୨୬/୧୧ ଆକ୍ରମଣର ଦୋଷୀ ତହବ୍ବୁର ରାଣା ବିରୋଧରେ ୪୦୫ ପୃଷ୍ଠା ଚାର୍ଜ ସିଟ୍ ଦାଖଲ
ମୁମ୍ବାଇ: ମୁମ୍ବାଇ କ୍ରାଇମ ବ୍ରାଞ୍ଚ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଦୋଷୀ ତହବ୍ବୁର ରାଣାଙ୍କ ବିରୋଧରେ ୪୦୫ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ପାକିସ୍ତାନୀ ମୂଳର କାନାଡିୟ ନାଗରିକଙ୍କ ବିରୋଧରେ ଏହା ହେଉଛି ଚତୁର୍ଥ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍। ୟୁଏପିଏ ଏବଂ ଏକ୍ସପ୍ଲେସିଭ ଅଧିନିୟମ…