Latest Odisha News

BREAKING NEWS

ଏୟାର ଇଣ୍ତିଆ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଡିଜାଇନ୍ କରିବେ ମନୀଷ ମଲହୋତ୍ରା

ନୂଆଦିଲ୍ଲୀ: ଏୟାର ଇଣ୍ତିଆ କର୍ମଚାରୀଙ୍କ ପାଇଁ ଆସିବ ନୂଆ ୟୁନିଫର୍ମ। ଡିଜାଇନ୍ କରିବେ ବଲିଉଡ ସେଲିବ୍ରିଟି ଡିଜାଇନର ତଥା ଲୋକପ୍ରିୟ ଫ୍ୟାଶନ ଡିଜାଇନର୍‌ ମନୀଷ ମଲହୋତ୍ରା। ଏୟାର ଇଣ୍ଡିଆର ଏହି ନୂଆ ୟୁନିଫର୍ମ ଡିଜାଇନ୍ କରିବା ପାଇଁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହିତ…

ବିଶ୍ୱକପ କ୍ରିକେଟ ପାଇଁ ଭାଷ୍ୟକାରଙ୍କ ତାଲିକା ଜାରୀ କଲା ଆଇସିସି

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଶୁକ୍ରବାର ଭାଷ୍ୟକାରଙ୍କ ତାଲିକା ଘୋଷଣା କରିଛି । ନାସୀର ହୁସେନ, ଇଆନ ବିଶପ ଓ ଇଆନ ସ୍ମିଥଙ୍କ ପରି ପ୍ରତିଷ୍ଠିତ ଭାଷ୍ୟକାରଙ୍କୁ ସାମିଲ କରାଯାଇଛି । ଭାରତରୁ ସୁନୀଲ ଗାଭାସ୍କର, ହର୍ଷ…

ଆକ୍ୱାରିଅମ୍‌ରେ ରହିଛି ବିଶ୍ୱର ସବୁଠୁ ବୟସ୍କ ମାଛ, ବୟସ ଏତେ ଯେ ବିଶ୍ୱାସ କରିବେନି

କାଲିଫର୍ଣ୍ଣିଆ: ଅଧିକାଂଶ ଲୋକ ଘରେ ଆକ୍ୱାରିୟମ୍ ରଖିବାକୁ ପସନ୍ଦ କରନ୍ତି । ସେଥିରେ ସୁନ୍ଦର ସୁନ୍ଦର ରଙ୍ଗିନ ମାଛଗୁଡ଼ିକୁ ଦେଖି ଖୁସି ହୋଇଥାନ୍ତି । ଏମିତିକି ଲୋକଙ୍କର ଦୁଃଖ ମଧ୍ୟ ଅନେକାଂଶରେ କମିଯାଇଥାଏ । ତେବେ କାଲିଫର୍ଣ୍ଣିଆର ସାନ୍ ଫ୍ରାନ୍‌ସିସ୍କୋ ସ୍ଥିତ ଷ୍ଟେନ୍‌ହାର୍ଟ…

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତି ଦେଲେ ମଞ୍ଜୁରି, ଆଇନ୍‌ରେ ପରିଣତ ହେଲା ମହିଳା ବିଲ୍‌

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ କରିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ବିଲ୍ ଆଇନରେ ପରିଣତ ହେଲା। ଏ ସମ୍ପର୍କରେ ଭାରତ ସରକାର ଏକ ଗେଜେଟ ବିଜ୍ଞପ୍ତି ଜାରି…

ଯୁବକଙ୍କ ପେଟରୁ ବାହାରିଲା ଏତେ ସବୁ ଜିନିଷ, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ପଞ୍ଜାବ: ଏହାକୁ ଯେ କେହି ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ୪୦ ବର୍ଷୀୟ ଜଣେ ଯୁବକଙ୍କ ପେଟ ଭିତରୁ ବାହାରିଛି ଆମ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ସାମଗ୍ରୀ । ଅସ୍ତ୍ରୋପଚାର କରି ସମ୍ପୃକ୍ତ ଯୁବକଙ୍କ ପେଟରୁ ଏହିସବୁ ସାମଗ୍ରୀ ବାହାର କଲା ବେଳେ ନିଜେ ଡ଼ାକ୍ତରମାନେ ବି ହତ୍‌ବାକ୍…

ବିଶ୍ୱକପ କ୍ରିକେଟ: ଚାମ୍ପିୟନ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଖେଳିବେନି ୱିଲିୟମସନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଅଧିନାୟକ କେନ ୱିଲିୟମସନ ଏବେ ବି ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନାହାନ୍ତି । ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ୱିଲିୟମସନ…

ଏମପିରେ ସିନ୍ଧିଆ ଲଢିବେ ବିଧାନସଭା ନିର୍ବାଚନ, ପ୍ରତିଶୋଧ ନେବାକୁ କଂଗ୍ରେସର ମାଷ୍ଟର ପ୍ଲାନ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପି ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ବିଧାନସଭା ମୈଦାନକୁ ଓଲ୍ହାଇଛି। ଏପରିକି ଦଳ ପକ୍ଷରୁ ଖୁବ ଶୀଘ୍ର ତୃତୀୟ ତାଲିକା ଘୋଷଣା ହେବ। ସେଥିରେ ଆହୁରି ଚମକାଇଲା ଭଳି ସ୍ଥିତି ଦେଖିବାକୁ ମିଳିବ ବୋଲି…

ଏସିଆନ ଗେମ୍ସ: ଷଷ୍ଠ ଦିନ ଭାରତୀୟ ଆଥଲେଟଙ୍କ ଦମଦାର ପ୍ରଦର୍ଶନ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଶୁକ୍ରବାର ଷଷ୍ଠ ଦିନ ଭାରତୀୟ ଆଥଲେଟ ଦମଦାର ପ୍ରଦର୍ଶନ କରିଛନ୍ତି । ଚୀନରେ ହାଙ୍ଗଝୋଉ ଭାରତୀୟ ଖେଳାଳି ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଓଭରାଲ ୩୩ ପଦକ ସହ ଭାରତ ପଦକ ତାଲିକାରେ ୪ର୍ଥ ସ୍ଥାନରେ ରହିଛି । ଭାରତୀୟ ଶୁଟର୍ସ ୨…

ରାଜସ୍ଥାନରେ ବସୁନ୍ଧରା ଆଉଟ, ଦିୟା କୁମାରୀଙ୍କୁ ନେଇ ବିଜେପି ଖେଳିବ ବଡ଼ ଗେମ !

ଭୁବନେଶ୍ୱର: ବଦଳୁଛି ରାଜସ୍ଥାନ ରାଜନୀତିର ସମୀକରଣ। ରାଜସ୍ଥାନ ବିଜେପିର ପ୍ରମୁଖ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଆଉ କେନ୍ଦ୍ରୀୟ ନେତୃତ୍ୱ ଗୁରୁତ୍ୱ ଦେଉ ନ ଥିବା ଦେଖିବାକୁ ମିଳିଛି। ଆଉ ଜଣେ ନୂଆ ନେତୃତ୍ୱକୁ ତାଙ୍କ ସ୍ଥାନ ପୂରଣ ପାଇଁ ଦଳ ଆଗକୁ…

୨୦୨୪ ଓସ୍କାର ଦୌଡ଼ରେ ସାମିଲ ହେଲା ଫିଲ୍ମ ‘୨୦୧୮’

ମୁମ୍ବାଇ: ୨୧ ଫିଲ୍ମକୁ ପଛରେ ପକାଇ ୨୦୨୪ ଓସ୍କାର ଦୌଡ଼ରେ ସାମିଲ ହେଲା ମାଲାୟଲୀ ଫିଲ୍ମ ‘୨୦୧୮’ । ଚଳିତ ବର୍ଷର ଓସ୍କାର ଫିଚର ଫିଲ୍ମ ବିଭାଗ ପୁରସ୍କାର ପାଇଁ ଏହି ଫିଲ୍ମକୁ ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ପଠାଯାଇଛି । ଗତ ମେ ମାସରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା । ଉଭୟ ବକ୍ସ ଅଫିସ ଓ…