Latest Odisha News

BREAKING NEWS

ସାନିଟାଇଜ୍‌ ହେଲା ଆଲିଆଙ୍କ ଘର

ନୂଆଦିଲ୍ଲୀ: ବିଏମସି ବର୍ତ୍ତମାନ ଆଲିଆ ଭଟ୍ଟଙ୍କ ପୂରା ବିଲ୍ଡିଂକୁ ସାନିଟାଇଜ୍‌ କରିଥିବା ସୂଚନା ମିଳିଛି। କରଣ ଜୋହରଙ୍କ ରାତ୍ରି ଭୋଜନରେ ସାମିଲ ହୋଇଥିବା ଅଭିନେତ୍ରୀ କରୀନା କପୁର, ଅମୃତା ଆରୋରା, ସୀମା ଖାନ ଏବଂ ମହିପ କପୁରଙ୍କ ସମେତ ଆଲିଆ ଭଟ୍ଟ ମଧ୍ୟ ସାମିଲ୍‌ ଥିଲେ। କିନ୍ତୁ ଆଲିଆଙ୍କ…

କିରଣ୍ଡଲ-ବିଶାଖାପାଟଣା ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: କୋରାପୁଟରେ ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ । ଆଜି ଭୋର ସକାଳୁ ୪ଟା ସମୟରେ କିରଣ୍ଡଲରୁ ବିଶାଖାପାଟଣା ଯାଉଥିବାବେଳେ ଲାଇନଚ୍ୟୁତ ହୋଇଛି । ଓଡ଼ିଶା ଛତିଶଗଡ଼ ବଡର ଭନସି ନିକଟରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ୫ଟି ବଗି ଲାଇନଚ୍ୟୁତ ହୋଇଛି । କିରଣ୍ଡଲଠାରୁ କୋରାପୁଟ…

ଭଡ଼ାଘର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କଳିଷଠା ଷାଠିଏ ଯଦି, ତାହେଲେ ତିନି ଭାଗ ଜୀବନ ଜୀଇଁ ସାରିଲାଣି ମଣିଷ । ସେଥିରୁ ପ୍ରାୟ ୨୫ ବର୍ଷ ବିତିଗଲାଣି ଭଡ଼ାଘରେ। ଛାତ୍ର ଥିଲା ବେଳେ କେବେ ହଷ୍ଟେଲରେ ତ ଆଉ କେବେ କାହା ଘର ଭଡ଼ା ନେଇ ନିଜର ଉଠାଚୁଲି ଆଉ ପକା ଖଲି ଜୀବନ…

କେନ୍ଦୁଝରରେ ମାତିଛନ୍ତି ୧୪ ଟିକିଆ ହାତୀପଲ , ନଷ୍ଟ କରୁଛନ୍ତି ଫସଲ

କେନ୍ଦୁଝର : କେନ୍ଦୁଝରରେ ମାତିଛନ୍ତି ହାତୀ । ଚାଷୀଙ୍କ ଧାନ ବିଲରେ ଚାଷ ହୋଇଥିବା ଏକର ଏକର ପାଚିଲା ଧାନ କ୍ଷେତ ସବୁ ନଷ୍ଠ କରିଦେଇଛନ୍ତି ୧୪ ଟିକିଆ ହାତୀପଲ୍ଲ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗାଁରେ ହାତୀପଲ ପଶି ଚାଷ ସବୁ ନଷ୍ଟ ହୋଇଯାଇଛି ।…

୧୫ ମିଲିୟନରୁ ଅଧିକ ମୂଲ୍ୟରେ ନିଲାମ ହେବ ଦୁନିଆର ପ୍ରଥମ SMS

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଦୁନିଆର ପ୍ରଥମ ଏସ୍ଏମ୍ଏସ୍ ନିଲାମ କରିବାକୁ ଯାଉଛି। ଏହି ଦୁନିଆର ପ୍ରଥମ SMS ଥିଲା। ଯାହା ୧୪ ଟି ଶବ୍ଦରେ ଥିଲା। ଏହା ୧.୫ କୋଟିରୁ ଅଧିକ ମୂଲ୍ୟରେ ନିଲାମ ହେବାକୁ ଯୋଜନା କରାଯାଉଛି। କମ୍ପାନୀ କହିଛି ଯେ ଏହି SMS କୁ ଏକ (NFT) ଭାବରେ ନିଲାମ…

୧୧ ଦିନ ପାଇଁ ହସିବା ଓ କାନ୍ଦିବା ମନା; ନିୟମ ଉଲ୍ଲଘଂନ କଲେ ମିଳିବ କଠୋର ଦଣ୍ଡ

ନୂଆଦିଲ୍ଲୀ: ସବୁବେଳେ ଅଜବଗଜବ ନିୟମ ପାଇଁ ଉତ୍ତର କୋରିଆ ଚର୍ଚ୍ଚାରେ ରହିଥାଏ। ଏବେ କିମ ଜୋଙ୍ଗ ଉନ ସରକାର ହସିବା, ମଦ ପିଇବା, ଖାଦ୍ୟଦ୍ରବ୍ୟ କିଣାକିଣି ଉପରେ ବ୍ୟାନ୍‌ ଲଗାଇଛନ୍ତି। ଏହି ନିଷେଧାଦେଶ ୧୧ ଦିନ ପାଇଁ ରହିଛି। କାରଣ ପ୍ୟୋଙ୍ଗୟାଙ୍ଗ ଏହାର ପୂର୍ବତନ ନେତା କିମ ଜୋଙ୍ଗ ଇଲ୍‌ଙ୍କ…

ଜାପାନର ଏକ କୋଠାରେ ନିଆଁ ଲାଗି ୨୭ଜଣଙ୍କ ମୃତ୍ୟୁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଟୋକିଓ: ଜାପାନ ଓସାକାରେ ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୨୭ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଓସାକା ସହରର ଅଗ୍ନିଶମ ବିଭାଗର ଅଧିକାରୀ ଆକିରା କିଶିମୋଟୋ କହିଛନ୍ତି, କିଟାସିଞ୍ଚିର ଏକ ସପିଂ ଏବଂ ମନୋରଞ୍ଜନ ଅଞ୍ଚଳରେ ଏକ ଆଠ ମହଲା କୋଠାର ଚତୁର୍ଥ…

ଆଇପିଏସ୍‌ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର : ସାଇବର ଠକ ହାବୁଡରେ ଆଇପିଏସଙ୍କ ପତ୍ନୀ । ଗତ ଦୁଇ ବର୍ଷ ଭିତରେ ଆଇପିଏସ୍ ସୁଶାନ୍ତ ନାଥଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା କୁଆଡେ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ସୁଶାନ୍ତ ନାଥଙ୍କ ପତ୍ନୀ ଅନୁଜା ତ୍ରିପାଠୀ । ଅନୁଜା…

ଭୟ ବଢାଉଛି ଓମିକ୍ରନ୍‌; ରାଜଧାନୀରୁ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଓମିକ୍ରନ୍‌ର ପେଣ୍ଠସ୍ଥଳୀ ସାଜିଛି ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ମାମଲା ବଢିବାରେ ଲାଗିଛି। ଶୁକ୍ରବାର ଦିନ ରାଜଧାନୀରେ ଓମିକ୍ରନ୍ ଭାରିଆଣ୍ଟର ୧୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମଣର ମୋଟ ମାମଲା…

ଅଟକିଲା ‘ସ୍କିନ୍‌ ଟୁ ସ୍କିନ୍‌ ଟଚ୍‌ ନହେଲେ ଏହାକୁ ରେପ୍‌ କୁହାଯିବ ନାହିଁ’ ବୋଲି ନିଷ୍ପତ୍ତି…

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଜଷ୍ଟିସ୍ ପୁଷ୍ପା ଭି ଗଣେଦୀୱାଲାଙ୍କ ନାମ ସୁପାରିଶ ନକରିବାକୁ ସୁପ୍ରିମକୋର୍ଟ କଲେଜିୟମ୍ ନିଷ୍ପତ୍ତି ନେଇଛି। ଗଣେଦୀୱାଲା ସେହି ବିଚାରପତି, ଯାହାର ନିଷ୍ପତ୍ତି ଅନେକ ବିବାଦ ସୃଷ୍ଟି କରିଥିଲା । ସେ ତାଙ୍କ ବିଚାରରେ କହିଥିଲେ ଯେ ଯଦି…