ଘାଟି ରାସ୍ତାରୁ ତଳକୁ ଖସି ପଡିଲା ସ୍କୁଟର: ୩ ଯୁବକ ମୃତ
କୋରାପୁଟ:ଘାଟି ରାସ୍ତାରେ ଯାଉଥିବାବେଳେ ଖସି ପଡିଲା ସ୍କୁଟର । ଚାଲିଗଲା ୩ ଯୁବକଙ୍କ ଜୀବନ । ଏମିତି ଦୁର୍ଘଟଣା ଘଟଛି କୋରାପୁଟ ଜିଲ୍ଲାରେ ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଆନ୍ଧ୍ରର ଏହି ତିନି ଜଣ ଯୁବକ କୌଣସି କାମରେ କୋରାପୁଟ ଆସିଥିଲେ । କାମ ସାରି ଫେରିବା ବାଟରେ…