ପ୍ରତି ସପ୍ତାହରେ ଗାଁକୁ ଯିବେ ବାବୁ: ସରକାରୀ ଯୋଜନାର ଲାଭ ପାଉଛନ୍ତି କି ନାହିଁ ଲୋକଙ୍କୁ ପଚାରି ବୁଝିବେ
ଭୁବନେଶ୍ୱର: ଗାଁ ଯିବେ ବାବୁ । ଦରକାର ପଡିଲେ ରାତି ରହଣୀ କରିବେ । ଟିକିନିଖି ଯାଞ୍ଚ କରିବେ ସରକାରୀ ଯୋଜନା କେତେ କାର୍ଯ୍ୟକାରୀ ହେଉଉି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସଚିବଙ୍କୁ ଏପରି ନିର୍ଦ୍ଦେଶ ମିଳିଛି । ପ୍ରତିମାସରେ ଏହି ସରକାରୀ ଅଫିସରମାନେ ଗାଁକୁ ଯିବେ । ସ୍ୱାସ୍ଥ୍ୟ,…