Latest Odisha News

BREAKING NEWS

କମ୍ପାନୀର ଅଜବ ନିୟମ: ଠିକ ଭାବେ କାମ ନ କଲେ ସହକର୍ମୀ ମାରିବେ ଚାପୁଡ଼ା

ହଂକଂ : କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ କମ୍ପାନୀ ରଖିଛି ଅଜବ ନିୟମ । ନିୟମଟି ହେଲା ଯଦି ଅଫିସରେ କୌଣସି କର୍ମଚାରୀ କାମ ଠିକ୍ ଭାବେ ନ କରନ୍ତି ତେବେ ତାଙ୍କୁ ଅନ୍ୟ କର୍ମଚାରୀ ଚାପୁଡ଼ା ମାରିବେ । ତାହା ପୁଣି ଜନଗହଳିପୂର୍ଣ୍ଣ ସମାବେଶରେ…

ଆଉ ୪ ଦିନ କାଳବୈଶାଖୀ ବର୍ଷା, ୩୧ରେ ସାରା ରାଜ୍ୟକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆଉ ୪ ଦିନ କାଳବୈଶାଖୀ ବର୍ଷା ଲାଗି ରହିବ । ଏପ୍ରିଲ୍ ୨ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଏପ୍ରିଲ ପହିଲାରୁ ୱାଲେଟ୍ ପେମେଣ୍ଟରେ ଲାଗିବ ଚାର୍ଜ, UPI କାରବାର ମାଗଣା

ମୁମ୍ବାଇ: ଡିଜିଟାଲ୍ କାରବାରରେ ଏଣିକି ଦେବେ ଦେୟ । ୟୁପିଆଇରେ ୨ ହଜାରରୁ ଅଧିକ ଟଙ୍କାର ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ୍ସ (PPIs) ଦେଣନେଣରେ ଦେୟ ଦେବାକୁ ପଡ଼ିବ । ଏନେଇ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସୁପାରିସ୍ କରିଛି । ଏହା ଦ୍ୱାରା ବ୍ୟାଙ୍କର…

ନବୀନଙ୍କ ଫୋକସରେ ସ୍ୱାସ୍ଥ୍ୟସେବା, କାର୍ଯ୍ୟକ୍ଷମ ହେବାକୁ ଯାଉଛି ଆଉ ୩ ମେଡିକାଲ କଲେଜ ଓ ହସ୍‌‌ପିଟାଲ

ଭୁବନେଶ୍ବର : ଚଳିତ ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି, ତାଳଚେର ମେଡିକାଲ କଲେଜ ଓ ହସ୍‌‌ପିଟାଲ। ତାଳଚେର ମେଡିକାଲ କଲେଜ ସମ୍ପର୍କରେ ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି।…

ନାବାଳକ ମୁଣ୍ଡରେ ସଂସାର ବୋଝ; ମୂର୍ତ୍ତି ଗଢ଼ି ଚଳାଉଛନ୍ତି ପରିବାର

କାମାକ୍ଷାନଗର: ଆଖିରେ ଉଙ୍କି ମାରୁଛି ନୂଆ ସମ୍ଭାବନା । ଅନେକ ସ୍ୱପ୍ନ। ଆକାଂକ୍ଷା ନେଇ ଛାତିର କୋହକୁ ଚାପି ଦେଇ ବାଟ ଚାଲୁଛି ୧୬ ବର୍ଷର ନାବାଳକ । ମୁଣ୍ଡ ଉପରେ ପାଞ୍ଚ ପ୍ରାଣୀ କୁଟୁମ୍ବ । ଅଭାବ ଭିତରେ ଚାପି ହୋଇଯାଇଛି ବାଳୁତର ଭବିଷ୍ୟତ । ତଥାପି ହାର ମାନିନାହିଁ ।  ଆଉ ସେମାନଙ୍କ ମୁହଁରେ…

ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ ଆମେ ସମର୍ଥନ କରିବୁ: ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା ପରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନବ ଦାସଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଥିବାରୁ ସମସ୍ତଙ୍କ ନଜର ରହିଛି ବିଜେଡି ଉପରେ । ଆଜି ଉପନିର୍ବାଚନ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି…

ରାଜ୍ୟରେ ୯୭ଟି ଶୀତଳଭଣ୍ଡାର ଅଚଳ, ସଚଳ ୩୬ରୁ ସରକାରଙ୍କ ମାତ୍ର ୪

ଭୁବନେଶ୍ୱର: ବିଭିନ୍ନ ସମୟରେ ରାଜ୍ୟରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଉତ୍ପାଦିତ ଫସଲର ମୂଲ୍ୟ ପାଆନ୍ତି ନାହିଁ । କ୍ଷେତରେ କେବେ ଫସଲ ଷଢ଼ିଯାଏ ତ ଆଉ କେବେ ମୂଳ ତ ମୂଳ ଋଣ କରି ଆଣିଥିବା ସୁଧ ଟଙ୍କା ଚାଷୀଙ୍କୁ ମିଳେନି । ରାଜ୍ୟରେ ଥିବା ଶୀତଳ ଭଣ୍ଡାରର ସ୍ଥିତି ଓ ସରକାରଙ୍କ ଆଗାମୀ ଯୋଜନା ନେଇ…

ମରିଗଲା ପରେ ୨ ଜଣଙ୍କ ଜୀବନ ବଞ୍ଚାଇଲେ

କଟକ: ଜଣେ ବ୍ରେନ୍ ଡେଡଙ୍କ କିଡନୀରେ ୨ ଜଣ ନୂଆ ଜୀବନ ପାଇଛନ୍ତି । କଟକ ବଡ଼ ମେଡିକାଲରେ ଏହା ସମ୍ଭବ ହୋଇଛି । ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ବ୍ରେନ୍ ଡେଡଙ୍କ କିଡନୀକୁ ୨ ଜଣଙ୍କ ଠାରେ ପ୍ରତିରୋପଣ କରି ନୂଆ ଜୀବନ ଦେଇଛନ୍ତି । ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, କଟକ…

ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍, ମେ’ ୧୦ରେ ଭୋଟ୍ ଓ ମେ’ ୧୩ରେ ଗଣତି

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ ଆଜି ଉପନିର୍ବାଚନ ନେଇ ତାରିଖ ଘୋଷଣା ସହ ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଛି ଇଲେକସନ୍ ବିଗୁଲ । ଉପ-ନିର୍ବାଚନ ନେଇ ବୁଧବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ସିଇସିଙ୍କ ଘୋଷଣା ଅନୁସାରେ ଏପ୍ରିଲ ୧୩ ତାରିଖରେ…

୧୦୦ତମ ଆନ୍ତର୍ଜାତୀୟ ଗୋଲ ସ୍କୋର କଲେ ମହାନ ମେସୀ

ସାଂଟିଏଗୋ: ଏବେ ଆନ୍ତର୍ଜାତୀୟ ଫୁଟବଲରେ କ୍ଲବସ୍ତରୀୟ ମୁକାବିଲାରେ କିଛି ଦିନ ପାଇଁ ବିରାମ ଲାଗିଛି । ଅଧିକାଂଶ ଫୁଟବଲ ଖେଳାଳି କ୍ଲବ ଛାଡି ଏବେ ଦେଶ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି । ବୁଧବାର ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସୀ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି ।…