Latest Odisha News

BREAKING NEWS

ଭାଷା ଭାଗବତ : ଦିଶୁନାହାଂତି ଚିହ୍ନାମୁହଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯେଉଁ ଦ୍ବାରରେ କରାଘାତ କରି ବଥାଏ ମୋର ହାତ ସେଠାରୁ ଆସେଁ ଶୀଘ୍ର ଫେରି ନୁହେଁ ସେଠାରେ ଦରକାରୀ ପୁଣି ପହଂଚି ଅନ୍ୟ ଠାବେ ଠିଆ ହୋଇ, ଟିକିଏ ଭାବେଁ 'ଅଛ କି ? ' ବୋଲି ଛାଡ଼େଁ ଡାକ ଉତ୍ତର ଦିଅଂତିନି ଲୋକ ସହର ସାରା ବୁଲି ବୁଲି…

ପିଆଜ ହେଉଛି ଓୗଷଧିୟ ଗୁଣର ଖଣି: କେବଳ ରୋଷେଇରେ ନୁହେଁ , ଏଥିରେ ରହିଛି ଅନେକ ସ୍ବାସ୍ଥ୍ୟଗତ ଫାଇଦା

ନୂଆଦିଲ୍ଲୀ : ସାଧାରଣତଃ ପିଆଜ ହେଉଛି ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ  । ଯାହାକି ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ରହିଥାଏ  । ବର୍ତ୍ତମାନ ପିଆଜ ଦର ଆକାଶ ଛୁଆଁ ହୋଇବା ସତ୍ତ୍ବେ ବି ଲୋକ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି  । କାରଣ ଆପଣ ଯେକୌଣସି ବି ତରକାରୀ ପ୍ରସ୍ତୁତ କରନ୍ତୁ ,…

ଅମରେଶ ବିଶ୍ୱାଳ ପାଇବେ ‘ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସମ୍ମାନ ପାଇବା ପାଇଁ ଲେଖକ ଅମରେଶ ବିଶ୍ୱାଳ ମନୋନୀତ ହୋଇଛନ୍ତି। ଆଗାମୀ ୧୪ ତାରିଖରେ ମହାବୀର ଅନୁଷ୍ଠାନ ତରଫରୁ ଭବାନୀପାଟଣାରେ ଅନୁଷ୍ଠିତ ଦେବାକୁ ଥିବା…

କେନ୍ଦୁଝର ମଣ୍ଡୁଆ ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ମୃତ ,ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମଣ୍ଡୁଆ ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  ।  ଏକ ବୁଲେଟ୍ ଏବଂ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ଘଟଗାଁର  ଜେ୍ୟାତିରଞ୍ଜନ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (୪ )

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରଚଳିତ ଏକ ଅମୂଲ୍ୟ ଗ୍ରନ୍ଥ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ପୂଜା ବିଧି ଆଲୋଚନା ଜାରି ରହିଛି। ଆଜି ସେହି ପର୍ଯ୍ଯାୟରେ ଜାଣିବା ସପ୍ତମ ଅଧ୍ୟାୟ…

ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର

ପୁରୀ: ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି। ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଏହାପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି ଅଧିକ ଚିକିତ୍ସା ପାଇଁ । ଗତକାଲି…

କବିତା : ଶୀତ

ମଧୁସ୍ମିତା ନାୟକ ଏବେ ଜାଣି ଜାଣି ବେଶି ସୁନ୍ଦର ଦିଶୁଛି ମୋ ଗାଁ, ପଶ୍ଚିମର ଅସ୍ତରାଗ ଗୋଧୂଳୀ ବେଳାର ସଞ୍ଜୁଆ ଆକାଶ ଢଳି ପଡୁଥାଏ ଗେରୁଆ ବସ୍ତ୍ର ପିନ୍ଧି, ପକ୍ଷୀମାନଙ୍କର ଘର ବାହୁଡା, ପୁଣି ସକାଳର ଚିକ୍ ମିକ୍ କଅଁଳ ଖରା ପୂର୍ବରେ ଲାଲ୍ ଟହ ଟହ ଠିକ୍ ଚାଲୁଣୀ ପରି, ଖୁବ୍ ଅଳ୍ପ…

“ଅମୃତକଳସ ଯାତ୍ରା’ ପାଇଁ ଓଡ଼ିଆ କଳାକାରଙ୍କ ଚିତ୍ରିତ କଳସକୁ ଚୟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର:ଅମୃତକଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶିଷ୍ଟ ଓଡ଼ିଆ କଳାକାର ଡକ୍ଟର ସୂର୍ଯ୍ୟସ୍ନତା ମହାନ୍ତିଙ୍କ ହାତରେ ଚିତ୍ରିତ କରାଯାଇଥିବା କଳସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୟନ କରିଛନ୍ତି । ଅମର ଶହିଦମାନଙ୍କ ତ୍ୟାଗ ପ୍ରତି ସମ୍ମାନ ପାଇଁ ମେରି ମାଟି ମେରା ଦେଶ-ଅମୃତକଳସ ଯାତ୍ରା’…

କିଟ୍ ଟିବିଆଇକୁ ବିଶ୍ୱ ମାନ୍ୟତା: ଜୈବ-ସର୍ଜନା ପାଇଁ ପାଇଲା ଇନ୍‌କ୍ୟୁବେଟର ଅଫ୍ ଦି ଇୟର ପୁରସ୍କାର

ଭୁବନେଶ୍ୱର: କିଟ୍‌ର ଇନୋଭେଟିଭ୍ ହବ୍ କିଟ୍ ଟିବିଆଇକୁ ଇନ୍‌କ୍ୟୁବେଟର ଅଫ୍ ଦି ଇୟର ୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି । ଟେକ୍ନୋଲୋଜି ଇନ୍‌କ୍ୟୁବେସନ୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ମିଳିଛି । ବ୍ୟାଙ୍କକଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ୍…

ଦୀପାବଳିରେ ଧମାଲ କରିବ ଟାଇଗର-୩, ଆସନ୍ତା ୫ରୁ ଆରମ୍ଭ ହେବ ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ଟାଇଗର-୩କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୀପାବଳିରେ ଧମାଲ କରିବାକୁ ଆସୁଛି ତାଙ୍କ ଫିଲ୍ମ ଟାଇଗର-୩ । ଦୀପାବଳିରେ ଏହି ଫିଲ୍ମ ରିଲିଜ୍ ହେବ । ଏହାର ଆଡଭାନ୍ସ ବୁକିଂ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମରେ…