ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟ: ହ୍ୱାଟ୍ସଅପ ଗ୍ରୁପରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ୱର: ନୂଆ ମୋଡ ନେଲା ଡିଜେ ଆଜେକ୍ସ ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହ୍ୱାଟସ୍ଅପ ମେସେଜରୁ ମିଳିଲା ସୁରାକ । ଜଣେ ନୁହେଁ, ତିନି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ । ତିନି ଜଣଯାକ ଯୁବତୀ ଏହା ଜାଣିବା ପରେ କରିଥିଲେ ଏକାଠି ହୋଇଥିଲେ ।…