Latest Odisha News

BREAKING NEWS

ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବା ପ୍ରସଙ୍ଗ: ଆଜି ବେଙ୍ଗାଲୁରୁ ବନ୍ଦ ଡାକରା, ୧୪୪ ଧାରା ଲାଗୁ , ସ୍କୁଲ କଲେଜ ଛୁଟି

ବେଙ୍ଗାଲୁରୁ : ପଡୋଶୀ ତାମିଲନାଡୁକୁ କାଭେରୀ  ନଦୀ ଜଳ ଛାଡିବା ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ ବିରୋଧ ଚାଲିଛି  । ଏହାରି ମଧ୍ୟରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି ।    ଆଜି କର୍ଣ୍ଣାଟକ କାର୍ଯ୍ୟକର୍ତ୍ତା ବତ୍ତଲ ନାଗରାଜଙ୍କ ନେତୃତ୍ୱରେ 'କନ୍ନଡ ଓକୁଟା' ବ୍ୟାନରରେ କର୍ଣ୍ଣାଟକ ବନ୍ଦ…

ସୁନ୍ଦରଗଡର ପିଛା ଛାଡୁନି ସ୍କ୍ରବ୍ ଟାଇଫସ୍ : ପୁଣି ୧୪ ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୨୪୪କୁ ବୃଦ୍ଧି

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଳାର ପିଛା ଛାଡୁନି ସ୍କ୍ରବ୍ ଟାଇଫସ୍  । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । କମିବାର ନାଁ ଧରୁନି  । ପୁଣି ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଯାହାକି ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୪୪ରେ ପହଞ୍ଚିଛି । ୮୬ ଜଣଙ୍କ…

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ: ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ଉତ୍ସବରେ ହେବେ…

ଗୁଜୁରାଟ : ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଥାତ୍ ୨୬ ଏବଂ ୨୭ ତାରିଖ ଗୁଜୁରାଟରେ ରହିବେ । ଏହି ସମୟରେ ସେ ଗୁଜୁରାଟ ବିଶ୍ୱସ୍ତରୀୟ ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଦୁଇ ଦିନିଆ ଗସ୍ତ…

କବିତା : ସ୍ୱଗତୋକ୍ତି

ସୁଷମା ପରିଜା  ଧୁ ଧୁ ଖରାରେ ଥୁଣ୍ଟା ହୋଇ ଏକଲା ଠିଆ ହୋଇଥିବା କଲେଜ୍ ହତା ଭିତରର ପୁରୁଣା କୃଷ୍ଣଚୂଡା ଗଛଟିଏ ମୁଁ, ଆଜି ଅଣ୍ଡାଳି ଅଣ୍ଡାଳି ଖୋଜୁଛି, ଝୁରି ହେଉଛି,ଦିନେ ମୋ ଦେହରେ ଖୁନ୍ଦି ହୋଇ ରହିଥିବା ନବପଲ୍ଲକୁ ଲାଲ୍ ଟୁକ୍ ଟୁକ୍ ଫୁଲର ସମ୍ଭାରକୁ, ଶୀତ ସକାଳର କାକରଭିଜା…

ଆଜି ୩ୟ ଦିନରେ ବି କମ୍ପିବ ବିଧାନସଭା: ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ଆଜି ବି  ବିଭିନ୍ନ ପ୍ରସଙ୍ଗରେ ଗୃହରେ ସରଗରମ ଆଲୋଚନା ହେବ  । ଗତକାଲି ଦିନ ତମାମ ହୁଲସ୍ତୁଲ ହୋଇଥିଲା ବିଧାନସଭା  । ପ୍ରଶ୍ନକାଳ ଆରମ୍ଭ ରୁ ହିଁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା  । ଫଳରେ ଗୃହକୁ ମୁଲତବୀ ରଖାଯାଇଥିଲା ।…

ଭାଷା ଭାଗବତ : ଜ୍ଞାନାଂଶ ପ୍ରୟୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ମନୁଷ୍ଯ ଜୀବନ ରହେନି ଯେଣୁ ବେଶି ଦିନ କେହି ବି କରେନି ଅର୍ଜନ ବିଶ୍ବରେ ଅଛି ଯେତେ ଜ୍ଞାନ ତେଣୁ ବାଛି ନିଜର ରୁଚି ଜ୍ଞାନାଂଶ ପାଇ ରହୁଁ ବଂଚି ନ ହେଲେ ସୁଦ୍ଧା ପରିପୂର୍ଣ କରଇ ଉନ୍ନତି ସାଧନ ସବୁ ଆଡ଼କୁ ଦେଇ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୃସିଂହଙ୍କ ପୂଜା ବିଧି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାର୍ଶ୍ଵ ଦେବତାଙ୍କ ପୂଜା ଭିତରେ ଦକ୍ଷିଣ ପାର୍ଶ୍ଵ ଦେବତା ବରାହଙ୍କ ପୂଜା ବିଧି ଆଲୋଚନା ସରିଲା ପରେ ଏବେ ଯିବା ପଶ୍ଚିମ ପଟ ବା ମନ୍ଦିରର ପଛପଟର ଦେବତା…

ଆଇଆଇଟି ଭୁବନେଶ୍ବର କ୍ଯାମ୍ପସରେ ଇ-ରିକ୍ସା ସେବାର ଶୁଭାରମ୍ଭ

ଭୁବନେଶ୍ୱର: ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସୋମବାର ଅନ୍ କ୍ୟାମ୍ପସ ଇଲେକ୍ଟ୍ରିକ୍ ରିକ୍ସା ସେବାର ଶୁଭାରମ୍ଭ କରାଯାଇଛି। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଏହି ସେବାକୁ…

ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଜୁ ଜନତା ଦଳ

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ଜଣେ ଅଫିସ କର୍ମଚାରୀ ଏବଂ ଆଉ ଜଣେ ବିଜୁ ଯୁବ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କୁ ଦଳ ବିରୋଧୀ କାମ ପାଇଁ ବିଜେଡିରୁ ନିଲମ୍ବିତ କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ତଦନ୍ତ କମିସନଙ୍କ ରିପୋର୍ଟକୁ ଓଡ଼ିଶା ସରକାର ସାର୍ବଜନୀନ କରନ୍ତୁ ବୋଲି ବିଜେପି ବିଧାୟକ ଗଣେଶ ରାମ ସିଂହ ଖୁଣ୍ଟିଆ ସୋମବାର ଦାବି କରିଛନ୍ତି। ଚଳିତ ମୌସୁମୀ ଅଧିବେଶନରେ ଓଡ଼ିଶା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ…