Latest Odisha News

BREAKING NEWS

ପୁଣି ମୋଦି ସରନେମ ବିବାଦ; ଏପ୍ରିଲ ୨୫ରେ ପାଟନା କୋର୍ଟରେ ହାଜର ହେବା ପାଇଁ ରାହୁଲଙ୍କୁ ନୋଟିସ

ନୂଆଦିଲ୍ଲୀ: ମୋଦି ସରନେମକୁ ନେଇ ବିବାଦ ରାହୁଲଙ୍କ ପିଛା ଛାଡୁନି । ଏହି ବିବାଦକୁ ନେଇ ପ୍ରଥମେ ସଜା, ପରେ ସଦସ୍ୟତା ରଦ୍ଦ । ଏତେ ସବୁ ପରେ ବି ବିବାଦ ଥମିନି । ଏବେ ପାଟଣା ହାଇକୋର୍ଟ ରାହୁଲଙ୍କୁ ନୋଟିସ ଜାରି କରିଛି । ଏପ୍ରିଲ ୨୫ରେ ରାହୁଲ ପାଟନା କୋର୍ଟରେ ହାଜର ହେବା ପାଇଁ ନୋଟିସ…

ସାଢେ ୨ଟା ସୁଦ୍ଧା ଝାରସୁଗୁଡା ଉତ୍ତପ୍ତ ସହର; ରାଜଧାନୀରେ ୩୯.୪ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ୱର: ଆଜି କଲବଲ କରିଛି ଖରା । ସାରା ରାଜ୍ୟ ଆଜି ପ୍ରଚଣ୍ଡ ଗରମ ହାୱାରେ ସୁଝୁଛି ।  ଆଞ୍ଚଳିକ ପାଣିପାଗ ବିଭାଗ ଭବନେଶ୍ୱର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଅପରାହ୍ନ  ୨ଟା ୩୦ ସୁଦ୍ଧା ଝାରସୁଗୁଡା ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ।  ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୨.୪…

ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ, ନାଁରେ ନାହିଁ ଗୋଟିଏ ବି ଅପରାଧିକ ମାମଲା

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ତୃତୀୟ ସର୍ବାଧିକ ଧନୀ ସିଏମ୍ । ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପତ୍ତି ଓ ଅପରାଧିକ ମାମଲା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ADR ( ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମ୍‌ସ ) ରିପୋର୍ଟରୁ ଏହା ଜଣାପଡ଼ିଛି । ନବୀନଙ୍କ…

ରାଜମଣ୍ଡେଇ ଯାତ୍ରାରେ ପିଠିରେ ଚାବୁକ ମାଡ଼ କରି ନୃତ୍ୟ କଲେ କ୍ୟାବିନେଟ ମନ୍ତ୍ରୀ  

ମାଲକାନଗିରି : ସୁକମା ଜିଲ୍ଲାରେ ରାଜମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜମଣ୍ଡେଇ ଯାତ୍ରାରେ ଦେବୀ ମା ଙ୍କୁ ସନ୍ତୁଷ୍ଟ କରିବା ଲାଗି ଖୋଲା ଦେହରେ ନିଜ ପିଠିରେ ଚାବୁକ ମାଡ଼ କଲେ ମନ୍ତ୍ରୀ । ସୂଚନା ମୁତାବକ, ପ୍ରତି ୧୨ ବର୍ଷରେ ଥରେ ସୁକମା ଜିଲ୍ଲାରେ ଅନୁଷ୍ଠିତ ହେଉଥିବା…

କଂଗ୍ରେସ ଅଧ୍ୟକ୍ଷଙ୍କ ଘରେ ବସିଲା ବିରୋଧୀଙ୍କ ଐତିହାସିକ ବୈଠକ

ନୂଆଦିଲ୍ଲୀ: ଏକଜୁଟ ହେଉଛନ୍ତି ବିରୋଧୀ । ଆଜି କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବାସଭବନରେ ବିରୋଧୀଙ୍କ ଐତିହାସକ ବୈଠକ ବସିଛି । ଏହି ବୈଠକ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ଗସ୍ତରେ ଯାଇ କଂଗ୍ରେସ…

ବିଜେପି ମୋ ଉପରେ ୨୪ ଘଣ୍ଟିଆ ନଜର ରଖିଛି-ରାହୁଲ

ନୂଆଦିଲ୍ଲୀ: ରାହୁଲଙ୍କୁ  ନେଇ ସାରା ଦେଶରେ ଚର୍ଚ୍ଚା । ମୋଦି ସାଂଜ୍ଞାକୁ ନେଇ ଆପତ୍ତିଜନକ କଥା କହିବା ପରେ ରାହୁଲ ନିଜ ସଦସ୍ୟତା ହରାଇଲେ ସତ କିନ୍ତୁ ଢେର ନାଁ କମେଇଲେ । ତାଙ୍କ ସଦସ୍ୟ ପଦ ରଦ୍ଦ ହେଲା ।  ସରକାରୀ ବାସଭବନ ଛାଡିବା ପାଇଁ ନିର୍ଦ୍ଦେଶ ବି ଦିଆଗଲା । ଏସବୁ ପରେ ରାହୁଲଙ୍କ…

ନିୟମିତ ହେବେ ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟର, ୩ ମାସ ମଧ୍ୟରେ ଲାଗୁ କରିବାକୁ…

କଟକ : ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। କାରଣ; ୩ ମାସ ମଧ୍ୟରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ବୁଧବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୩ ମାସ ମଧ୍ୟରେ ଏହାକୁ ଲାଗୁ କରିବା ସହ…

ଲେହ, ଶ୍ରୀନଗରରେ ଜି-୨୦ ଏବଂ ୱାଇ-୨୦ ବୖେଠକକୁ ନେଇ ଫିଡିକିଲେ ଚାଇନା, ପାକିସ୍ତାନ; ବୈଠକକୁ କରିପାରନ୍ତି ବୟକଟ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ସୀମା ବିବାଦ ସତ୍ତ୍ୱେ ଚଳିତବର୍ଷ ଭାରତ ଚଳିତ ଜି-୨୦ ସମିଟରେ ଅଧ୍ୟକ୍ଷତା କରୁଛି । ଭାରତ ଉଭୟ ଦେଶକୁ କଡା ଚେତାବନୀ ଦେବା ସହ ଲେହ ଏବଂ ଶ୍ରୀନଗରରେ ଜି-୨୦ ଏବଂ ୱାଇ-୨୦ ବୖଠକ ଆୟୋଜିତ କରିଛି ।   ଏହି ବୈଠକ ୨୬ରୁ ୨୮ ଏପ୍ରିଲ ଏବଂ ୨୨ରୁ ୨୪ ମେ’ରେ…

ମେଜର ଧ୍ୟାନଚାନ୍ଦଙ୍କ ବାୟୋପିକରେ ଅଭିନୟ କରିବେ ଭିକ୍କି

ମୁମ୍ବାଇ: ବଲିଉଡର ପ୍ରତିଭାବାନ କଳାକାର ଭିକ୍କି କୌଶଲ ଏବେ ମେଘନା ଗୁଲଜାରଙ୍କ ସ୍ୟାମ ବାହାଦୂର ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହାର ଶୁଟିଂ ଶେଷ ହେବା ପରେ ସେ ମେଜର ଧ୍ୟାନଚାନ୍ଦଙ୍କ ବାୟୋପିକରେ ଅଭିନୟ କରିବେ ବୋଲି ଖବର ପ୍ରକାଶ ପାଇଛି । ରନି ସ୍କ୍ରୁୱାଲା ଏଥିନେଇ ଅବଶ୍ୟ ଆଗୁଆ…

ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା କମ୍ପାନୀର ପୂର୍ବତନ ଅଧ୍ୟକ୍ଷ କେଶବ ମହିନ୍ଦ୍ରାଙ୍କ ପରଲୋକ

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ପୂର୍ବତନ ଅଧ୍ୟକ୍ଷ କେଶବ ମହିନ୍ଦ୍ରାଙ୍କର ପରଲୋକ ହୋଇଛି। ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କେଶବ। ସେ ୧୯୬୩ରୁ ୨୦୧୨ ପର୍ଯ୍ୟନ୍ତ କମ୍ପାନୀର ଚେୟାରମ୍ୟାନ୍‌ ଦାୟିତ୍ୱ ସମ୍ଭାଳିଥିଲେ। ମହିନ୍ଦ୍ରା କମ୍ପାନୀର ପୂର୍ବତନ…