Latest Odisha News

BREAKING NEWS

ପରିଧାନ ବଦଳିଲା କିନ୍ତୁ ତ୍ରୁଟି ସୁଧୁରିଲାନି; ଶେଷରେ ନବ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନେଲେ ମ୍ୟୁନିସିପାଲ…

ଭୁବନେଶ୍ୱର: ପରିଧାନ ବଦଳିଲା କିନ୍ତୁ ତ୍ରୁଟି ସୁଧୁରିଲାନି । ପରିବର୍ତ୍ତନ ପରେ ବି  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିର ପରିଧାନକୁ ନେଇ ପୁଣି ଉଠିଛି  ବିବାଦ  । ଶେଷରେ ଏହି ପ୍ରତିମୂର୍ତ୍ତିକୁ ସେଠାରୁ ଉଠାଇ ନେଇଛନ୍ତି ଅନୁଗୁଳ ମ୍ୟୁନିସିପାଲଟି…

ହ୍ୱାଟ୍ସ ଅପ୍ ଷ୍ଟାଟସରେ ‘ସରି’ ଲେଖି ଝୁଲି ପଡିଲେ ବିଜେଡି ଯୁବ ସଭାପତି

ସୁନ୍ଦରଗଡ: ବିଜେଡି ଯୁବନେତାଙ୍କ ସନ୍ଦେହଜନକ ମୃତ୍ୟୁ । ସୁନ୍ଦରଗଡ ଟାଉନ ବିଜେଡି ଯୁବ ସଭାପତି ଧୀରଜ ପ୍ରସାଦ ଗତକାଲି ରାତିରେ ଆତ୍ମହତ୍ୟା କରିଛନ୍ତି ।  ସେ ତାଙ୍କ ନିଜ ଘରେ  ଫ୍ୟାନରେ ବେକରେ ଗାମୁଛା ବାନ୍ଧି ଝୁଲି ପଡି ଆତ୍ମହତ୍ୟା କରିଛନ୍ତି । ମୃତ ଯୁବ ନେତା ଜଣକ ହେଉଛନ୍ତି ଧୀରଜ ପ୍ରସାଦ…

ୱାର ୨ରେ ହ୍ରିତିକ ସହ ମୁହାଁମୁହିଁ ହେବେ ଜୁନିୟର ଏନଟିଆର

ମୁମ୍ବାଇ: ୟଶରାଜ ଫିଲ୍ମସର ସ୍ପାଏ ୟୁନିଭର୍ସ ଗୋଟିଏ ପରେ ଗୋଟିଏ ଘୋଷଣା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରାଇବାରେ ଲାଗିଛି । ନିକଟରେ ୱାର୨କୁ ନେଇ ମେକର୍ସଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ହ୍ରିତିକ ରୋଶନଙ୍କ ୱାର ୨ରେ ପ୍ରଥମ ଥର ପାଇଁ ଜୁନିୟର ଏନଟିଆରଙ୍କ ଏଂଟ୍ରି ହୋଇଛି । ଏଥିରେ ଦର୍ଶକ…

ଦଲାଲକୁ ଦେବଦୂତ ଭାବି ଭିଟାମାଟି ଛାଡିଥିଲେ, ଏବେ ପ୍ରବାସରେ ବନ୍ଧାପଡିଛି ଜୀବନ

ନୂଆପଡା:ସହି ହେଉ ନ ଥିଲା ଭୋକର ଯନ୍ତ୍ରଣା । ପେଟ ମାଗୁଥିଲା ମୁଠାଏ ଆହାର । ଯୁଆଡେ ଚାହିଁଲେ ଦିଶୁଥିଲା ଆପଣାର ମଣିଷର ଶୁଖିଲା ମୁହଁ । ସେ ଶୁଖିଲା ମୁହଁର ନିରୀହ ପ୍ରଶ୍ନ ଥିଲା ଏ ଭୋକ..ଏ ଭେଖ କେବେ ବଦଳିବ ? ହେଲେ ଘରର ବେକାର ମୁରବି ମଣିଷଟି ବି କ’ଣ କରି ପାରିବ ? ଭଗବାନ ତ ତାଙ୍କୁ…

ସମାର୍ଥବୋଧକ ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅଗ୍ନି- ଅନଳ, ନିଆଁ, ଦହନ, ବହ୍ନି, ହୁତାଶନ । ଅମୃତ- ସୁଧା, ପୀୟୁଷ, ଅମିୟ । ଅସୁର- ଦୈତ୍ୟ, ଦାନବ, ରାକ୍ଷସ । ଆକାଶ- ଅମ୍ବର, ଗଗନ, ନଭ, ବ୍ୟୋମ, ଅନ୍ତରୀକ୍ଷ । ଆଖି- ନୟନ, ଲୋଚନ, ନେତ୍ର, ଚକ୍ଷୁ, ଦୃଷ୍ଟି । ଆନନ୍ଦ- ଆମୋଦ, ଆହ୍ଲାଦ,…

 ଅତାବିରା ଏନଏସି ନିର୍ବାଚନ: ୧୨ ୱାର୍ଡରୁ ୧୧ରେ ବିଜେଡିର ବାଜିମାତ

ଅତାବିରା: ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ  । ୧୨ଟି ଆସନରୁ ୧୧ଟି ଆସନ ହାତେଇଛି ବିଜେଡି । ତେବେ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଛି । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି । ଅତାବିରା ୱାର୍ଡ ନମ୍ବର ୧ ରେ କଂଗ୍ରେସ ସମର୍ଥିତ…

ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

ପୁରୀ : ପବିତ୍ର ଅନଙ୍ଗ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଦୟଣା ଗଛ ଚୋରି କରି  ଶ୍ରୀଦେବୀ, ଭୂଦେବୀଙ୍କ ସହ ବନ୍ଧା ପଡିଛନ୍ତି  । ଗତକାଲି ସନ୍ଧ୍ୟାରେ ଘଣ୍ଟ ଛତା କାହାଳି ପଟୁଆରରେ ରାମକୃଷ୍ଣ ପାଲିଙ୍କିରେ ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ…

ଟ୍ରକ ପଛରେ ଧକ୍କା ଦେଇ ଜଳିଗଲା ଟ୍ରେଲର, ଚାଲିଗଲା ଦୁଇ ଜୀବନ

ଯାଜପୁର : ସକାଳୁ ସକାଳୁ ଦୁର୍ଘଟଣା । ଟ୍ରକ୍‌ ସହ ଧକ୍କା ଦେଇ ଜଳିଗଲା ଟ୍ରେଲର । ଘଟଣାସ୍ଥଳରେ ଡ୍ରାଇଭର ଜୀବନ୍ତ ଦଗ୍ଧ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ହେଲ୍ପର ଜୀବନ । ଏହି ଦୁର୍ଘଟଣା ଯାଜପୁର ଜିଲ୍ଲା  ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଘଟିଛି । ସୂଚନା ମୁତାବକ,  ଆଜି ଭୋର…

ଅଫିସ୍‌ ସମ୍ମୁଖରେ ବିଭତ୍ସ ହତ୍ୟାକାଣ୍ଡ; ଯୁବତୀଙ୍କୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ଦେବଗଡ଼ : ବିଭତ୍ସ ହତ୍ୟାକାଣ୍ଡ । ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ…

ଗିରଫର ଘଣ୍ଟାଏ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ୍‌

ନ୍ୟୁୟର୍କ : ଡୋନାଲ୍ଡ ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିଲା ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ଟଙ୍କା ଦେବା ଘଟଣା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ଗିରଫର ଘଣ୍ଟାଏ ପରେ ଜାମିନ୍‌ ପାଇଲେ । ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ତାଙ୍କ ମୁହଁ ବନ୍ଦ…