Latest Odisha News

BREAKING NEWS

୧୯୭୫ ଦିନିକିଆ ବିଶ୍ୱକପ କ୍ରିକେଟ: ୱେଷ୍ଟଇଣ୍ଡିଜ ଚାମ୍ପିୟନ, ଚର୍ଚ୍ଚାରେ ଗାଭାସ୍କରଙ୍କ ୩୬ ରନ

ଏଥର ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜନ କରାଯିବ । ଅକ୍ଟୋବର ୫ରୁ ଏହି ମହାକୁମ୍ଭ ଆରମ୍ଭ ହୋଇଯିବ । ୧୯୮୩, ୨୦୧୧ ପରେ ଟିମ ଇଣ୍ଡିଆ ଘରୋଇ ପରିବେଶରେ ପୁନର୍ବାର ଚାମ୍ପିୟନ ହେବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ଆସନ୍ତୁ ନଜର ପକାଇବା ୧୯୭୫ ପ୍ରାରମ୍ଭିକ ସଂସ୍କରଣ ଉପରେ ।…

ତିନୋଟି ସ୍ଥାନରେ ରିସେପ୍ସନ ପାର୍ଟି ଦେବେ ପରିଣୀତି-ରାଘବ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ଏବେ ପ୍ରଶଂସକଙ୍କ ନଜର ସେମାନଙ୍କ ରିସେପ୍ସନ ପାର୍ଟି ଉପରେ…

ବଜ୍ରପାତରେ ଜଣେ ସ୍କୁଲ ଛାତ୍ରୀ ସମେତ ପରିବାରର ତିନି ମୃତ

ଧର୍ମଗଡ଼: ମଙ୍ଗଳବାର ଅପରାହ୍ନ ପାଞ୍ଚଟା ବେଳେ ହୋଇଥିବା ବଜ୍ରପାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗ୍ରାମର ଲିମଗୋଛିଆ ପରିବାର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ନବମ ଶ୍ରେଣୀ ଝିଅ ଥିବା ସୂଚନା ମିଳିଛି। ସୁଚନା ଅନୁଯାୟୀ…

ଏକକାଳୀନ ୧୬ଟି ଚାକିରି କରିଥିଲେ ମହିଳା, ସବୁଠୁ ଦରମା ବି ନେଉଥିଲେ, ଏବେ ଜେଲରେ

ଚୀନ୍‌: ଭଲ ଚାକିରି ଖଣ୍ଡେ ପାଇଁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । ଏଥିରେ କେହି କେହି ସଫଳ ହେଉଥିବା ବେଳେ ଆଉ କିଏ ନିରାଶ ବି ହୋଇଥାନ୍ତି । ହେଲେ ଚୀନ୍‌ର ଜଣେ ମହିଳା ଏକକାଳୀନ ୧୬ଟି କମ୍ପାନୀରେ ଚାକିରି କରିବା ମହଙ୍ଗା ପଡ଼ିଛି । ଶେଷରେ ତାଙ୍କୁ ଠକେଇ ଅଭିଯୋଗରେ ଜେଲ ଯିବାକୁ ପଡ଼ିଛି ।…

ଗବେଷଣାରେ ଖୁଲାସା: ବେଶୀ ଲୁଣ ଖାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟମାନେ ଅନ୍ୟ ଦେଶ ତୁଳନାରେ ବେଶୀ ଲୁଣ ଖାଇଥାନ୍ତି ବୋଲି ଏକ ଷ୍ଟଡିରେ ଜଣାପଡିଛି । ନେଚର ପୋର୍ଟଫୋଲିଓରେ ପ୍ରକାଶିତ ଷ୍ଟଡିରେ ଏହି ତଥ୍ୟ ପ୍ରକାଶ ପାଇଛି । ସାଧାରଣତଃ ଜଣେ ବ୍ୟକ୍ତିକୁ ଦିନକୁ ୫ ଗ୍ରାମ ଲୁଣ ଖାଇବା କଥା । ମାତ୍ର ଅଧିକାଂଶ ଭାରତୀୟ ପ୍ରତ୍ୟେକ ଦିନ ୮ଗ୍ରାମ…

