Latest Odisha News

BREAKING NEWS

‘ବିରୋଧୀ’ ଏଥର ଯୋଡି ନ ହେଲେ ସଫା !

ଭୁବନେଶ୍ୱର: ବିରୋଧୀଙ୍କ ପାଇଁ ଏବେ କର ବା ମର ସ୍ଥିତି। ବିଭିନ୍ନ ପ୍ରକାର ଦୁର୍ନୀତିରେ ବିରୋଧୀ ଦଳଗୁଡିକ ଉପରେ ବିଜେପିର ଲଗାତର ଆଟାକକୁ ନେଇ ବିରୋଧୀ ଅଣନିଶ୍ୱାସୀ ହୋଇ ପଡ଼ିଥିବା କୁହାଯାଉଛି। ଏପରିକି ଅଣବିଜେପି ଦଳ ଓ ନେତାଙ୍କ ଉପରେ ଲଗାତର ବିଭିନ୍ନ ପ୍ରସଙ୍ଗକୁ ନେଇ ଇଡି, ସିବିଆଇ ଓ…

୪୦ ଉପରେ ୨୫ ସହର, ୪୪ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବାରିପଦା

ଭୁବନେଶ୍ୱର: ଆଜି ବି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ଗତକାଲି ଭଳି ଆଜି ବି ରାଜ୍ୟର ଉତ୍ତପ୍ତ ସହର ହେଉଛି ବାରିପଦା । ବାରିପଦାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୫ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।…

ଚୀନର କୃତ୍ରିମ ସୂର୍ଯ୍ୟ ଦ୍ୱାରା ପୁନର୍ବାର ବିଶ୍ୱରେକର୍ଡ

ବେଜିଂ: ଚୀନର କୃତ୍ରିମ ସୂର୍ଯ୍ୟ ପୁନର୍ବାର ବିଶ୍ୱରେକର୍ଡ ସ୍ଥାପନ କରିଛି । ଏକ୍ସପେରିମେଂଟାଲ ଆଡଭାନ୍ସ ସୁପରକଣ୍ଡକଟିଙ୍ଗ ଟୋକମାକ ନାମକ ଏହି କୃତ୍ରିମ ସୂର୍ଯ୍ୟ ୭ ମିନିଟ ପର୍ଯ୍ୟନ୍ତ ଅତ୍ୟଧିକ ଉତପ୍ତ ଓ କଂଟେଟେଡ ପ୍ଲାଜାମା ପ୍ରସ୍ତୁ କରିଛି । ପ୍ଲାଜାମର ଉତାପ ୧୦ କୋଟି ଡିଗ୍ରୀ ସେଲସିୟସ…

ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ପ୍ରଶଂସା କଲେ ପଲକ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଛନ୍ତି । ସେ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ ଭାଇ କିସି ଜାନ’ ରେ ନଜର ଆସିଛନ୍ତି । ଏହାକୁ ନେଇ ପଲକ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତିି । ପୂର୍ବରୁ ପଲକ ଓ ସୈଫ ଅଲି ଖାନଙ୍କ ପୁଅ…

୩୦ ସେକେଣ୍ଡରେ କୋରିଆନ୍ ଭାଷା ଶିଖାଉଛନ୍ତି ଯୁବକ: ଶିଖିବାକୁ ବଢୁଛି ଲୋକଙ୍କ ଆଗ୍ରହ

ନୂଆଦିଲ୍ଲୀ: ବୟସ ଯାହା ହେଉନା କାହିଁକି, ସମସ୍ତେ ସବୁକିଛି ଶିଖିବା ଉଚିତ୍ । କିନ୍ତୁ ଯେତେବେଳେ ଏକ ଭାଷା ଶିଖିବାକୁ ପଡ଼େ, ଅନେକ ଲୋକ ଏଥିପ୍ରତି ମୁହଁ ଫେରାଇ ନିଅନ୍ତି । ଯଦି ଆପଣ କୋରିଆନ୍ ଏବଂ ଚାଇନିଜ୍ ଶିଖିବାକୁ ଚାହାଁନ୍ତି, ତେବେ ଏହା ଆହୁରି କଷ୍ଟସାଧ୍ୟ ଅଟେ । ତେବେ ସୋସିଆଲ ମିଡିଆରେ…

