Latest Odisha News

BREAKING NEWS

ଆସନ୍ତୁ ଜାଣିବା କାଜଲ ଅଗ୍ରୱାଲ କ’ଣ କହିଲେ ହିନ୍ଦୀ ଫିଲ୍ମ ସମ୍ପର୍କରେ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ହୀରୋଇନ କାଜଲ ଅଗ୍ରୱାଲ ଶୁକ୍ରବାର ବଲିଉଡ ଫିଲ୍ମରେ କାମ କରିବା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ ସିଧାସଳଖ କହିଛନ୍ତି ବଲିଉଡ ଅପେକ୍ଷା ମୋତେ ସାଉଥ ଫିଲ୍ମରେ କାମ କରିବାକୁ ଭଲ ଲାଗେ । ଏଠାକାର କଳାକାର ଏବଂ ଅନ୍ୟ ବହୁତ ଫ୍ରେଣ୍ଡଲୀ । ବଡ ଷ୍ଟାର ହେଲେ…

କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ଭଳି: ବିଜେଡି

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରମନ୍ତ୍ରୀ ମାନେ ଆସିବେ, ବଡ ବଡ ପ୍ରକଳ୍ପ ଏବଂ ଶହ ଶହ କୋଟି ଟଙ୍କାର କଥା କହିବେ ହେଲେ ଟଙ୍କାଟିଏର ମଧ୍ୟ କାର୍ଯ୍ୟ ହେବନାହିଁ । ସେମାନଙ୍କ କଥା ଠିକ୍‍ ଫମ୍ପା ମାଠିଆର ଶବ୍ଦ ଭଳି । ସାଢେ ୪ କୋଟି ଓଡିଶାବାସୀ ବିଜେପି ନେତାଙ୍କ ଏଭଳି କଥା ସହ କିଭଳି ଅଭ୍ୟସ୍ତ…

ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ଭୁବନେଶ୍ୱର: ଗୃହରେ ଉପସ୍ଥାପିତ ହୋଇଛି ସିଏଜିଙ୍କ ୨୦୨୧-୨୨ ବର୍ଷର ଆର୍ଥିକ ରିପୋର୍ଟ। ଏହି ରିପୋର୍ଟ ଅନୁଯାୟୀ ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯ ହଜାର ୮୫୯ କୋଟି ଟଙ୍କା ମିଳିଥିବା ବେଳେ ଜିଏସଟିରୁ ୨୭ ହଜାର ୮୨୬ କୋଟି ମିଳିଛି। ରାଜସ୍ବ ଖର୍ଚ୍ଚ ୯୫ ହଜାର ୩୧୧କୋଟିରୁ ୧ ଲକ୍ଷ ୯ହଜାର…

ଅବଧି ସରିନି, ସରିଗଲା ବିଧାନସଭା

ଭୁବନେଶ୍ୱର:ଶେଷ ହୋଇଛି ବିଧାନସଭା ବଜେଟ ଅଧିବେଶନ।୬ ଦିନ ପୂର୍ବରୁ ଅର୍ଥାତ ୪ ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବଜେଟ ଅଧିବେଶନ। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି । ଏହି ଅଧିବେଶନରେ ଦୁଇଟି…

ରିଲିଜ୍ ହେଲା ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ନୂଆ ଗୀତ : ଲୁଙ୍ଗି ଗାମୁଛାରେ ନଜର ଆସିଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ'କୁ ନେଇ ଚର୍ଚ୍ଚାରେ ଅଛନ୍ତିି । ନିକଟରେ ଫିଲ୍ମର ଏକ ନୂଆ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ସଲମାନ ବହୁତ ସୁନ୍ଦର ଲୁକରେ ନଜର ଆସିଛନ୍ତି । ସଲମାନ ପ୍ରଥମ ଥର ପାଇଁ ଲୁଙ୍ଗି, ସାର୍ଟ ଓ ଗାମୁଛା…

ବର୍ଜ୍ୟ ସାମଗ୍ରୀରେ ନିର୍ମିତ ବିଶ୍ୱର ସବୁଠାରୁ ବଡ ବୀଣା

ଭୋପାଳ: ବର୍ତ୍ତମାନ ସମୟରେ ଆବର୍ଜନାକୁ କିଭଳି ପୁନଃ ବ୍ୟବହାର ଉପଯୋଗୀ ହେବ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଜ୍ୟବସ୍ତୁକୁ ନେଇ କଳାକୃତି ନିର୍ମାଣ ହୋଇଥିବା ବେଳେ ଭୋପାଳର ଜଣେ ଶିଳ୍ପୀ ଏହାକୁ ସଠିକ୍ ପରିଚାଳନା କରି ଚର୍ଚ୍ଚିତ ହୋଇଛନ୍ତି ।…

ମୋ ବିରୋଧରେ ଯଦି ଅଭିଯୋଗ ଅଛି ତଦନ୍ତ ହେଉ : ନରସିଂହ ମିଶ୍ର

ଭୁବନେଶ୍ୱର : ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ପ୍ରସଙ୍ଗରେ ବିଧାନସଭା ବାହାରେ ଶୁକ୍ରବାର ଦେଖିବାକୁ ମିଳିଥଲା କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବିଷୋଦଗାର। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ମିଶ୍ର କହିଥିଲେ, ମୋ ବିରୋଧରେ ଯଦି କିଛି ଫଟୋ କିମ୍ୱା ଅଭିଯୋଗ ଅଛି, ତାହାହେଲେ…

ଓଡିଶା ପ୍ରଦେଶ କଂଗ୍ରେସ,ପାରିଲେ ହିରୋ ନ ପାରିଲେ ଜିରୋ !

ଭୁବନେଶ୍ୱର: ରାହୁଲ ଗାନ୍ଧୀ ପ୍ରସଙ୍ଗରେ କଣ ଫାଇଦା ପାଇବ ରାଜ୍ୟ କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଚନା ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏଭଳି ଚର୍ଚ୍ଚା ଜୋର ଧରିଛି। ରାହୁଲଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା ସମେତ…

‘ରାହୁଲ’ ସମର୍ଥନ ବଢୁଛି, ବିବାଦ ବି ବଢୁଛି!

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲଙ୍କ ପ୍ରତି ଦେଶ ସମେତ ବିଦେଶରୁ ସମର୍ଥନ ବଢ଼ିବାରେ ଲାଗିଛି। ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆମେରିକା ପରେ ଜର୍ମାନୀ ମୁହଁ ଖୋଲିଛି। ରାହୁଲଙ୍କ ପ୍ରସଙ୍ଗରେ ବିଚାର ବିଭାଗୀୟ ସ୍ୱାଧୀନତା ଓ ମୌଳିକ ଗଣତାନ୍ତ୍ରିକ ନୀତି ଲାଗୁ ହେବା ଉଚିତ ବୋଲି…

ସୁବ୍ରତ ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ କ’ଣ ସମ୍ପର୍କ : ଜୟନାରାୟଣ

ଭୁବନେଶ୍ୱର : ବିଧାନସଭାରେ ଶୁକ୍ରବାର ଉଠିଥିଲା ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍‌ ଓ ବଣିକ କୋଚିଂ ପ୍ରସଙ୍ଗ। ଶାସକ ବିଜେଡିକୁ ଏହି ଦୁଇ ପ୍ରସଙ୍ଗରେ ବିରୋଧୀ ଆକ୍ରମଣ କରିଥିଲେ। ‘ବଣିକ୍‌’ କୋଚିଂ ସେଣ୍ଟର ସୁବ୍ରତ ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ ସହ କ’ଣ ସଂପର୍କ ରହିଛି ବୋଲି…