ନାଗା ଚୈତନ୍ୟଙ୍କୁ ଜୀବନସାଥୀ କରିବା ମୋର ଲକ୍ଷ୍ୟ, ଏମିତି କିଛି ଖୁଲମ୍‌ଖୁଲା କହିଲେ ଏହି ଅଭିନେତ୍ରୀ

ଚେନ୍ନାଇ: ସାଉଥ ସୁପରଷ୍ଟାର ନାଗା ଚୈତନ୍ୟଙ୍କୁ ଜୀବନସାଥୀ କରିବା ମୋର ଲକ୍ଷ୍ୟ । ଚୈତନ୍ୟଙ୍କୁ ବିବାହ କଲେ ନିଜକୁ ଭାଗ୍ୟବାନ ମନେ କରିବି ବୋଲି ଏମିତି କିଛି ଖୁଲମ୍‌ଖୁଲା କହିଛନ୍ତି ସାଉଥ୍ ଅଭିନେତ୍ରୀ ରିତୁ ଚୌଧୁରୀ । ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।…

ରାହୁଲଙ୍କ ଚିତ୍ରକଳାକୁ ଦେଖି ପ୍ରଶଂସା କଲେ ଶାହାରୁଖ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ସଦର ମହକୁମା ନୂଆସାହିର ରାହୁଲ ପାତ୍ରଙ୍କ ଚିତ୍ରକଳା ଦେଖି ପ୍ରଶଂସା କରିଛନ୍ତି ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ । ରାହୁଲ ପ୍ରଧାନୀଗୁଡ଼ା କାଜୁମିଲଠାରେ ଶାହାରୁଖଙ୍କ ଫିଲ୍ମ ‘ଯବାନ’ର ୧୦ଫୁଟ୍ ଉଚ୍ଚତା ଓ ୬ଫୁଟ୍ ଲମ୍ବ ବିଶିଷ୍ଟ ଏକ ଫଟୋ ଚିତ୍ର…

ପାକିସ୍ତାନ କ୍ରିକେଟରେ କେନ୍ଦ୍ରୀୟ ଚୁକ୍ତି ନେଇ ଖେଳାଳି, ବୋର୍ଡ ମଧ୍ୟରେ ଘନେଇଲା ବିବାଦ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବା ପାଇଁ ପାକିସ୍ତାନ ଟିମକୁ ଭାରତୀୟ ଭିଜା ମିଳିସାରିଛି । ତେବେ ଏ ସବୁ ସତ୍ୱେ ପାକିସ୍ତାନ ଟିମର ଖେଳାଳିମାନେ ବିଶ୍ୱକପ ପ୍ରସ୍ତୁତି ଠିକ ଭାବେ କରି ପାରୁ ନାହାନ୍ତି । ପାକିସ୍ତାନ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୯୯୨ ବିଶ୍ୱକପ…

କଲେଜିୟମ ସୁପାରିସକୁ ଅନୁମୋଦନରେ ବିଳମ୍ବ, କେନ୍ଦ୍ର ସରକାରଙ୍କ ଉପରେ ରାଗିଗଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଲେଜିୟମ ଦ୍ୱାରା ସୁପାରିସ କରାଯାଇଥିବା ବିଚାରପତିଙ୍କ ନାମକୁ ମଞ୍ଜୁର କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏପରି ବିଳମ୍ବତା ଓକିଲଙ୍କ ମନୋବଳ ଏବଂ ଦେଶରେ ନ୍ୟାୟର ମାନକୁ ପ୍ରଭାବିତ କରୁଛି ବୋଲି କୋର୍ଟ…

ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହିବେ, ଉଚ୍ଚଶିକ୍ଷା ବିଭାଗ ଉଚ୍ଚସ୍ତରୀୟ ବୈଠକରେ ସୁପାରିସ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧିକ ଦୃଢ଼ ଓ ଶୃଙ୍ଖଳିତ ହେବ। ଏନେଇ ଚଳିତ ବର୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଲେଜରେ ଅଧ୍ୟାପକମାନେ ୭ ଘଣ୍ଟା କାଳ ରହିବେ। ଅଧ୍ୟାପକଙ୍କ ଦୈନିକ ଉପସ୍ଥାନ ୭ ଘଣ୍ଟା ରଖିବାକୁ ସୁପାରିସ କଲା ଉଚ୍ଚଶିକ୍ଷା ବିଭାଗ। ସୂଚନା ଅନୁସାରେ…