‘କର୍ଣ୍ଣାଟକ ନିର୍ବାଚନ’ ଭାଗ ହେବନି ଅଣବିଜେପି ଭୋଟ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ମାତ ଦେବାକୁ ବିରୋଧୀଙ୍କ ନୂଆ ଯୋଜନା। ଅଣବିଜେପି ଭୋଟକୁ ଭାଗ ଭାଗ ନ କରିବାକୁ ବଡ଼ ଯୋଜନା ହୋଇଥିବା ଦେଖାଯାଇଛି। ସେଥିପାଇଁ କର୍ଣ୍ଣାଟକର ଉପକୂଳ ଜିଲ୍ଲାର ସିଟ ଗୁଡିକରେ ସିପିଆଇ ଓ ସିପିଆଇ(ଏମ) ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।…

କପିଲ ଶର୍ମା’ ଶୋ’ରେ ସଲମାନ : ମଜାଳିଆ ଢଙ୍ଗରେ ‘ଜାନ’ ଶବ୍ଦର କଲେ ବାଖ୍ୟା

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ\'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତିି । ସଲମାନଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏବେ ସଲମାନ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ସଲମାନ ତାଙ୍କ ଫିଲ୍ମର…

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଆସାମର ବିହୁ ନୃତ୍ୟ

ନୂଆଦିଲ୍ଲୀ: ଆସାମର ପାରମ୍ପାରିକ ବିହୁ ନୃତ୍ୟ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଗୋଟିଏ ସ୍ଥାନରେ ଏକ ସଙ୍ଗରେ ୧୧ ହଜାରରୁ ଅଧିକ ନୃତ୍ୟ ଶିଳ୍ପୀ ଏବଂ ଡ୍ରମ ବାଦକଙ୍କ ପ୍ରଦର୍ଶନ ଯୋଗୁ ଏହା ସମ୍ଭବପର ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏ ସମ୍ପର୍କରେ ସୂଚନା…

‘ପ୍ଲିଜ ମୋଦିଜୀ..ଆମ ପାଇଁ ଏକ ଭଲ ସ୍କୁଲ କରିଦିଅ…‘ ଭାଇରାଲ ହେଲା କୁନି ଝିଅର ଭାବପ୍ରବଣ ଭିଡିଓ

କଠୁଆ: ସାରା ଦେଶରେ ସରକାରୀ ସ୍କୁଲର ଅବସ୍ଥା କ’ଣ ସମସ୍ତେ ଜାଣନ୍ତି । ହେଲେ ଜାଣନ୍ତିନି ନେତା, ମନ୍ତ୍ରୀ,.. । ସରକାର ଯଦିଓ ସରକାରୀ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ତାହା ଯଥେଷ୍ଟ ନୁହେଁ । ସରକାରୀ ସ୍କୁଲର ଏପରି ଅବସ୍ଥା ଏବଂ ସରକାରୀ ଅବହେଳା ଏଇ…

ଦିଲ୍ଲୀରେ ଏପ୍ରିଲ ୧୫ରୁ ବନ୍ଦ ହେବ ବିଜୁଳି ସବସିଡ

ନୂଆଦିଲ୍ଲୀ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏପ୍ରିଲ ୧୫ରୁ ବିଜୁଳି ସବସିଡ ବନ୍ଦ ହୋଇପାରେ ବୋଲି ଘୋଷଣା କରିଛି । ଶକ୍ତିମନ୍ତ୍ରୀ ଆତିଶୀ କହିଛନ୍ତି ଦିଲ୍ଲୀର ୪୬ ଲକ୍ଷ ପରିବାରଙ୍କ ବିଜୁଳି ସବସିଡ ଶେଷ ହେଉଛି । ସେ ଏଥିପାଇଁ ଦିଲ୍ଲୀ ଏଲଜି ଭିକେ ସକ୍ସେନାଙ୍କୁ ପରୋକ୍ଷରେ ଦାୟର କରିଛନ୍ତି ।…