Latest Odisha News

BREAKING NEWS

ମେଣ୍ଟ ଭାଙ୍ଗିବ କି ରାହୁଲଙ୍କ ‘ସାଭରକର’ ମନ୍ତବ୍ୟ ? ଉଦ୍ଧବ ଠାକରେ ଦେଲେ ଚେତାବନୀ

ମୁମ୍ବାଇ: ମୁଁ ସାଭରକର ନୁହେଁ, ରାହୁଲ ଗାନ୍ଧୀ… ଭୁଲ୍ ମାଗିବି ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ବିରୋଧ କରିଛନ୍ତି ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ । ଉଦ୍ଧବ କହିଛନ୍ତି, ସାଭରକରଙ୍କୁ ନେଇ ରାହୁଲ ବୟାନବାଜି ବନ୍ଦ ନ କଲେ ସେ ମହା ବିକାଶ ଅଘାଡ଼ି ମହାମେଣ୍ଟରୁ ଓହରି…

ଶ୍ରେୟାଶଙ୍କ ସ୍ଥାନରେ ନୀତିଶ ହେବେ କେକେଆର ଅଧିନାୟକ

କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ଆରମ୍ଭରୁ କୋଲକାତା ନାଇଟ ରାଇଡର୍ସ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଖେଳାଳି ଶ୍ରେୟାଶ ଆୟାର ଆଘାତପ୍ରାପ୍ତ ହୋଇଛନ୍ତି । ପିଠି ସମସ୍ୟା ଯୋଗୁ ସେ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରି ପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ସୋମବାର କେକେଆର…

ଜନ୍ମଦିନରେ ପତ୍ନୀଙ୍କୁ ଦାମି ଗିଫ୍ଟ ଦେଇ ହଟହଟା ହେଲେ ପତି

ୱାଶିଂଟନ: ଅନେକ ଲୋକ ନିଜ ପତ୍ନୀଙ୍କୁ ଖୁସି କରିବା ପାଇଁ ଜନ୍ମଦିନରେ ଦାମି ଉପହାର ଦେବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ବହୁ ଦିନ ପୂର୍ବରୁ ପ୍ରସ୍ତୁତ ମଧ୍ୟ ଚଳାଇଥାନ୍ତି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦାମି ଉପହାର ଦେଇ ପୋଲିସର ଚକ୍କର କାଟୁଛନ୍ତି । ଏହାର କାରଣ…

ରାମଚରଣଙ୍କ ଆଗାମୀ ଫିଲ୍ମ ଆରସି ୧୫ର ନାମ ଦିଆଗଲା ଗେମ ଚେଞ୍ଜର

ମାଡ୍ରାସ: ଓସ୍କାର ପୁରସ୍କାର ବିଜେତା ଫିଲ୍ମ ଆରଆରଆରର ଗ୍ଲୋବାଲ ସଫଳତା ପରେ ରାମଚରଣ ଏବେ ତାଙ୍କର ଆଗାମୀ ଫିଲ୍ମର ଶୁଟିଂ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାମଚରଣ ଓ କିଆରା ଆଡଭାନୀ ଅଭିନୀତ ଆରସି ୧୫ର ନାମ ଏବେ ଗେମ ଚେଞ୍ଜର ଦିଆଯାଇଛି । ରାମଚରଣଙ୍କ ୩୮ତମ ଜନ୍ମ ଦିବସ ଅବସରରେ…

ପୁଣି ଏକ ପଶ୍ଚିମା ଝଡ: ଏପ୍ରିଲ ୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା  । ଆସନ୍ତା ୩୦ ତାରିଖ ସୁଦ୍ଧା ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା ଥିବା ଭୁବେନଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଜିଲ୍ଲାରେ ମାର୍ଚ୍ଚ ୩୦ରୁ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା…

