Latest Odisha News

BREAKING NEWS

‘ଜାତୀୟ ଦଳ ମାନ୍ୟତା ପ୍ରସଙ୍ଗ’ ନିଜ କଥା ଭାବିବେ ନା ବିରୋଧ କରିବେ?

ଭୁବନେଶ୍ୱର: ଆମ ଆଦମୀ ପାର୍ଟି ଶିବିରରେ ହସଖୁସି। ତୃଣମୂଳ କଂଗ୍ରେସ ଓ ଏନସିପି ଶିବିରରେ ନିରାଶାର ଛାଇ। ଏଭଳି କିଛି ଦେଖିବାକୁ ମିଳିଛି ଜାତୀୟ ରାଜନୀତିରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆପକୁ ଜାତୀୟ ରାଜନୈତିକ ଦଳ ଭାବେ ଘୋଷଣା କରାଯାଇଛି। ଗୁଜୁରାଟ…

ରାହୁଲଙ୍କ ବାଟରେ ପାଇଲଟ କଣ୍ଟା !

ଭୁବନେଶ୍ୱର: ଗୋଷ୍ଠୀକନ୍ଦଳ ସବୁବେଳେ କଂଗ୍ରେସ ପାଇଁ କାଳ ସାଜିଆସିଛି। ଗୋଟିଏ ପଟେ ସାରା ଦେଶରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ସପକ୍ଷରେ ଗୋଟିଏ ବଡ଼ ରାଜନୈତିକ ବାତାବରଣ ତିଆରି ହୋଇଛି। ସେପଟେ କର୍ଣ୍ଣାଟକ ନିର୍ବାଚନରେ ବଡ଼ ସଫଳତା ପାଇଁ ଦଳ ଜୋରଦାର ଉଦ୍ୟମ ଜାରି ରଖିଛି। ଏଭଳି ସ୍ଥିତିରେ…

‘କର୍ଣ୍ଣାଟକ ନିର୍ବାଚନ’ ବିଜେପିକୁ ଖେଳାଉଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଖେଳିଛି କ୍ଷୀର, ଭାଷା ଓ ନିଯୁକ୍ତି କାର୍ଡ। ନିଯୁକ୍ତି ଓ ଭାଷା ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ଘେରିଛି କର୍ଣ୍ଣାଟକ କଂଗ୍ରେସ। ଏଥିସହିତ କ୍ଷୀର ପ୍ରସଙ୍ଗକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରାଯାଇଛି। ବିଭିନ୍ନ…

ଚେପକ, ଇଡେନରେ ବିଶ୍ୱକପ ମ୍ୟାଚ ଖେଳିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଏଥିପାଇଁ ଭାରତ ୧୨ଟି ଭେନ୍ୟୁ ଶର୍ଟଲିଷ୍ଟ କରିଛି । ସେଗୁଡିକ ହେଲା- ଚେନ୍ନାଇ, କୋଲକାତା, ଅହମ୍ମଦାବାଦ,ଲକ୍ଷ୍ନୌ, ମୁମ୍ବାଇ, ରାଜକୋଟ, ବାଙ୍ଗାଲୋର, ଦିଲ୍ଲୀ, ଇନ୍ଦୋର, ଗୌହାଟୀ, ହାଇଦ୍ରାବାଦ…

ପୁରୁଷଙ୍କୁ ଗୋଡ଼େଇ ଗୋଡ଼େଇ ଠେଙ୍ଗାରେ ପିଟନ୍ତି ମହିଳା, ମାଡ଼ ଖାଉଥିବା ଯୁବକଙ୍କର ଶୀଘ୍ର ହୁଏ ବିବାହ

ଯୋଧପୁର: ଯେଉଁଠି ପୁରୁଷଙ୍କୁ ଦେଖନ୍ତି ମହିଳାମାନେ ଲାଠି ସାହାଯ୍ୟ ଗୋଡ଼େଇ ଗୋଡ଼େଇ ପିଟନ୍ତି । ଏଥିରେ ପୁରୁଷମାନେ କ୍ରୋଧିତ ନ ହୋଇ ଖୁସି ଅନୁଭବ କରିଥାନ୍ତି । ଆପଣ ଭାବୁଥିବେ କିଏ ମାଡ଼ ଖାଇବା ପରେ ଖୁସି ଅନୁଭବ କରେ ? ହଁ, ଏପରି ଦେଖିବାକୁ ମିଳେ ରାଜସ୍ଥାନର ଯୋଧପୁରରେ ଐ÷ତିହାସିକ ‘ଧିଙ୍ଗା…

୧୪ରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ଧୋ’ରେ ବାବୁ ଧୋ’

ଭୁବନେଶ୍ୱର: ଆଗକୁ ଆସୁଛନ୍ତି ଅଭିନେତା ହରିହର ମହାପାତ୍ରଙ୍କ ଫିଲ୍ମ ଧୋ’ରେ ବାବୁ ଧୋ’ । ଭିନ୍ନ ସ୍ୱାଦର ଏହି ଓଡ଼ିଆ ଫିଲ୍ମ ଆସନ୍ତା ଶୁକ୍ରବାର ପଣା ସଂକ୍ରାନ୍ତିରେ ରିଲିଜ୍ ହେବ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହାକୁ ସିନେପ୍ରେମୀ ଖୁବ୍ ପସନ୍ଦ କରିଛନ୍ତି । ହରିହର ଏହି…

ଓଡ଼ିଶାର ସାହାରା ଜମାକାରୀ ଫେରି ପାଇବେ ଅର୍ଥ ! କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ତଥ୍ୟ ଦାଖଲ କରୁଛି ରାଜ୍ୟ

ଭୁବନେଶ୍ୱର : ଅର୍ଥ ଫେରିପାଇବା ଆଶାରେ ଅନାଇ ବସିଛନ୍ତି ସାହାରାରେ ଅର୍ଥ ନିବେଶ କରିଥିବା ହଜାର ହଜାର ଲୋକ । ଏସବୁ ଭିତରେ ସାହାରା ଇଣ୍ଡିଆର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଏମାନଙ୍କ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଦାଖଲ କରୁଥିବା ଜଣାପଡ଼ିଛି। ରାଜ୍ୟରେ କେତେ ନିବେଶକାରୀ…

ଜୈନ୍ୟ ସାଧୁମାନେ ପାଳନ୍ତି କଷ୍ଟକର ନିୟମ: ସେଭିଂ ନୁହେଁ, ମୁହଁ, ମୁଣ୍ଡରୁୁ କେଶ ଛିଣ୍ଡାଇ କରନ୍ତି ସଫା

ଶିବପୁରୀ: ମୁଣ୍ଡ ଏବଂ ମୁହଁର ପ୍ରତ୍ୟେକ କେଶକୁ ହାତରେ ଝିଙ୍କିକି ଛିଣ୍ଡାଇବା କେତେ ଯେ କଷ୍ଟକର ଅନୁଭବି ହିଁ କହିପାରିବେ । କିନ୍ତୁ ଜୈନ୍ୟ ସାଧୁମାନେ ମୁଣ୍ଡ ଓ ମୁହଁରେ ଥିବା କେଶକୁ ଏଭଳି ଭାବେ ଝିଙ୍କି କରି ଛିଣ୍ଡାଇଥାନ୍ତି । ଏହା ଯନ୍ତ୍ରଣା ହେଉଥିଲେ ବି ଏହି ନିୟମ ମାନିବାକୁ ସେମାନେ…

ଫିଲ୍ମ ‘କିସି କା ଭାଇ, କିସି କି ଜାନ’ଫ୍ଲପ୍ ହେଲେ ସମ୍ପୂର୍ଣ୍ଣ ଦାୟୀ ମୁଁ ହେବି: ସଲମାନ

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ, କିସି କି ଜାନ'ର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଟ୍ରେଲରକୁ ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି । ସଲମାନ ଖାନଙ୍କ ପ୍ରଡକ୍ସନ୍ ହାଉସ୍‌ରେ ନିର୍ମିତ ଏହି ଆକ୍ସନ୍ ଫିଲ୍ମ ଇଦ୍‌ରେ ରିଲିଜ୍ ହେବ । ଏହି ଫିଲ୍ମକୁ…

କୋହଲିଙ୍କୁ ସମାଲୋଚନା କଲେ ନ୍ୟୁଜିଲାଣ୍ଡର ଏହି ପୂର୍ବତନ କ୍ରିକେଟର

ବାଙ୍ଗାଲୋର: ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ସାଇମନ ଡୁଲ । ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧ ୱିକେଟରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ନିକଟରୁ ପରାଜିତ ହୋଇଛି । ଏହି ମ୍ୟାଚରେ କୋହଲି ୪୪ ବଲରେ ୬୧ ରନ କରିଥିଲେ…