ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମର୍ଣ୍ଣିଂ ୱାକ୍ ସମୟରେ ମହିଳାଙ୍କୁ ଆକ୍ରମଣ; ଜଣେ ମୃତ, ୫ ଆହତ
ଲକ୍ଷ୍ନୌ: ଯୁବକଙ୍କ ଟେକା ପଥର ମାଡରେ ଜଣେ ମୃତ ୫ ଗୁରୁତର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଭଦୋହୀରେ । ବୁଧବାର ସକାଳେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ୪ ଜଣ ମହିଳାଙ୍କ ସମେତ ୬ ଜଣ ଲୋକଙ୍କ ଉପରକୁ ଜଣେ ଯୁବକ ଇଟା ପଥର ଫୋପାଡି ଏକ ବାଡି ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ…