Latest Odisha News

BREAKING NEWS

ଆରମ୍ଭ ହେଲା ସକାଳୁଆ ସ୍କୁଲ୍, ଖୋଲିଲା ଅଙ୍ଗନୱାଡ଼ି

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଭିତରେ ଆଜିଠୁ ପୁଣି ସକାଳୁଆ ସ୍କୁଲ୍ ଆରମ୍ଭ ହୋଇଛି । ଆଜି ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ, ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଦିନ…

ପେଟ ଗ୍ୟାସ୍‌ରେ ପୀଡ଼ିତ କି ? ତେବେ ଆପଣାନ୍ତୁ ଏହି ଉପାୟ…

ଖାଦ୍ୟ ହଜମ ନହେବା ଏକ ସାଧାରଣ ସମସ୍ୟା  । ଆଜିକାଲିର ଖାଦ୍ୟପାନୀୟ ପାଇଁ ପେଟ ସମସ୍ୟା ଅଧିକ ମାତ୍ରାରେ ବଢ଼ି ବଢ଼ି ଚାଲିଛି । କିନ୍ତୁ ଏହି ସମସ୍ୟା ଦୂର ନହେଲେ ଆପଣଙ୍କୁ ଭାରି ପଡ଼ିପାରେ । କାରଣ ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଖାଦ୍ୟପେୟରେ ଅନିୟମିତତା…

ୟଶରାଜ ପ୍ରଡକ୍ସନର ରଣବୀର ସିଂଙ୍କୁ ନାଁ

ମୁମ୍ବାଇ: ୟଶରାଜ ଫିଲ୍ମସ ବ୍ୟାଣ୍ଡ ବାଜା ବାରାତ ମାଧ୍ୟମରେ ରଣବୀର ସିଂ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଅନେକଗୁଡିଏ ହିଟ ଫିଲ୍ମ ଦେଇ ନିଜ କ୍ୟାରିୟରକୁ ସୁଦୃଢ କରିଥିଲେ । କରୋନା ମହାମାରୀ ପରେ ତାଙ୍କ ବେଳା ଖରାପ ପଡିଛି କହିଲେ ଭୁଲ ହେବନି । ବହୁ ପ୍ରତୀକ୍ଷିତ ଫିଲ୍ମ ୮୩,…

ଏମିତି ଏକ ମନ୍ଦିର: ଯେଉଁଠି ଜୋତା, ଟୋପି, ଚଷମା କରାଯାଏ ପୂଜା

ଭୋପାଳ: ଲୋକେ ମନସ୍କାମନା ପୂରଣ ପାଇଁ କ’ଣ ନାହିଁ କ’ଣ କରିଥାନ୍ତି । କେହି ମିଠା, ପ୍ରସାଦ ଦେଉଥିବା ବେଳେ ଆଉ କେହି ଶାଢି,ଚୁଡ଼ି ଠାକୁରଙ୍କ ପାଖରେ ଅର୍ପଣ କରିଥାନ୍ତି । କିନ୍ତୁ ଏମିତି ଏକ ମନ୍ଦିର ଅଛି ଯେଉଁଠି ନିଜର ମାନସିକ ପୂରଣ କରିବାକୁ ଏକ ଅଜବ ପରମ୍ପରା ଚଳି ଆସୁଛି । ଶ୍ରଦ୍ଧାଳୁ ନିଜର…

ଅଫିସରେ ଆୟୋଜନ ହେଲା ଲଟେରୀ: କର୍ମଚାରୀ ଜିତିଲେ ବର୍ଷକର ଛୁଟି ସହ ପୁରା ଦରମା

ଚୀନ: ସରକାରୀ ହେଉ ବା ବେସରକାରୀ ଅଫିସରେ କର୍ମଚାରୀମାନଙ୍କୁ କିଛି ଦିନ ଛୁଟି ମିଳିଥାଏ । ଶରୀର ଅସୁସ୍ଥ ହେଉ ବା କୌଣସି ବ୍ୟକ୍ତିଗତ କାମ ପାଇଁ କର୍ମଚାରୀମାନେ ଛୁଟି ନେଇଥାନ୍ତି । କିନ୍ତୁ ଚୀନ୍‌ର ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇଛି । ତାଙ୍କୁ କମ୍ପାନୀ ପକ୍ଷରୁ ବର୍ଷକ ପାଇଁ ଛୁଟି…

ଛୁଟି କାଟିବାକୁ ଏକାଠି ଗଲେ ଜାହ୍ନବୀ,ଶିଖର

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଶିଖର ପହାଡିଆଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଉଭୟ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତିି । ରବିବାର ସକାଳେ ଜାହ୍ନବୀ ଓ ଶିଖରଙ୍କୁ ମୁମ୍ବାଇ…

ଘରୋଇ ଟୁର୍ଣ୍ଣାମେଂଟର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ସିଜନରୁ ଘରୋଇ ଟୁର୍ଣ୍ଣାମେଂଟର ପୁରସ୍କାର ରାଶି ବୃଦ୍ଧି କରିଛି । ରବିବାର ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏ ସମ୍ପର୍କରେ ସୂଚନା ଦେଇଥିଲେ । ରଣଜୀ ଚାମ୍ପିୟନଙ୍କୁ ଏବେ ୨ କୋଟି ବଦଳରେ ୫କୋଟି ଟଙ୍କା ମିଳିବ । ମହିଳା ସିନିୟର ଦିନିକିଆ…

ଉତ୍କଳ ବିଶ୍ବବିଦ୍ୟାଳୟରେ ସମ୍ପୂର୍ଣ୍ଣ ସ୍ୱୟଂଞ୍ଚାଳିତ ପରିଜା ପାଠାଗାର ଓ ଡିଜିଟାଲ ପାଠାଗାର ଉଦଘାଟିତ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ସ୍ୱୟଂଞ୍ଚାଳିତ ପରିଜା ପାଠାଗାର ସହ ଡିଜିଟାଲ ପାଠାଗାରକୁ ଆଜି ପରିଜା ପାଠାଗାର ଇତିହାସରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଇ ପାରେ । କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ସମ୍ପୂର୍ଣ୍ଣ ସ୍ୱୟଂଞ୍ଚାଳିତ ପାରିଜା ପାଠାଗାରକୁ ଉଦଘାଟନ କରିଥିଲେ । ଏହି ପାଠାଗାରରେ ଆର. ଏଫ.…

ରାତି ଅଧରେ ହଠାତ୍ ମନ୍ଦିରରେ ବାଜିଲା ଘଣ୍ଟି ଓ ଡ଼୍ରମ୍‌, ଲୋକେ ଭୟଭୀତ

ନୈନିତାଲ: ଏକ ମନ୍ଦିରରେ ହଠାତ୍ ଅଧରାତିରେ ଅଚାନକ ଘଣ୍ଟି ଓ ଡ଼୍ରମ ବାଜି ଉଠିଲା । ଏହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ରାତିରେ କିଏ ଘଣ୍ଟି ଓ ଡ଼୍ରମ ପିଟୁଛି ଭାବି ଗ୍ରାମବାସୀ ମନ୍ଦିରରେ ଆସି ପହଞ୍ôଚଲେ । ଆଉ ସେଠାରେ ଯାହା ଦେଖିଲେ ଦୀର୍ଘ ନିଶ୍ୱାସ ନେଲେ । ନୈନିତାଲର ଥାଣ୍ଡି…

୨୦ ଦେଶର ପ୍ରତିନିଧିଙ୍କୁ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଅପ୍ରେଲ୍‍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି କିଟ୍‍ ବିଶ୍ୱବିଦ୍ୟାଳୟ ଚାଲୁଥିବା ସମ୍ମାନଜନକ ୟୁଥ-୨୦ କନ୍‍ସଲ୍‍ଟେସନ୍‍ ଅବସରରେ ଆମେରିକା, ବ୍ରିଟେନ୍‍, ଜର୍ମାନ୍‍, ୟୁକ୍ରେନ୍‍, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲ୍‍ଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦ ଦେଶର…