ଭାଷା ଭାଗବତ : ସାହିତ୍ୟେତର ବିଷୟ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଗବେଷଣାରୁ ପ୍ରାପ୍ତ ଫଳ
ଭାଷାକୁ କରେନି ସବଳ
ଗବେଷକଂକୁ ମିଳେ ଖ୍ୟାତି
ଭାଷା କରେନି ଅଗ୍ରଗତି
ସାହିତ୍ୟ ଛଡ଼ା କିଛି ଭିନ୍ନ
ନ କଲେ ଏବେ ଅଧ୍ୟୟନ
ଭାଷାର ମାନ ହେବ ମ୍ଳାନ
କରିହେଉଛି ଅନୁମାନ
କଥିତ ଭାଷାକୁ ଉପେକ୍ଷା…