ, ପିକକ୍ ଫ୍ଲାୱାର୍ । " ସିସିଲପିନା " ପ୍ରଜାତିର ଫୁଲ ମାନଙ୍କର ରଙ୍ଗ ବୈଚିତ୍ର୍ୟକୁ ନେଇ ସମ୍ଭବତଃ ଏଇଭଳି ଗୋଟିଏ ନାଆଁ ର ସୃଷ୍ଟି,ମୟୁର ପୁଷ୍ପ । ଦାରୁଣ…

ଏଥର ଗ୍ରୀଷ୍ମ ଛୁଟିରେ ବି ପିଲା ପଢିବେ ପାଠ; ଆରମ୍ଭ ହେବ ଅବକାସକାଳୀନ ଶିକ୍ଷା

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟିରେ ପିଲାଙ୍କ ପାଠପଢା ସହ ଜଡିତ ରଖିବା ପାଇଁ ଗଣଶିକ୍ଷା ବିଭାଗର ବଡ ଘୋଷଣା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା । ଏ ସମ୍ପର୍କରେ ଆଜି ଘୋଷଣା କରିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।…

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ, କ୍ଷେତ୍ର ପରିଦର୍ଶନରେ ଆସୁଛନ୍ତି ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ବର : ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଏକ ସ୍ୱତନ୍ତ୍ର ଟିମ୍, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମଙ୍ଗଳବାର ଅପରାହ୍ନରେ ଛତିଶଗଡ଼ ରାୟପୁରରେ ପହଞ୍ଚିବେ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏଏମ ଖନବିକରଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମରେ ବୈଷୟିକ ଟିମ ସହିତ…

ଲାଜପତ ଅଡିଟରିୟମରେ ଅନୁଷ୍ଠିତ ହେଲା ନୃତ୍ୟ ବିଳାସ ଉତ୍ସବ

ନୂଆଦିଲ୍ଲୀ: ସ୍ଥାନୀୟ ଲାଜପତ ଅଡିଟରିୟମରେ ଓଡିଶୀ ଦର୍ଶନ ନୃତ୍ୟ ଏକାଡେମୀ ଦ୍ୱାରା ଦ୍ୱିତୀୟ ନୃତ୍ୟ ବିଳାସ ଉତ୍ସବ ଆୟୋଜିତ ହୋଇଯାଇଛି । ଓଡିଶୀ ନୃତ୍ୟ କଳା ଜଗତର ପ୍ରତିଷ୍ଠିତ ଗୁରୁ ସୁଦର୍ଶନ ସାହୁ ଏହି ଏକାଡେମୀ ୨୦୧୯ରେ ସ୍ଥାପିତ କରିଥିଲେ । ଦିଲ୍ଲୀ ଏନସିଆରରେ ସେ ଓଡିଶୀ ନୃତ୍ୟର ପ୍ରଚାର ଓ…

ସମ୍ବଲପୁର-ଝାରସୁଗୁଡ଼ା ସୀମାରେ ବିଜେପି ନେତାଙ୍କୁ ଅଟକାଇଲା ପୋଲିସ

ସମ୍ବଲପୁର:ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଠେଲକୁଲି ଅଭିମୁଖେ ବାହାରିବା ବିଜେପି ସାଂସଦଙ୍କୁ ଅଟକାଇଛି ପୋଲିସ । ଶ୍ରୀପୁରା ଛକରେ ପୋଲିସ ଏମାନଙ୍କୁ ଅଟକାଇଛି । ଝାରସୁଗୁଡାରୁ ସମ୍ବଲପୁର ଯାଉଥିବା ବିଜେପି ସାଂସଦ ଓ ନେତାଙ୍କୁ ଠେଲକୁଲି ଥାନାରେ ଅଟକ ରଖିଥିବା ଜଣଯାଇଛି। ଏହି ଟିମରେ…

ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ଅଫିସ୍‌ ଆଗରେ ଭଙ୍ଗାରୁଜା ଘଟଣା, ଯାଞ୍ଚ କରିବ ଏନଆଇଏ !

ନୂଆଦିଲ୍ଲୀ : ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା ଘଟଣାର ଏନଆଇଏ ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ପାକ-ଖଲିସ୍ତାନ ଷଡଯନ୍ତ୍ରର ଅନୁସନ୍ଧାନ କରିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି । ସୂଚନାଯୋଗ୍ୟ, ପ୍ରଦର୍ଶନ ମାମଲାରେ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକ ଜଡିତ ଥିବା…