Latest Odisha News

BREAKING NEWS

କୋଟିପତି ପୁଅ, ଆଇଏଏସ ନାତି: ଖାଇବାକୁ ନ ପାଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି

‘ମୁଁ ଜଗଦୀଶ ଚନ୍ଦ୍ର ଆର୍ଯ । ମୁଁ ଆପଣଙ୍କୁ ମୋର ଦୁଃଖ କାହାଣୀ ଶୁଣାଇବି । ମୋ ପୁଅ ପାଖରେ ୩୦ କୋଟିର ସମ୍ପତ୍ତି ।  ହେଲେ ତା ପାଖରେ ମୋତେ ଦେବା ପାଇଁ ଦୁଇ ଓଳିର ରୁଟି ନାହିଁ । ମୁଁ ମୋର ସାନ ପୁଅ ପାଖରେ ରୁହୁଥିଲି । ୬ ବର୍ଷ ତଳେ ତାର ମୃତ୍ୟୁ ଘଟିଲା । କିଛି ଦିନ ପରେ ତାର ପତ୍ନୀ…

ମଦକୁ ନେଇ ଅବକାରୀ ମନ୍ତ୍ରୀଙ୍କ ବିଶେଷ ବାର୍ତ୍ତା ! ମଦ କିଣନ୍ତୁ, ପିଅନ୍ତୁ କିନ୍ତୁ ବିଷାକ୍ତ ମଦ ଛାଡ଼ନ୍ତୁ

ଭୁବନେଶ୍ୱର : ମଦ କିଣନ୍ତୁ, ପିଅନ୍ତୁ , ମଦ ନପିଇଲେ ଦେହ ଖରାପ ହେବ ! ଏକଥା ଆମେ ନୁହଁ, ଗଣମାଧ୍ୟମକୁ ଶୁକ୍ରବାର ନୂଆ ଅବକାରୀ ନୀତି ଉପରେ ପ୍ରତିକ୍ରିୟା ଦେବାବେଳେ କିଛି ଏମିତି କହିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର । ଅଶ୍ୱିନୀ କହିଛନ୍ତି, ମଦ ପିଇବାରେ ମନା ନାହିଁ କିନ୍ତୁ…

ମୋଦି ସାଂଜ୍ଞା ବିବାଦ: ସୁରଟ ପରେ ଏବେ ରାହୁଲଙ୍କୁ ପାଟନା କୋର୍ଟର ସମନ

ପାଟନା: ମୋଦି ସାଂଜ୍ଞା ବିବାଦ ରାହୁଲଙ୍କ ପିଛା ଛାଡୁନି । ସୁରଟ କୋର୍ଟ ପରେ ଏବେ ପାଟନା କୋର୍ଟର ସମନ  । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ  କୋର୍ଟରେ ହାଜର ହେବା ପାଇଁ ନୋଟିସ କରିଛି ପାଟନା ଏମପି-ଏମଏଲଏ କୋର୍ଟ । ଏପ୍ରିଲ ୧୨ ତାରିଖରେ କୋର୍ଟରେ ନିଜ ବୟାନ ରଖିବାକୁ କୋର୍ଟ…

ଆଗାମୀ ୩ ଘଣ୍ଟା ମଧ୍ୟରେ ଏହି ତିନି ଜିଲ୍ଲା ଭିଜିବ

ଭୁବନେଶ୍ୱର: ଆଗାମୀ ତିନି ଘଣ୍ଟା ପାଇଁ ପାଣିପାଗର ସତର୍କ ସୂଚନା । ରାଜ୍ୟର ତିନି ଜିଲ୍ଲା ପାଇଁ ରହିଛି ବର୍ଷା ସମ୍ଭାବନା । ଭୁବନେଶ୍ୱର ପାଣିପାଗ ପକ୍ଷରୁ ଦିଆ ଯାଇଛି ଏପରି ସୂଚନା । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାରେ ଆଗାମୀ ୩…

ଏଏଫସି ୧୭ ବର୍ଷରୁ କମ ଏସିଆ କପ: ଗ୍ରୁପ ଡି’ରେ ଭାରତ

ନୂଆଦିଲ୍ଲୀ: ଚଳିତ ବର୍ଷ ୧୫ ଜୁନରୁ ଥାଇଲାଣ୍ଡରେ ଏଏଫସି ୧୭ ବର୍ଷରୁ କମ ଏସିଆ କପ ଫୁଟବଲ ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏହାର ସେମିଫାଇନାଲରେ ପ୍ରବେଶ କରିଥିବା ଟିମ ଆସନ୍ତା ବର୍ଷ ପେରୁରେ ହେବାକୁ ଥିବା ୧୭ ବର୍ଷରୁ କମ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବ । ଭାରତୀୟ ଟିମର ଭଲ ପ୍ରଦର୍ଶନ…

ମହିଳା ଫୁଟବଲ ଲିଗ: ଗ୍ରୁପ ଏରେ ସ୍ପୋର୍ଟ୍ସ ଓଡିଶା

ଭୁବନେଶ୍ୱର: ଅଖିଳ ଭାରତୀୟ ଫୁଟବଲ ମହାସଂଘ ଶୁକ୍ରବାର ମହିଳା ଫୁଟବଲ ଲିଗ ନିମନ୍ତେ ୧୬ଟିମର ନାମ ଘୋଷଣା କରିଛନ୍ତି । ସମସ୍ତ ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ସ୍ପୋର୍ଟ୍ସ ଓଡିଶା ଗ୍ରୁପ ଏରେ ସ୍ଥାନ ପାଇଛି । ସେହିପରି ଓଡିଶା ଏଫସି ଗ୍ରୁପ ବି’ରେ ସ୍ଥାନ ପାଇଛି । ଏହି ଲିଗ ଏପ୍ରିଲ ୨୫ରୁ…

ବଡମ୍ବା ହାଜତ ମୃତ୍ୟୁ ମାମଲା, କଟକ ଜିଲ୍ଲାପାଳ ଏବଂ ପିସିସିଏଫଙ୍କୁ ଏନଏଚଆରସିଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ବଡ଼ମ୍ବା ଜଙ୍ଗଲ ବିଭାଗ ହାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର କଟକ ଜିଲ୍ଲାପାଳ ଏବଂ ପିସିସିଏଫ୍‌ଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।…

ମଶାଧୂପ ନେଇଗଲା ଗୋଟିଏ ପରିବାରର ୬ ଜୀବନ

ନୂଆଦିଲ୍ଲୀ: ମଶା ମରା କଏଲ ନେଇଗଲା ଗୋଟିଏ ପରିବାରର ୬ ଜୀବନ । ଏମିତି ଛାତିଥରା ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଶାସ୍ତ୍ରୀ ପାର୍କ ଇଲାକାରେ।  ପରିବାରର ସଦସ୍ୟ ଗୋଟିଏ ଘରେ ମଶାମରା କଏଲ ଲଗାଇ ଶୋଇ ପଡିଥିଲେ । କଏଲରୁ ନିଆଁ ଲାଗି ୨ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଅନ୍ୟ ୪…

ପର୍ଣ୍ଣଷ୍ଟାର୍‌ଙ୍କ ସହ ଅବୈଧ ସମ୍ପର୍କ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ କୋର୍ଟଙ୍କ…

ୱାଶିଂଟନ ଡିସି: ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେଇ ମୁହଁ ଚୁପ କରାଇବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ଟ୍ରମ୍ପ ପର୍ଣ୍ଣଷ୍ଟାର ଡାନିଏଲ୍‌ ଷ୍ଟର୍ମଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ। ଏହାପରେ…

୨୦୨୩ରେ ସର୍ବାଧିକ କରୋନା ପଜିଟିଭ ଆଜି ଚିହ୍ନଟ; ସକ୍ରିୟ ସଂଖ୍ୟା ୧୫ ହଜାର ପାର୍

ନୂଆଦିଲ୍ଲୀ: ଲଗାତର ଦୁଇଦିନ ହେବ ଦେଶରେ କରୋନା ସଂକ୍ରମଣ ୩ ହଜାର ଉପରେ ରହୁଛି। ଗତକାଲି ଦୈନିକ ପଜିଟିଭ ସଂଖ୍ୟା ୩,୦୬୫ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୦୯୫ ସଂକ୍ରମିତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୨୩ରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ…