Latest Odisha News

BREAKING NEWS

‘ଟିମ୍ ଇଣ୍ଡିଆ’ ଜର୍ସି ପିନ୍ଧି ଫିଲ୍ମ ‘ଆନିମଲ୍‌’ର ପ୍ରମୋସନ କଲେ ରଣବୀର

ମୁମ୍ବାଇ: ମୁମ୍ବାଇର ‘ୱାଙ୍ଖେଡ଼େ ଷ୍ଟାଡିୟମ୍‌’ରେ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ୨୦୨୩ର ପ୍ରଥମ ସେମି-ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲଶ । ଏହି ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ବହୁ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଭିଡ଼ ଜମାଇଥିଲେ । ସେମାନଙ୍କ ମଧ୍ୟରେ ରଣବୀର କପୁର ମଧ୍ୟ…

ମାଆ ହେବାକୁ ଯାଉଛନ୍ତି ଅଙ୍କିତା, ବିଗ୍ ବସ୍ ଘରେ ଦେଲେ ଗୁଡ଼୍ ନ୍ୟୁଜ

ମୁମ୍ବାଇ : ଛୋଟ ପରଦାର ଲୋକପ୍ରିୟ ରିୟଲିଟି ଶୋ ବିଗ୍‌ବସ । ବିଗ୍‌ବସ ସିଜିନ୍ ୧୭ରେ ପ୍ରତିଯୋଗୀ ସାଜିଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ସ୍ୱାମୀ ଭିକି ଜୈନ । ବିଗ୍‌ବସ ଆରମ୍ଭରୁ ହିଁ ଘରେ ଉପୟଙ୍କ ମଧ୍ୟରେ ଝଗଡା ଚାଲିଛି । ଦୁହେଁ ପରସ୍ପରକୁ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି ।…

୧୮ ବର୍ଷ ଧରି ଏହି ରୋଗରେ ପୀଡ଼ିତ ନିକ୍‌

ମୁମ୍ବାଇ: ବଲିଉଡ୍ ଓ ହଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ଏବେ ତାଙ୍କ ସ୍ୱାମୀ ନିକ୍ ଜୋନାସ ଏବଂ ଝିଅ ମାଳତୀ ମେରିଙ୍କ ସହିତ ଆମେରିକାରେ ରହୁଛନ୍ତି । ସେ ଭାରତଠାରୁ ଦୂରରେ ଅଛନ୍ତି ସତ କିନ୍ତୁ ସେ କୌଣସି ନା କୌଣସି ଖବରକୁ…

ପଡ଼ିଆରେ ବିରୁଷ୍କାଙ୍କ ‘ଫ୍ଲାଇଂ କିସ୍‌’ ଆଦାନପ୍ରଦାନର ଭିଡିଓ ଭାଇରାଲ

ମୁମ୍ବାଇ : ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ପୁଣି ଥରେ ବିରାଟ କୋହଲି ଦମଦାର ବ୍ୟାଟିଂ କରିଛନ୍ତି । ବିରାଟ କୋହଲି ଆଜିର ମ୍ୟାଚରେ ନିଜର ୫୦ତମ ଏକଦିବସୀୟ ଶତକ ହାସଲ କରିବା ପରେ ସଚିନଙ୍କ ୪୯ଟି ଦିନିକିଆ ଶତକ ରେକର୍ଡକୁ…

ଦୁନିଆର ସବୁଠୁ ବଡ଼ ନାମ: ପଢ଼ିବାକୁ ଲାଗିବ ଘଣ୍ଟେ ସମୟ

ସ୍ୱିଡେନ: ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ହେଉଛି ତାଙ୍କର ପରିଚୟ । ତାଙ୍କ ନାମ ମଧ୍ୟ ତାଙ୍କର ଭାବମୂର୍ତ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ । ଏହି କାରଣରୁ ମାତାପିତାମାନେ ସେମାନଙ୍କ ପିଲାମାନଙ୍କର ନାମକୁ ଭାବିଚିନ୍ତି ନାମକରଣ କରିଥାନ୍ତି । ଏମିତି ନାମ ବଛା ହୋଇ ଦିଆଯାଇଥାଏ ଯେମିତି କି…

ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ, ମହମ୍ମଦ ସାମି ବାଃ ବାଃ

ମୁମ୍ବାଇ: ପରମ୍ପରା ଭାଙ୍ଗି ଶେଷରେ ନକ ଆଉଟରେ ୭୦ ରନରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଆଉ ଫାଇନାଲରେ ୧୨ ବର୍ଷ ପରେ ଏଣ୍ଟ୍ରି ମାରିଛି ଭାରତ। ଓ୍ବାଙ୍ଖଡେରେ ଭାରତର ୩୯୭ ରନର ବିଶାଳ ସ୍କୋରକୁ ପିଛା କରି ଶେଷରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ବିଶାଳ ସ୍କୋର ଲକ୍ଷ୍ୟ…

ଦେବଗିରି ଆଶ୍ରମ ସନ୍ୟାସୀ ସ୍ୱରୁପାନନ୍ଦଙ୍କୁ ମରଣାତ୍ମକ ଆକ୍ରମଣ

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଳକ ଦେବଗିରି ଶୈବପୀଠ ସ୍ଥିତ ଆଶ୍ରମରେ ରହୁଥିବା କ୍ରାନ୍ତିକାରୀ ସନ୍ଥ ତଥା ସନ୍ୟାସୀ ସ୍ୱରୁପାନନ୍ଦ ଗିରି ଓରଫ ସରୋଜ କୁମାର ନାୟକଙ୍କୁ ମରଣାତ୍ମକ ଆକ୍ରମଣ। କଲ୍ୟାଣସିଂହପୁରଠାରେ ଜନୈକ ବ୍ୟକ୍ତି ମରଣାତ୍ମକ ଆକ୍ରମଣ କରିଛନ୍ତି। ଏନେଇ କଲ୍ୟାଣସିଂହପୁର ଥାନରେ ଏତଲା…

ବେଦାନ୍ତ ଆଲୁମିନିୟମର ନିମ୍ନ କାର୍ବନ ଉତ୍ପାଦ ଯୋଗାଣରେ ପ୍ରଥମ ଭାରତୀୟ ଗ୍ରାହକ ଗ୍ଲୋବାଲ ଆଲୁମିନିୟମ

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ହେଉଛି ଭାରତର ବୃହତ ଆଲୁମିନିୟମ ଉତ୍ପାଦକ । ଏହା ତେଲେଙ୍ଗାନାରେ ଅବସ୍ଥିତ ଏକ ଅଗ୍ରଣୀ ଆଲୁମିନିୟମ ଏକ୍ସଟ୍ରୁଜନ କମ୍ପାନି ଗ୍ଲୋବାଲ ଆଲୁମିନିୟମ ପିଭି ଲିମିଟେଡକୁ ଦେଶର ପ୍ରଥମ ନିମ୍ନ କାର୍ବନଯୁକ୍ତ ସବୁଜ ଆଲୁମିନିୟମ ରେଷ୍ଟୋରାକୁ ପଠାଇଛି । ଅର୍ଡ଼ରର ଏକ…

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନବରଙ୍ଗପୁର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଖାତିଗୁଡା ପୋଲିସ । ମୃତକ ହେଲେ ଖାତିଗୁଡା ଗ୍ରାମର ପଦ୍ମନ ଦଳେଇଙ୍କ ପୁଅ ଟଙ୍କଧର ଦଳେଇ । ସୂଚନା…

‘ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ‘ଆମ ହସ୍ପିଟାଲ’ ଯୋଜନା’

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ହେଉଛି 'ଆମ ହସ୍ପିଟାଲ ଯୋଜନା'। ଏହି ଯୋଜନାରେ ଡାକ୍ତରଖାନାର ଉନ୍ନତିକରଣ ସହିତ ରୋଗୀ ଓ ଅନ୍ୟାନ୍ୟ ସେବା ପାଇଁ ସମସ୍ତ ମୌଳିକ ସୁବିଧାକୁ ବ୍ୟବସ୍ଥିତ କରାଯିବ।…