Latest Odisha News

BREAKING NEWS

ଛେଳି ଖୋଜିବାକୁ ପୋଲିସ ଗଲା ୮୦୦ କିଲୋମିଟର ଦୂର

କାଲିଫର୍ଣ୍ଣିଆ: ଆପଣ ନିଶ୍ଚୟ ଏପରି ଅନେକ ମାମଲା ଶୁଣିଥିବେ, ଯେଉଁଥିରେ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ବହୁ କିଲୋମିଟର ଦୂର ଯାଇଥାଏ । ନିକଟରେ କାଲିଫର୍ଣ୍ଣିଆ ପୋଲିସ ଆଠ ଶହ କିଲୋମିଟର ଦୂରତା ଯାତ୍ରା କରିଛି । କିନ୍ତୁ କୌଣସିି ଅପରାଧୀଙ୍କୁ ଧରିବା ପାଇଁ ନୁହେଁ । ବରଂ ନିଖୋଜ ହୋଇଯାଇଥିବା…

ଏମିତି ଏକ ଷ୍ଟେସନ: ଯେଉଁଠି ଯାତ୍ରୀ କରନ୍ତି ଟିକେଟ, ହେଲେ ଯାତ୍ରା କରନ୍ତି ନାହିଁ

ୟୁପି: ବିନା ଟିକେଟରେ ଆପଣ ଟ୍ରେନରେ ଯାତ୍ରା କରିବା ବେଆଇନ । ସେଥିଲାଗି ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ୍ ଜରୁରୀ । କିନ୍ତୁ ୟୁପିରେ ଏମିତି ଏକ ରେଳ ଷ୍ଟେସନ୍ ଅଛି ଯେଉଁଠାରେ ଲୋକମାନେ ଟିକେଟ୍ କିଣୁଛନ୍ତି କିନ୍ତୁ ଯାତ୍ରା କରନ୍ତି ନାହିଁ । ଏହା ପଛରେ ଥିବା କାହାଣୀ ଜାଣିଲେ ଆପଣ…

ଇଦ୍‌ରେ ରିଲିଜ୍ ହେବ ଫିଲ୍ମ ‘ଯୱାନ’ର ଟିଜର

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଛି । ଏଥିରେ କିଙ୍ଗ୍ ଖାନ୍‌ଙ୍କ ଜବରଦସ୍ତ ଅଭିନୟ ଦେଖିବା ପରେ ପ୍ରଶଂସକମାନେ ତାଙ୍କର ଆଗାମୀ ଫିଲ୍ମ ‘ଯୱାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସେ ପୁଣି ଥରେ ଭିନ୍ନ ଚରିତ୍ରରେ ନଜର ଆସିବେ ।…

୪ ଘଣ୍ଟାରେ ୪୧ ଛୁଆ ଜନ୍ମ ଦେଲା ଘୁଷୁରି

ବ୍ରାଜିଲ: ମାଆ ହେବାର ଅନୁଭବ ସ୍ୱତନ୍ତ୍ର । ସେ ମଣିଷ ହୁଅନ୍ତୁ ବା ପଶୁ ସମସ୍ତଙ୍କ ପାଇଁ ଏହା ମହାର୍ଘ୍ୟ ଅନୁଭୂତି ଆଣେ । ମହାଭାରତର କଥା ଯଦି ଆମେ ଅବତାରଣା କରିବା ତେବେ ଗାନ୍ଧାରୀ ବି ଶହେ ସନ୍ତାନର ମାଆ ହୋଇପାରିଥିଲେ । ଏବେ ମଣିଷଙ୍କ କ୍ଷେତ୍ରରେ ଏହା ସମ୍ଭବ ନ ଥିବା ବେଳେ ପଶୁ ଓ…

‘କୋଟିଆ’ କାହାକୁ କେତେ ଲାଭ ଦେବ ?

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କୋଟିଆକୁ ନେଇ ଏକ ବଡ଼ ରାଜନୈତିକ ଲଢେଇ ଆରମ୍ଭ ହୋଇଛି। ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ଗୋ ବ୍ୟାକ ନାରା ଦେବା ପରେ ରାଜନୀତି ତୀବ୍ର ହୋଇଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଗସ୍ତ…

ଆଗକୁ ଆସୁଛି ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ‘ପାରିକରିବେ ଭୋଳାଶଙ୍କର ୨’ : ଅଡିଓ ଲୋକାର୍ପିତ

ଭୁବନେଶ୍ୱର: ଆଗକୁ ଆସୁଛି ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ‘ପାରିକରିବେ ଭୋଳାଶଙ୍କର ୨’ । ଏହି ଫିଲ୍ମରେ ଲିପିକା ସେନାପତି ନାୟିକା ଭୂମିକାରେ ଅଭିନୟ କରୁଥିବାବେଳେ ନାୟକ ଭୂମିକାରେ ଅଛନ୍ତି ଅଭିନେତା ରାକେଶ ଦେଓ । ମୃତ୍ୟୁଞ୍ଜୟ ସାହୁ ଓ ସୁନିଲ କୁମାର ପଟ୍ଟନାୟକଙ୍କ ପ୍ରଯୋଜନାରେ ଏହି ଫିଲ୍ମ ର…

ସ୍କୁଲରେ ପିଲାଙ୍କୁ ଆଡ଼ମିଶନ ମନା !

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ହୋଇଛି। କୋଭିଡ ସ୍ଥିତି ଯୋଗୁ ବିଗିଡି ଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ପୁଣିଥରେ ଟ୍ରାକକୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଶିକ୍ଷାବର୍ଷ ଆରମ୍ଭରୁ ସମସ୍ୟା ଆରମ୍ଭ ହୋଇଛି। ପ୍ରଥମ ଶ୍ରେଣୀରେ ପିଲାଙ୍କୁ ଆଡ଼ମିଶନ ଦିଆଯାଇ ପାରୁ ନ ଥିବା…

ଯେବେ ବିଜେପି ନିଜକୁ ଦୁର୍ବଳ ଅନୁଭବ କରେ, ହିଂସାର ସାହାରା ନିଏ : ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : ରାମ ନବମୀରେ ହୋଇଥିବା ହିଂସା ପ୍ରସଙ୍ଗରେ ଜାତୀୟ ରାଜନୀତି ବେଶ ଉଷ୍ମ ରହିଛି । ଆଉ ଏତିକି ବେଳେ ବିଜେପିକୁ ଆକ୍ଷେପ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। ବିଜେପି ଉପରେ ଗୁରୁତର ଅଭିଯୋଗ ଆଣି ଖଡଗେ କହିଛନ୍ତି ଯେ, ଯେତେବେଳେ ବିଜେପି ନିଜକୁ…

‘ରାହୁଲ’ ଦଣ୍ଡ ଭୋଗିଲେ ସଫଳ, ଦଣ୍ଡ କମିଲେ ବିଫଳ !

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଓ ସଦସ୍ୟ ପଦ ରଦ୍ଦ ଘଟଣା କେଉଁ ମୋଡ଼ ନେବ। ଆଇନଗତ ଲଢେଇ ପାଇଁ କଂଗ୍ରେସ ନିଷ୍ପତ୍ତି ନେବା ସହ ସେ ଦିଗରେ ଆଗେଇଛି। କିନ୍ତୁ ଏହା କଂଗ୍ରେସ ପାଇଁ ଲାଭଦାୟୀ ହେବ ନା ପୁଣି ସ୍ଥିତିକୁ ସାଧାରଣ କରିଦେବ ତାକୁ ନେଇ ଚର୍ଚା ଆରମ୍ଭ ହୋଇଛି। ରାହୁଲଙ୍କୁ…

ଅଜବ ରୀତିନୀତି ଯୋଗୁ ରାଗିଯାଇ ବର ପଳାଇଲା: ବର ମୁହଁରେ ଲଗାଇଥିଲେ ପାଉଡ଼ର,ଲିପ୍‌ଷ୍ଟିକ୍‌, କଜଳ

ଆମ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ରୀତିନୀତି ପାଳନ କରାଯାଏ । କେଉଁଠି ଏମିତି କିଛି ରୀତିନୀତି ଅଛି, ଯାହାକୁ ଦେଖିବାକୁ ମଜା ଲାଗେ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଠି ବିବାହ ସମୟରେ ଅଜବ ରୀତିନୀତି ପାଳନ ଯୋଗୁ ବର ରାଗିଯାଇ ବିବାହ ମଣ୍ଡପରୁ ଉଠି ପଳାଇଛି । ବିବାହ…