କୃଥିକା ପ୍ରଭାକରନରଙ୍କ ନାଁରେ ପୁଣି ଜମିହଡପ ଅଭିଯୋଗ : ଏକ୍ସରେ ଗୁମର ଖୋଲିଲେ ସାଂସଦ
ଭୁବନେଶ୍ୱର: କୃଥିକା ପ୍ରଭାକରନରଙ୍କ ନାଁରେ ପୁଣି ଜମିହଡପ ଅଭିଯୋଗ । ତାମିଲ ବ୍ୟବସାୟୀ କୃଥିକା ପ୍ରଭାକରନରଙ୍କ କଳାକାରନାମାର ଗୁମର ଖୋଲିଲେ ଅପରାଜିତା । ଡେରାସ ପରେ ଭଗବତୀପୁରରେ ଜମି ହଡପ କରିଛନ୍ତି କୃଥିକା ପ୍ରଭାକରନ । କେମିତି କଳ, ବଳ ଖଟେଇ ଶାଗମାଛ ଦରରେ ଜମି ହଡପ କରୁଛନ୍ତି ତାର…