Latest Odisha News

BREAKING NEWS

ଦୁନିଆର ସବୁଠାରୁ ଦାମୀ ଘଣ୍ଟା: ମୂଲ୍ୟ ଏତେ ଯେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଏବେ ଏମିତି ଏକ ଘଣ୍ଟା ପ୍ରସ୍ତୁତ କରାଯାଇଛି, ଯାହା ଏ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଦାମୀ ଘଣ୍ଟା ଭାବେ ବିବେଚିତ ହୋଇଛି । ଏହାର ଦାମ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହାର ମୂଲ୍ୟ ରହିଛି ୨ ମିଲିୟନ୍ ଡଲାର । ଏହି ମୂଲ୍ୟରେ, ଆପଣ ଏକ କାର ଓ ବଙ୍ଗଳା ମଧ୍ୟ କିଣି ପାରିବେ ।…

ବାପା ହେବେ ସାଉଥ ସୁପରଷ୍ଟାର ରାମଚରଣ, ଦୁବାଇରେ କଲେ ଉପାସନାଙ୍କ ଗୋଦଭରାଇ କାର୍ଯ୍ୟକ୍ରମ

ମୁମ୍ବାଇ: ସାଉଥ ସୁପରଷ୍ଟାର ରାମ ଚରଣ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ନିକଟରେ ଦୁବାଇରେ ତାଙ୍କ ପତ୍ନୀ ଉପାସନାଙ୍କ ଗୋଦ ଭରାଇ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ବିବାହର ୧୦ ବର୍ଷ ପରେ ରାମଚରଣ ବାପା ହେବାକୁ ଯାଉଥିବାରୁ ଉଭୟ ଖୁସି ଥିବା ଦେଖିବାକୁ ମିଳିଛି ।…

ବିଜେପିର କଂଗ୍ରେସ ଫାଇଲ୍: ପ୍ରଥମ ଏପିସୋଡରେ ୪.୮୨ ଲକ୍ଷ କୋଟି ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ଓ ବିଜେପି ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଛି । ଆଦାନୀ ପ୍ରସଙ୍ଗ ଓ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ବିଜେପି ବିରୋଧରେ ଗଣତନ୍ତ୍ର ଲୁପ୍ତ ପାଉଥିବା କହି କଂଗ୍ରେସ କ୍ୟାମ୍ପେନ୍ ଆରମ୍ଭ କରିଛି ।…

କିଟରେ ଜି-୨୦ ପକ୍ଷରୁ ଜନ ଭାଗୀଦାରି କାର୍ଯ୍ୟକ୍ରମ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଶନିବାର ଜି-୨୦ ପକ୍ଷରୁ ଜନଭାଗୀଦାରି କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦିଗ୍‍ଦର୍ଶନରେ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‍ର ତୃତୀୟ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ…

ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ରେ ଦୀପିକାଙ୍କ ଏଣ୍ଟ୍ରି

ମୁମ୍ବାଇ:ବଲିଉଡ଼ର ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ଏବେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ଆଗାମୀ ଫିଲ୍ମ ‘ଜୱାନ' କୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ‘ଜୱାନ'ର ଗୀତ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କୁ ଆହୁରି…

ସଂଗ୍ରହାଳୟରେ ପ୍ରଦର୍ଶିତ ମମି ହୋଇଛି ସଂକ୍ରମିତ, ଚିନ୍ତାରେ କର୍ତ୍ତୃପକ୍ଷ

ମେକ୍ସିକୋ: ପୂର୍ବ କାଳରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଥିଲା, ସେହି ମୃତ ଶରୀରକୁ ସଂରକ୍ଷଣ କରି ରଖାଯାଉଥିଲା । ସେଥିଲାଗି ମୃତ ଶରୀର ଉପରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ବୋଳାଯାଉଥିଲା । ତେଣୁ ମୃତ ଶରୀରଗୁଡ଼ିକ ନଷ୍ଟ ନ ହେବା ସହିତ ଦୀର୍ଘଦିନ ଧରି ସଂରକ୍ଷିତ ରହୁଥିଲା ।…

ସାଂସଦ ପଦ ଯିବାର ୧୧ ଦିନ ପରେ ଲଢ଼ିବେ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ: ସବୁ ଚୋରଙ୍କ ସାଙ୍ଗିଆ କାହିଁକି ମୋଦି… ରାହୁଲଙ୍କ ଏହି ବୟାନ ତାଙ୍କ ସାଂସଦ ପଦ ନେଇଛି । ଏହି ବୟାନ ପାଇଁ ରାହୁଲଙ୍କୁ ସୁରଟ କୋର୍ଟ ମାର୍ଚ୍ଚ ୨୩ରେ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଠିକ୍ ଦିନକ ପରେ ଚାଲି ଯାଇଥିଲା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ । ସୁରଟ କୋର୍ଟଙ୍କ ରାୟର ୧୧ ଦିନ…

ନିର୍ଦ୍ଦୋଷରେ ୧୫ ବର୍ଷ ଜେଲ ଭୋଗିଲେ, ଏବେ ମୁକ୍ତି ପାଇବା ପରେ କ’ଣ କରିବେ ମଞ୍ଜୁଲତା

ଭୁବନେଶ୍ୱର:୧୫ ବର୍ଷ ଜେଲରେ ସଜା କାଟିଲେ । ତା ପରେ ନିର୍ଦ୍ଦୋଷରେ ଖଲାସ ହେଲେ । ଏହାକୁ ଭାଗ୍ୟର ବିଡମ୍ବନା କୁହ ବା ଆମ ନ୍ୟାୟାଳୟର ତ୍ରୁଟି, କିନ୍ତୁ ବିଳମ୍ବିତ ନ୍ୟାୟର ସଜା ତାଙ୍କୁ ଭୋଗିବାକୁ ପଡିଲା । ଜୀବନର ବହୂମୂଲ୍ୟ ସମୟ ତାଙ୍କର କାଳକୋଠରୀରେ କଟିଗଲା ।  କିଏ ଫେରାଇବ ତାଙ୍କୁ ଏ…

ଆଗାମୀ ୩ ଘଣ୍ଟାରେ ଖୋର୍ଦ୍ଧା, କଟକ ସହ ୧୮ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ନେଇ ୧୮ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ଆଲର୍ଟ ଅନୁସାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ଏନେଇ…

ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ ପୋପ ଫ୍ରାନ୍ସିସ

ରୋମ: ପୋପ ଫ୍ରାନସିସ ବ୍ରୋଙ୍କାଇଟିସ ଚିକିତ୍ସା ପରେ ଭାଟିକାନ ଫେରିଛନ୍ତି । ତାଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା । ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ଜେମେଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ତାଙ୍କ ଶୁଭଚିନ୍ତକଙ୍କୁ ଏକ ମଜାଳିଆ…