ଫିଲ୍ମ ‘ଛତ୍ରପତି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ଅଧିକାଂଶ ଟଲିଉଡ ଅଭିନେତା ଏବେ ବଲିଉଡ଼ ମୁହାଁ ହେଉଛନ୍ତି । ସେଥିମଧ୍ୟରୁ ବେଲାମକୋଣ୍ଡା ସାଇ ଶ୍ରୀନିବାସ ଖୁବ୍‌ଶୀଘ୍ର ବଲିଉଡ଼ରେ ନଜର ଆସିବେ । ସେ ତେଲୁଗୁ ଫିଲ୍ମ ‘ଛତ୍ରପତି'ର ହିନ୍ଦୀ ରିମେକେରେ ନଜର ଆସିବେ । ନିକଟରେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଏହି ଫିଲ୍ମ…

ଶ୍ରମିକ ବୋହୁଛି ସରକାରୀ ଗାଡ଼ି

ଜଗତସିଂହପୁର (ତାରାପଦ ମହାନ୍ତି): ନା ଅଛି ନିୟମ କାନୁନକୁ ଖାତିର୍ ନା ଭୟ । କାରଣ ୟେ ହେଉଛି ସରକାରୀ ଗାଡ଼ି । ଯେତେ ଜଣଙ୍କୁ ଇଚ୍ଛା, ଯେମିତି ଇଚ୍ଛା ବସାଇ ନେଇ ପାରିବ । ଜଗତସିଂହପୁର ଜିଲ୍ଲାରେ ଜଳସମ୍ପଦ ବିଭାଗର ଗାଡ଼ି ଶ୍ରମିକ ବୋହୁଥିବା ଦେଖିବାକୁ ମିଳିଛି । ଜଳସମ୍ପଦ ବିଭାଗର ସରକାରୀ…

ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ଏବଂ ପଥରମାଡ

ବେଙ୍ଗାଲୁର: ଭାଜପାର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଶିବମୋଗ୍ଗାର ଶିକାରୀପୁର ସ୍ଥିତ ବାସଭବନ ସମ୍ମୁଖରେ ଏକ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ସହ ପଥର ମାଡ଼ ହୋଇଛି।  ସଂରକ୍ଷଣ ସମ୍ପର୍କିତ ପ୍ରସଙ୍ଗକୁ ବିରୋଧ କରି ଆଜି ଅପରାହ୍ନରେ ବନଜାରା…

୯୬୦ ଥର ଦେଲେ ଡ୍ରାଇଭିଂ ଟେଷ୍ଟ, ଖର୍ଚ୍ଚ କଲେ ୧୧ ଲକ୍ଷ : ବୃଦ୍ଧାବସ୍ଥାରେ ମିଳିଲା ଲାଇସେନ୍ସ

ସିଓଲ: କୁହାଯାଏ, ଲଗାତାର ଉଦ୍ୟମ ଜାରି ରଖିଲେ ଅସମ୍ଭବ ବୋଲି ଶବ୍ଦ କିଛି ରହିବ ନାହିଁ । ଅର୍ଥାତ୍ ଚେଷ୍ଟା କଲେ ସବୁ କାମ ନିଶ୍ଚୟ ସଫଳ ହେବ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏହି ଉକ୍ତିର ବାସ୍ତବତାକୁ ଉବଲବ୍ଧି କରାଉଛି । କିନ୍ତୁ ଏହି ଉଦ୍ୟମରେ ତାଙ୍କୁ ଯେବେ ସଫଳତା ମିଳିଛି ସେ…

ପର୍ଯ୍ୟବେକ୍ଷକ ତାଲିକା ପଛରେ ନବୀନଙ୍କ ନିର୍ବାଚନୀ ନକ୍ସା ! ପ୍ରଧାନ ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ପ୍ରଣବଙ୍କୁ…

ଭୁବନେଶ୍ବର : ଗତବର୍ଷ ଅକ୍ଟୋବର ୬ ତାରିଖରେ ଜାରି ପର୍ଯ୍ୟବେକ୍ଷକ ତାଲିକାକୁ ୬ ମାସରେ ପରିବର୍ତ୍ତନ କରିଛି ଶାସକ ବିଜୁ ଜନତା ଦଳ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ତାର ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ସୋମବାର ପର୍ଯ୍ୟବେକ୍ଷକ ତାଲିକା ଜାରି କରିଥିବା କୁହାଯାଉଥିବାବେଳେ ଏଥିରେ…