ଏମିତି ଅଞ୍ଚଳ ଯେଉଁଠାରେ ଝିଅଙ୍କୁ ଚୁଟି କାଟିବା ମନା
ନ୍ୟୁୟର୍କ: କଥାରେ ଅଛି ନଇକେ ବାଙ୍କ ....ଦେଶକେ ଫାଙ୍କ । ଅର୍ଥାତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଧାରାରେ ପରମ୍ପରା ଓ ଚଳଣୀ ଅନୁସୃତ ହୋଇଥାଏ । ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଏମିତି ଅନେକ ସମ୍ପ୍ରଦାୟ ଅଛନ୍ତି ଯେଉଁମାନଙ୍କ ଜୀବନଶୈଳୀ ଅଦ୍ଭୁତ । ସେହି କ୍ରମରେ ଆମେରିକାର…